-+91-9937148622 |
prerana_bgr@rediffmail.com |
Saturday 8th August 2026 |
R.N.I. Regd No. ODIODI/2010/46693
Breaking News
25-Jan-2025
(ମିହିର ଶଙ୍କର ପାତ୍ର,)
ନବରଙ୍ଗପୁର ଜିଲ୍ଲା ଭାରତୀୟ ଜନତା ପାର୍ଟି ସଭାପତି ଭାବେ ଶ୍ରୀ କୁଞ୍ଜ ବିହାରୀ ଦାଶ ନିର୍ବାଚିତ ହୋଇଛନ୍ତି। ଏହି ଅବସରରେ ଡାବୁଗାଁ ନିର୍ବାଚନ ମଣ୍ଡଳୀ ରେ ଖୁସିର ଲହରୀ ଖେଳିଯାଇଛି। ବିଜେପି ର ବରିଷ୍ଠ ନେତା ସୋମନାଥ ପୂଜାରୀ, ରାଜ୍ୟ କୃଷକ ମୋର୍ଚ୍ଚା କାର୍ଯ୍ୟକାରୀ ସଭ୍ୟ ଜୟନ୍ତ କୁମାର ପାତ୍ର, ପୂର୍ବତନ ଡାବୁଗାଁ ମଣ୍ଡଳ ସଭାପତି ଜେ ରାଜଶେଖର ରାଓ, କ୍ଷେତ୍ର ମୋହନ ପାତ୍ର , ଜି କିରଣ କୁମାର, ଜିଲ୍ଲା ସଂପାଦକ ଅରୁଣ ପ୍ରସନ୍ନ ନାୟକ, ପାପଡାହାଣ୍ଡି ସଭାପତି ମନୋଜ କୁମାର ଅଗ୍ରୱାଲ, ବୋରିଗାଁ ମଣ୍ଡଳ ସଭାପତି ଜଗଦୀଶ ଭତ୍ରା, କେ କ୍ରିଷ୍ଣା ରାଓ, ପଦମନ ନାୟକ, ରବିନ୍ଦ୍ର ପାଳ, ନରେଶ ସିଂ ଲାଲ୍, ଭାସ୍କର ସୁନା, ଦଶମୁ କଲାର, ରତନ କଲାର, ଗୋବିନ୍ଦ ମାଝୀ, ବାବୁଲା ଦାଶ , ଭୀମସେନ ଜେନା, ଲକ୍ଷ୍ମୀ ଜାନୀ ଏବଂ ଅନ୍ୟମାନେ ଶୁଭେଚ୍ଛା ଜଣାଇଛନ୍ତି।