-+91-9937148622 |
prerana_bgr@rediffmail.com |
Friday 7th August 2026 |
R.N.I. Regd No. ODIODI/2010/46693
Breaking News
25-Jan-2025
ଉମରକୋଟ(ମିହିର ଶଙ୍କର ପାତ୍ର,)
ଭଣ୍ଡାରୀଗୁଡା ସରକାରୀ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆତ୍ମାରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଅଛି। ଭାରପ୍ରାପ୍ତ ଅଧକ୍ଷ ଶ୍ରୀ ପ୍ରକାଶ ଦାସଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ସଫଳତାର ସହ ସମ୍ପାଦିତ ହୋଇଛି। ବିଦ୍ୟାଳୟର ୬୦ ରୁ ଉର୍ଦ୍ଧ ବାଳିକା ଛତ୍ରୀ ଏହି ପ୍ରଶିକ୍ଷଣ ନେଇଥିଲେ। ପ୍ରଶିକ୍ଷିକା ସୁକାନ୍ତି ସାହୁ ବାଳିକା ମାନଙ୍କୁ ଆତ୍ମାରକ୍ଷାର ବିଭିନ୍ନ କୌଶଳ ଶିଖାଇଥିଲେ। ଏହି ମାସ,ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ୨୪ ତାରିଖରେ ଶେଷ ହୋଇଛି। କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ବିଦ୍ୟାଳୟର ସହକାରୀ ଶିକ୍ଷକ ରଂଜିତ ମଜୁମଦାର,ଦିଲ୍ଲୀପ ହରିଜନ, ଉଷା ମାଝି , ଜୟକୃଷ୍ଣ ଭତ୍ରା ବାବୁରାମ ସାହୁ, ବିଶ୍ୱରଂଜନ ମୁଦୁଲି, ମିହିର ରଞ୍ଜନ ପଣ୍ଡା ସହଯୋଗ କରିଥିଲେ।