-+91-9937148622 |

prerana_bgr@rediffmail.com |

  Wednesday 5th August 2026 |

| | | |

R.N.I. Regd No. ODIODI/2010/46693

Breaking News

ଶିକ୍ଷକଙ୍କ ନ୍ୟାୟସଙ୍ଗତ ଦାବୀ ନେଇ ବଲାଙ୍ଗୀର ବିଡ଼ିଓ ଙ୍କ ଦ୍ୱାରସ୍ଥ ହେଲା ଓଷ୍ଟା ବଲାଙ୍ଗୀର ବ୍ଲକ ଶାଖା    (05-Aug-2026)       ||      ଖବର ଆଜିର♦️ ତାରିଖ:୦୫/୦୮/୨୬, ବୁଧବାର    (05-Aug-2026)       ||      ସ୍ୱାଧୀନତା ଦିବସ ଅବସରରେ ଜିଲ୍ଲାସ୍ତରୀୟ  ଓଡ଼ିଆ ବକ୍ତୃତା ପ୍ରତିଯୋଗିତା, ଆସନ୍ତାକାଲି ହେବ ଇଂରାଜୀ ବକ୍ତୃତା ପ୍ରତିଯୋଗିତା    (05-Aug-2026)       ||      ସମ୍ବଲପୁରରେ ଆଗାମୀ ଅଗଷ୍ଟ ୯ ରୁ ୧୭ ଯାଏଁ ବ୍ୟାପକ ଭାବେ ପାଳିତ ହେବ "ଘରେ ଘରେ ତିରଙ୍ଗା-୨୦୨୬" ଅଭିଯାନ, ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି    (05-Aug-2026)       ||      ସମ୍ବଲପୁରରେ ବେଆଇନ ଏଲପିଜି ସିଲିଣ୍ଡର ଜବତ, ୨ଟି ଦୋକାନ ଉପରେ ଚଢ଼ାଉ   (05-Aug-2026)       ||      ବରଗଡ଼ରେ ପଶ୍ଚିମ ଓଡ଼ିଶା ୱେବ୍ ମିଡିଆ ଆସୋସିଏସନର ଷଷ୍ଠ ବାର୍ଷିକ ଉତ୍ସବ ପାଳିତ   (05-Aug-2026)       ||      *ସୋନପୁର ଡାକ୍ତରଖାନାରେ ଚିକିତ୍ସା ଅବହେଳା ରୁ ଯୁବକ ଙ୍କ ମୃତ୍ୟୁ ଅଭିଯୋଗ ଘଟଣା*- *ସାମ୍ୱାଦିକ ଙ୍କୁ ଡାକ୍ତରଙ୍କ ଅଶୋଭନୀୟ ଆଚରଣ ପ୍ରଦର୍ଶନ ବିରୁଦ୍ଧ ରେ ଏସପି ଓ ସିଡିଏମଓ ଙ୍କୁ ଭେଟିଲେ ସାମ୍ବାଦିକ*- .   (05-Aug-2026)       ||      ସ୍ୱାଧୀନତା ଦିବସ-୨୦୨୬ ପାଳନ ସଂପର୍କରେ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ପ୍ରସ୍ତୁତି ବୈଠକ   (05-Aug-2026)       ||      ଓଡିଶା ଭରସା ଲେପ୍ରା ପ୍ରୋଜେକ୍ଟ ତରଫରୁ ପୋଷଣ ଖାଦ୍ୟ ବଣ୍ଟନ   (05-Aug-2026)       ||      ବିନିକା ବ୍ଲକ ଓ ନଗର କଂଗ୍ରେସର ସାଙ୍ଗଠନିକ ବୈଠକ   (05-Aug-2026)       ||      ମୁଦିପଡ଼ାରେ ପ୍ରଶାସନର ମିଳିତ ଉଚ୍ଛେଦ ଓ ସଫେଇ ଅଭିଯାନ: ଡ୍ରେନ୍‌ରୁ ଜବରଦଖଲ ହଟିବା ସହ ଜଳନିଷ୍କାସନ ବ୍ୟବସ୍ଥା ସୁଦୃଢ଼   (05-Aug-2026)       ||      ଓଏସଆରଟିସି (OSRTC) ସମ୍ବଲପୁର ଡିଭିଜନ ପକ୍ଷରୁ ସମ୍ବଲପୁର-ବିଶାଖାପାଟଣା ମଧ୍ୟରେ ନୂତନ ସିଧାସଳଖ ବସ୍ ସେବା ଆରମ୍ଭ   (05-Aug-2026)       ||      * *ଜିଲ୍ଲା ସ୍ତରୀୟ ଆଣ୍ଟି ଡେଙ୍ଗୁ ମାସ ଓ ଭେକ୍ଟର ବାହିତ ରୋଗ ଟାସ୍କ ଫୋର୍ସ ଉପରେ ସମୀକ୍ଷା ବୈଠକ*- -   (05-Aug-2026)       ||      *ବିଶ୍ବ ଯେତେବେଳେ ବି ଦିଗହରା ହୋଇଛି ବ୍ରାହ୍ମଣ ସମାଜ ର ହିଁ ମାର୍ଗଦର୍ଶନ ଲୋଡିଛି*- *ବକ୍ତା*-   (05-Aug-2026)       ||      ଲାଞ୍ଚ ଗ୍ରହଣ ଅଭିଯୋଗରେ ବରିଷ୍ଠ ରାଜସ୍ୱ ସହାୟକ ନିଲମ୍ବିତ   (05-Aug-2026)       ||      ସେବା,ସହଯୋଗ ଓ ମାନବିକତାର ବାର୍ତ୍ତା ନେଇ ଆରମ୍ଭ ହେଲା ଜୁନିଅର ରେଡ଼କ୍ରସ ତାଲିମ ଶିବିର"   (04-Aug-2026)       ||      କୁଷ୍ଠ ରୋଗ ଚି଼ହ୍ନଟି କରଣ ଅଭିଯାନ ପାଇଁ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି କାର୍ଯ୍ୟକ୍ରମ ଅନୁଷ୍ଠିତ   (04-Aug-2026)       ||      *ସୋନପୁର ଠାରେ ହାପ୍ ଡେଲି ଷ୍ଟୋର ର ଶୁଭ ଉଦ୍ଘାଟନ*-   (04-Aug-2026)       ||      ସୋନପୁର ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣି: ୫୨ଟି ଦରଖାସ୍ତ ଗ୍ରହଣ   (04-Aug-2026)       ||      *ନୂଆପଡ଼ା ସଦର ମହକୁମାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର୧୩୯ଟି ଅଭିଯୋଗ ଗ୍ରହଣ*   (04-Aug-2026)       ||     

HOME   ଜିଲ୍ଲା

ଖବର ଆଜିର♦️ ତାରିଖ:୦୫/୦୮/୨୬, ବୁଧବାର

05-Aug-2026



♦️ଭୁବନେଶ୍ୱର:ବର୍ଷା ଭାଙ୍ଗି ଦେଲା ଚାଷୀ ମେରୁଦଣ୍ଡ,ତଳି,ରୁଆଧାନ, ପନିପରିବା ଫସଲ ନଷ୍ଟ।

♦️ଭୁବନେଶ୍ୱର: ଦ୍ବୈତ ନଗରୀରୁ ୪୮ ବାଂଲାଦେଶୀ ବିଦା, କଲିକତା ଦେଇ ସ୍ବଦେଶ ପଠାଗଲା।

♦️ବଡ଼ ନିଷ୍ପତ୍ତି: ଓଡ୍ରାଫ୍ (ODRAF) ହେବ SDRF,ଜାତୀୟ ଢାଞ୍ଚାରେ ସୁଦୃଢ଼ ହେବ ରାଜ୍ୟର ବିପର୍ଯ୍ୟୟ ମୁକାବିଲା ବାହିନୀ।

♦️ରାୟଗଡ଼ା,ରିଭଲକଣା ବିଦ୍ୟାଳୟ:ରାଗିଂ ଅଭିଯୋଗ,ବ୍ଯାଟରେ ୨୭ କନିଷ୍ଠ ଛାତ୍ରଙ୍କୁ ମାଡ଼,୬ଜଣଙ୍କ ବିରୋଧରେ ମାମଲା ରୁଜୁ।

♦️ରଥଯାତ୍ରାରେ ପୁରୀ ପୋଲିସର ବଡ଼ ସଫଳତା; ୧୭୫ ଲୁଟେରା ଗିରଫ, ୩୦୪ ହଜିଥିବା ମୋବାଇଲ ଫେରିଲା ମାଲିକଙ୍କ ହାତକୁ।

♦️କଟକ:ଦୁଇ ବର୍ଷ ହେଲା ସରୁନି ଇ-କେଓ୍ବାଇସି 
ସଂଯୋଗ ଝାମେଲା,କଟିଲେ କମ୍,ରହିଲେ ବେଶି।

♦️ଭୁବନେଶ୍ୱର:ଉଚ୍ଚ କୋଠା ପାଇଁ ଜାରି ହେଲା NOTAM, ୧୧ ମିଟର ଅଧିକ ଉଚ୍ଚତା ପାଇଁ ଜାରି ହେଲା ନୋଟିସ।

♦️ଓଡ଼ିଶା ସଂସ୍କୃତିକୁ ମିଳିବ ବଡ ସମ୍ମାନ , ରାଷ୍ଟ୍ରପତି ଭବନରେ ଶୋଭା ପାଇବ ଶ୍ରୀଜିଉଙ୍କ ରଥ ଚକ।

♦️ଗଞ୍ଜାମ ତପ୍ତପାଣିରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ମାଆ କନ୍ଧୁଣୀ ଦେବୀଙ୍କୁ କଲେ ଦର୍ଶନ।

♦️ମହିଳାଙ୍କୁ ଅଶ୍ଳିଳ ଇଙ୍ଗିତ କରି ନିଲମ୍ବିତ ହେଲେ ଥାନା ଅଧିକାରୀ ସୁଜିତ ଦାସ, କ୍ରାଇମବ୍ରାଞ୍ଚ ପାଖରେ ହେଲେ ହାଜର୍।

♦️ଭୁବନେଶ୍ୱର: ଆଜିଠୁ ଭୁବନେଶ୍ୱରରେ ବ୍ରିକ୍ସ ଶିକ୍ଷା ମନ୍ତ୍ରୀଙ୍କ ସମ୍ମୀଳନୀ,୭ ଯାଏଁ ଚାଲିବ।

♦️ଭୁବନେଶ୍ୱର:ସାଇବର ଅପରାଧ ତଦନ୍ତରେ ଆହୁରି ଦକ୍ଷ ହେବ ପୁଲିସ, ଏନଏଫଏସୟୁ ସହିତ ଚୁକ୍ତି, ୨୦୨୭ ସୁଦ୍ଧା ୪୮୦ ଜଣ ନେବେ ତାଲିମ।

♦️ଭୁବନେଶ୍ୱର:'ଜେନ୍ -ଜି' ଙ୍କୁ ନେଇ ଓଡ଼ିଶାରେ ତେଜିଲା ବୟାନ ବାଜି।ବିହାର ଉପନିର୍ବାଚନ ଦେଶ ବାସୀଙ୍କ ଆଖି ଖୋଲି ଦେଇଛି: ବିଜେଡି।

♦️କେନ୍ଦ୍ରାପଡ଼ା ବନ୍ୟା ଅଞ୍ଚଳରେ ଡେପୁଟି ସିଏମ୍ କନକ ବର୍ଦ୍ଧନ ସିଂହଦେଓ; ଲୋକଙ୍କ ସହ ଆଲୋଚନା, ରିଲିଫ୍ କାର୍ଯ୍ୟର କଲେ ସମୀକ୍ଷା।

♦️ଭବାନୀପାଟଣା,କେଗାଁ: ଶିକ୍ଷକ ସମସ୍ୟା ନେଇ ସ୍କୁଲରେ ତାଲା,ସାମାଧାନର ପ୍ରତିଶ୍ରୁତି ଦେଲେ ଉପଜିଲ୍ଲାପାଳ।

♦️ଭୁବନେଶ୍ବର: ହୀରାକୁଦର ୧୩ ଗେଟ୍ ଖୋଲା ।  ହୀରାକୁଦ ଜଳଭଣ୍ଡାରର ଜଳସ୍ତର କ୍ରମାଗତ ଭାବେ ହ୍ରାସ ପାଉଛି।

♦️ସିଏମଓରୁ ଫାଇଲ ଗାଏବ ମାମଲାରେ ତଦନ୍ତ ପରେ ହିଁ ଜାରି ହେବ ସମନ : କ୍ରାଇମବ୍ରାଞ୍ଚ ଡିଜି।

♦️ଆବାସିକ କୋଠାରେ ଥିବା ବ୍ୟାବସାୟିକ ପ୍ରତିଷ୍ଠାନ ଉପରେ ଲାଗିବ ରୋକ୍‌ : ଖିଲାପ ହେଲେ ହେବ ଆକ୍ସନ।

♦️ପୁରୀରେ ପ୍ରତିଷ୍ଠା ହେବ ସମୁଦ୍ର ପର୍ଯ୍ୟଟନ ଟର୍ମିନାଲ :ପାରାଦୀପ-ଦୀଘା-ବିଶାଖାପାଟଣାକୁ ଚାଲିବ ଜାହାଜ।

♦️ମୁମ୍ବାଇ: ସିଦ୍ଧି ବିନାୟକରୁ ବି ଚୋରି,ବର୍ଷକୁ ୧୮ କୋଟି ଦାନ ଚୋରି ଅଭିଯୋଗ।

♦️ନୂଆ ଦିଲ୍ଲୀ:LICର ୬.୫% ଅଂଶଧନ  ଅଫର ଫର୍ ସେଲ୍ ଜରିଆରେ ବିକ୍ରି ହେବ।

♦️ଦୁବାଇ: ଲୋହିତ ସାଗରରେ ହୁତି ବିଦ୍ରୋହୀ ମାନଙ୍କ ଦ୍ବାରା ଭାରତୀୟ ଜାହାଜକୁ ଆକ୍ରମଣ।୧୩ ଭାରତୀୟଙ୍କ ସହ ୧୪ କ୍ରୁ ସଦସ୍ୟ ଉଦ୍ଧାର।

♦️ପାକିସ୍ତାନ ରାଜନୀତିରେ ହଟଚମଟ,ମୁନୀର -ନକଭି ମାଡ଼ିବସିବେ କି ଗାଦି!

ରିପୋର୍ଟ : ରତ୍ନପ୍ରଭା ମହାପାତ୍ର 


News Comment




Photo in News

Advertisment
Lastest News
  ଜିଲ୍ଲା  
ଶିକ୍ଷକଙ୍କ ନ୍ୟାୟସଙ୍ଗତ ଦାବୀ ନେଇ ବଲାଙ୍ଗୀର ବିଡ଼ିଓ ଙ୍କ ଦ୍ୱାରସ୍ଥ ହେଲା ଓଷ୍ଟା ବଲାଙ୍ଗୀର ବ୍ଲକ ଶାଖା   05-Aug-2026
  ଜିଲ୍ଲା  
ଖବର ଆଜିର♦️ ତାରିଖ:୦୫/୦୮/୨୬, ବୁଧବାର   05-Aug-2026
  ଜିଲ୍ଲା  
ସ୍ୱାଧୀନତା ଦିବସ ଅବସରରେ ଜିଲ୍ଲାସ୍ତରୀୟ  ଓଡ଼ିଆ ବକ୍ତୃତା ପ୍ରତିଯୋଗିତା, ଆସନ୍ତାକାଲି ହେବ ଇଂରାଜୀ ବକ୍ତୃତା ପ୍ରତିଯୋଗିତା    05-Aug-2026
  ଜିଲ୍ଲା  
ସମ୍ବଲପୁରରେ ଆଗାମୀ ଅଗଷ୍ଟ ୯ ରୁ ୧୭ ଯାଏଁ ବ୍ୟାପକ ଭାବେ ପାଳିତ ହେବ "ଘରେ ଘରେ ତିରଙ୍ଗା-୨୦୨୬" ଅଭିଯାନ, ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି   05-Aug-2026
  ଜିଲ୍ଲା  
ସମ୍ବଲପୁରରେ ବେଆଇନ ଏଲପିଜି ସିଲିଣ୍ଡର ଜବତ, ୨ଟି ଦୋକାନ ଉପରେ ଚଢ଼ାଉ   05-Aug-2026
  ଜିଲ୍ଲା  
ବରଗଡ଼ରେ ପଶ୍ଚିମ ଓଡ଼ିଶା ୱେବ୍ ମିଡିଆ ଆସୋସିଏସନର ଷଷ୍ଠ ବାର୍ଷିକ ଉତ୍ସବ ପାଳିତ   05-Aug-2026
  ଜିଲ୍ଲା  
*ସୋନପୁର ଡାକ୍ତରଖାନାରେ ଚିକିତ୍ସା ଅବହେଳା ରୁ ଯୁବକ ଙ୍କ ମୃତ୍ୟୁ ଅଭିଯୋଗ ଘଟଣା*- *ସାମ୍ୱାଦିକ ଙ୍କୁ ଡାକ୍ତରଙ୍କ ଅଶୋଭନୀୟ ଆଚରଣ ପ୍ରଦର୍ଶନ ବିରୁଦ୍ଧ ରେ ଏସପି ଓ ସିଡିଏମଓ ଙ୍କୁ ଭେଟିଲେ ସାମ୍ବାଦିକ*- .   05-Aug-2026
  ଜିଲ୍ଲା  
ସ୍ୱାଧୀନତା ଦିବସ-୨୦୨୬ ପାଳନ ସଂପର୍କରେ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ପ୍ରସ୍ତୁତି ବୈଠକ   05-Aug-2026
  ଜିଲ୍ଲା  
ଓଡିଶା ଭରସା ଲେପ୍ରା ପ୍ରୋଜେକ୍ଟ ତରଫରୁ ପୋଷଣ ଖାଦ୍ୟ ବଣ୍ଟନ   05-Aug-2026
  ଜିଲ୍ଲା  
ବିନିକା ବ୍ଲକ ଓ ନଗର କଂଗ୍ରେସର ସାଙ୍ଗଠନିକ ବୈଠକ   05-Aug-2026
  ଜିଲ୍ଲା  
ମୁଦିପଡ଼ାରେ ପ୍ରଶାସନର ମିଳିତ ଉଚ୍ଛେଦ ଓ ସଫେଇ ଅଭିଯାନ: ଡ୍ରେନ୍‌ରୁ ଜବରଦଖଲ ହଟିବା ସହ ଜଳନିଷ୍କାସନ ବ୍ୟବସ୍ଥା ସୁଦୃଢ଼   05-Aug-2026
  ଜିଲ୍ଲା  
ଓଏସଆରଟିସି (OSRTC) ସମ୍ବଲପୁର ଡିଭିଜନ ପକ୍ଷରୁ ସମ୍ବଲପୁର-ବିଶାଖାପାଟଣା ମଧ୍ୟରେ ନୂତନ ସିଧାସଳଖ ବସ୍ ସେବା ଆରମ୍ଭ   05-Aug-2026

You Might Also Like