-+91-9937148622 |
prerana_bgr@rediffmail.com |
Thursday 6th August 2026 |
R.N.I. Regd No. ODIODI/2010/46693
Breaking News
06-Aug-2026
ଆଗଲପୁର, (ପ୍ରେରଣା ଖବର) ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ ରିନବଚନ ଗ୍ରାମ ପଞ୍ଚାୟତ ଉଚ୍ଚ ବାହାଲ ଗ୍ରାମ କଲ୍ୟାଣ ମଣ୍ଡପ ରେ ବିଜେପି ର ମଣ୍ଡଳ ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି ।ଉକ୍ତ ସଭାରେ ପାଣ୍ଡବ ପୁଟେଲ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ସଭାରେ ଜିଲ୍ଲା ମିଡ଼ିଆ ସେଲ ସଭାପତି ରାଜୀବ ଲୋଚନ ଭୋଇ , ମଣ୍ଡଳ ସଭାପତି ହିମାଂଶୁ ସାହୁ , ପଞ୍ଚାୟତ ପ୍ରତିନିଧି ଚମ୍ପେଶ୍ୱର ଦୋରା , ମଣ୍ଡଳ ଯୁବ ସଭାପତି ଶୁକେସ ଥପା, ମଣ୍ଡଳ ପ୍ରଭାରୀ ସୁରେଶ ବିଶି , ପଞ୍ଚାୟତ ପ୍ରମୁଖ ପ୍ରଦୀପ ସ୍ୱାଇଁ ମଞ୍ଚ।ସିନ ଅତିଥି ଭାବେ ଯୋଗ ଦେଇଥିଲେ।