-+91-9937148622 |

prerana_bgr@rediffmail.com |

  Saturday 8th August 2026 |

| | | |

R.N.I. Regd No. ODIODI/2010/46693

Breaking News

ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ-୨୦୨୬ ଅବସରରେ ସଂସ୍କୃତ ପ୍ରତିଯୋଗିତା    (08-Aug-2026)       ||      ପ୍ଲାଷ୍ଟିକ୍‌ମୁକ୍ତ ପରିସର ଓ ବର୍ଜ୍ୟବସ୍ତୁ ପରିଚାଳନାରେ କଡ଼ା ଅନୁପାଳନ ନିର୍ଦ୍ଦେଶ   (08-Aug-2026)       ||      ଟ୍ରାଫିକ ନିୟନ୍ତ୍ରଣ ପାଇଁ ବିଧାୟକ ପାଣ୍ଠିରୁ ବ୍ୟାରିକେଡ୍‌: ଆଗକୁ ସହରରେ ସିସି ଟିଭି ବ୍ୟବସ୍ଥା   (08-Aug-2026)       ||      ଡ଼. ସୁରେନ୍ଦ୍ର ମେହେରଙ୍କୁ ଜୀବନବ୍ୟାପି ସାଧନା ପୁରସ୍କାର   (08-Aug-2026)       ||      ସଂକୀର୍ତ୍ତନ ପ୍ରେମୀ ସୁରେନ୍ଦ୍ର କୁମାର ସାହୁ ଙ୍କ ପରଲୋକ   (08-Aug-2026)       ||      ସରକାରଙ୍କ ତୃଟିପୂର୍ଣ୍ଣ ଚାଷିପଞ୍ଜିକରଣ ନୀତି.. ପ୍ରଭାବିତ ହେବ ବଲାଙ୍ଗୀର ଜିଲ୍ଲାର ୫୦ହଜାର ହେକ୍ଟର ଚାଷଜମି,ବାଦପଡିବେ କ୍ଷୁଦ୍ର ଓ ନାମମାତ୍ର ଚାଷୀ   (08-Aug-2026)       ||      *ମଦ ନିଶାରେ ଅମାନୁଷିକ ବ୍ୟବହାର, ଠେଙ୍ଗାରେ ପିଟି ପିଟି ମାରିଦେଲେ ସମ୍ପର୍କୀୟ ଭାଈକୁ*   (08-Aug-2026)       ||      ରେଭେନ୍ଶା ଅଧ୍ୟାପକ ମାନଙ୍କପ୍ରତି ଅସଦା ଚରଣ ପ୍ରତିବାଦରେ କୁଳପତିଙ୍କୁ ସ୍ମାରକପତ୍ର   (08-Aug-2026)       ||      କଟକରେ ଝାଡ଼ାବାନ୍ତିର କୌଣସି ଗୋଷ୍ଠୀ ସଂକ୍ରମଣ ନାହିଁ   (08-Aug-2026)       ||      ବରଗଡ ଲୋକସଭା କ୍ଷେତ୍ରର ବିଭିନ୍ନ ରାଜମାର୍ଗର ତ୍ବରାନ୍ବିତ କାର୍ଯ୍ୟ,କେତେକ ଫ୍ଲାଇ ଓଭର ଓ ନୂତନ ରାଜମାର୍ଗ ର ଟେଣ୍ଡର ପ୍ରକ୍ରିୟା ଜାରି କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଶ୍ରୀ ନିତିନ ଗଡକରୀଙ୍କୁ ସାକ୍ଷାତ କଲେ ବରଗଡ ଲୋକସଭା ସାଂସଦ   (08-Aug-2026)       ||      ସିଦ୍ଧାର୍ଥ ସ୍ନାତକ ମହାବିଦ୍ୟାଳୟରେ ଶକ୍ତିଶ୍ରୀ ସଶକ୍ତିକରଣ ସେଲର ଉଦ୍‌ଘାଟନି ଉତ୍ସବ   (08-Aug-2026)       ||      ଛତିଶଗଡ଼ର ମାନ୍ୟବର ରାଜ୍ୟପାଳ ଶ୍ରୀ ରାମେନ ଡେକାଙ୍କ ସମ୍ବଲପୁର ଗସ୍ତ: ମା’ ସମଲେଶ୍ୱରୀ ମନ୍ଦିର , ହୁମା ମନ୍ଦିର ଓ ଲକ୍ଷ୍ମୀନାଥ ବେଜବରୁଆଙ୍କ ସାଧନା ଗୃହ ପରିଦର୍ଶନ କରିଲେ ରାଜ୍ୟପାଳ    (08-Aug-2026)       ||      ଧର୍ମପରାୟଣା ମହିଳା କ୍ଷିତିସୂତା ମିଶ୍ରଙ୍କ ପରଲୋକ;ଶୋକରେ ଯୋଗୀସର୍ଡ଼ା ଗ୍ରାମ    (07-Aug-2026)       ||      ହାତୀ ଆକ୍ରମଣରେ ଘର ସମ୍ପୂର୍ଣ୍ଣ ଧ୍ୱଂସ; ଆହତ ଆଦିବାସୀ ପରିବାରକୁ ୨୦ ଲକ୍ଷ କ୍ଷତିପୂରଣ ଦାବି କଲେ ପୂର୍ବତନ ସାଂସଦ ନିରଞ୍ଜନ ବିଶି   (07-Aug-2026)       ||      ଶିକ୍ଷକଙ୍କ ନ୍ୟାୟସଙ୍ଗତ ଦାବୀ ପାଇଁ ଏକାଠି ହେଲା ଓଷ୍ଟା;ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ସ୍ମାରକ ପତ୍ର    (07-Aug-2026)       ||      ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ :ପେନାଲଟିକ ସୁଟ ଜରିଆରେ ପାଦେରୀପଡା ଓ ସୁଣ୍ଡରୁମିଲା ଦଳ ବିଜୟୀ    (07-Aug-2026)       ||      "ଇନୋଭେସନ୍ ଓ ଷ୍ଟାର୍ଟଅପ୍ ପ୍ରତିଯୋଗିତା–୨୦୨୬"   (07-Aug-2026)       ||      ବର୍ଷାରେ ଭାଙ୍ଗିଲା ଘର ଅଳ୍ପେକ ବର୍ତିଲେ ବୃଦ୍ଧ ଦମ୍ପତି   (07-Aug-2026)       ||      ବନ୍ୟାକ୍ଷୟକ୍ଷତିର ଆକଳନ,ଚାଷୀଙ୍କୁ ସଠିକ ଦରରେ ସାରଯୋଗାଣ ନେଇ ପ୍ରଶାସନକୁ କାଳିକେଶଙ୍କ ନିର୍ଦ୍ଦେଶ   (07-Aug-2026)       ||      ବଜରଙ୍ଗୀ ସଂଘ ପକ୍ଷରୁ ଗୋଖାଦ୍ୟ ବଣ୍ଟନ   (07-Aug-2026)       ||     

HOME   ଜିଲ୍ଲା

ଓଡିଆ ସାହିତ୍ୟର ପ୍ରାଜ୍ଞ ଚେତନା ଓ ବଳିଷ୍ଠ ଭାବ ସଂପଦ ର ପ୍ରତୀକ "ସ୍ନିଗ୍ଧତାପ" କବି ଜଗବନ୍ଧୁ ପଟେଲଙ୍କ କାଳ୍ପନିକ କାବ୍ୟଗ୍ରନ୍ଥର ଲୋକାର୍ପଣ ରେ ପଦ୍ମଶ୍ରୀ ହଳଧର ନାଗଙ୍କ ମତ

25-Jan-2025



ବଲାଙ୍ଗିର (ପ୍ରେରଣା ଖବର): ମଧ୍ୟଯୁଗୀୟ କାବ୍ୟଧାରାର ଆଧୁନିକ ଯୁଗର ପ୍ରକାଶନ ଭାବରେ  ପାଠକୀୟତାର ଆଶ୍ଲେଷ ଆବଶ୍ୟକ କରୁଛି "ସ୍ନିଗ୍ଧତାପ" କାଳ୍ପନିକ କାବ୍ଯ।ଓଡିଶାର, ବିଶେଷ କରି  ପଶ୍ଚିମ ଓଡିଶାର ଜଣେ କବି ଏପରି କାବ୍ୟର ସୃଷ୍ଟି କରି ଓଡିଆ ଭାଷାକୁ ରୁଦ୍ଧିମନ୍ତ କରିପାରିଛନ୍ତି।

କବି ଜଗବନ୍ଧୁ ପଟେଲଙ୍କ ଏହି କାବ୍ୟ ଓଡିଆ ସାହିତ୍ୟର  ପ୍ରାଜ୍ଞ ଚେତନା ଓ ବଳିଷ୍ଠ  ଭାବ ସଂପଦର ପ୍ରତୀକ ବୋଲି କହି ତାଙ୍କୁ ଓଡିଶା ସାହିତ୍ଯ ଏକାଡେମୀ ତରଫରୁ  ଉପେନ୍ଦ୍ର ଭଞ୍ଜ  ସମ୍ମାନ ପ୍ରଦାନ କରାଯିବାକୁ ଦାବୀ କରିଛନ୍ତି ପଦ୍ମଶ୍ରୀ ହଳଧର ନାଗ। କୁରୁଲ ଗ୍ରାମର କଲ୍ୟାଣ ମଣ୍ଡପ ପରିସରରେ କବି ଜଗବନ୍ଧୁ ପଟେଲଙ୍କ ଦ୍ବିତୀୟ କାବ୍ୟ ପୁଷ୍ପ  "ସ୍ନିଗ୍ଧତାପ"ର ପାଠକାର୍ପଣ ସମାରୋହ ଅବସରରେ ମୁଖ୍ଯଅତିଥି ଭାବରେ ଯୋଗଦେଇ ପଶ୍ଚିମ ଓଡିଶାର  କାବ୍ୟ ପ୍ରତିଭା ମାନଙ୍କୁ ଅନେକ ସମୟରେ କୌଣସି ପ୍ରକାର ସମ୍ମାନ ଦିଆଯାଉ ନ ଥିବାରୁ ସେ କ୍ଷୋଭ ପ୍ରକାଶ କରି କବି ଜଗବନ୍ଧୁଙ୍କ କାବ୍ୟ ପ୍ରତିଭାର ସ୍ବତନ୍ତ୍ରତାକୁ ବର୍ଣ୍ଣନାକରି ସେ ଏପରି ଦାବି କରିଛନ୍ତି। ପ୍ରକୃତିବନ୍ଧୁ ଅବସରପ୍ରାପ୍ତ ଶିକ୍ଷକ  ଦିଗାମ୍ବର ନାଏକଙ୍କ ସଭା ପରିଚାଳନାରେ ଅନୁଷ୍ଠିତ ଏହି ସଭାରେ ବରେଣ୍ଯ ଅତିଥି ଭାବରେ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ, କବି ସାମ୍ବାଦିକ ସନ୍ଦୀପ କୁମାର କୁଅଁର,  ୮୪ଘର ଅଘରିଆ ସମାଜ ବଲାଙ୍ଗୀର ଶାଖା ର ସଭାପତି ଶୁଭ୍ରାଂଶୁ ଶେଖର ପଟେଲ,  ସଂଗଠକ, ଲେଖକ ଭକ୍ତ ନାଏକ, ଚିତ୍ରଶିଳ୍ପୀ ଦିଲ୍ଲୀପ କୁମାର ସିଂହଦେଓ,  ପ୍ରମୁଖ  ଯୋଗଦେଇ  କାଳ୍ପନିକ କାବ୍ୟ "ସ୍ନିଗ୍ଧତାପ" କୁ ଲୋକାର୍ପିତ କରିଥିଲେ।ଏହି ଅବସରରେକବି ଜଗବନ୍ଧୁ ପଟେଲ ଓ କବି ପଟେଲଙ୍କୁ ୮୪ଘର ଅଘରିଆ ସମାଜ ବଲାଙ୍ଗୀର ଶାଖା ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା।ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ ତାଙ୍କ ଭାଷଣରେ ଆଧୁନିକ ଯୁଗରେ ମଧ୍ଯଯୁଗୀୟ ଶୈଳୀର କାଳ୍ପନିକ କାବ୍ୟରଚନା ପାଇଁ ଜଗବନ୍ଧୁଙ୍କ  ଧୀଶକ୍ତିର ପରଶଂସା କରିଥିବା ବେଳେ କବି ସାମ୍ବାଦିକ ସନ୍ଦୀପ କୁମାର କୁଅଁର ପ୍ରକାଶିତ କାବ୍ୟରେ ପଶ୍ଚିମ ଓଡିଶା ,କୋଶଳାଞ୍ଚଳର ହରିଶଂକର ମେଳା, ସପତ କୁମାରୀ ଙ୍କ ତନ୍ତ୍ର ସାଧନା ତଥା ପାଟଣା ରାଜ୍ୟର  କଥା କିପରି ବର୍ଣ୍ଣିତ ତାହା ଆଲୋଚନା କରିଥିଲେ। ୮୪ଘର ଅଘରିଆ ସମାଜ ବଲାଙ୍ଗୀର ଶାଖା ର ସଭାପତି ଶୁଭ୍ରାଂଶୁ ଶେଖର ପଟେଲ କବି ଜଗବନ୍ଧୁଙ୍କ କବିଭାବକୁ ପ୍ରଶଂସା କରି ଆଗାମୀ ସମୟରେ କିପରି ଅଘରିଆ ସମାଜ ର ବିଭିନ୍ନ ପ୍ରତିଭା ଲୋକଲୋଚନକୁ ଆସିପାରିବେ ସେ ଅଂଇଗରେ ମତ ଦେଇଥିବା ବେଳେ ସଂଗଠକ, ଲେଖକ ଭକ୍ତ ନାଏକ ସ୍ନିଗ୍ଧତାପ କାବ୍ୟରେ ଛନ୍ଦ ସଂପର୍କରେ , ଚିତ୍ରଶିଳ୍ପୀ ଦିଲ୍ଲୀପ କୁମାର ସିଂହଦେଓ ପ୍ରଛଦପଟ ଚିତ୍ର ଓ କାବ୍ୟର  ଗାୟନ ସ୍ବତନ୍ତ୍ରତା ବର୍ଣ୍ଣନା କରିଥିଲେ। ଏହି ସମାରୋହର ଶେଷରେ ଶିଳ୍ପଦ୍ୟୋଗୀ ରାଜକୁମାର ପଟେଲ ପଦ୍ମଶ୍ରୀ ହଳଧର ନାଗ ଙ୍କ ନାମରେ ପରିଚାଳିତ  ଆଶ୍ରମ ବିଦ୍ୟାଳୟକୁ ୨୧ ହଜାର ଟଙ୍କାର ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କରିଥିଲେ।  "ସ୍ନିଗ୍ଧତାପ"ର କବି ଜଗବନ୍ଧୁ ପଟେଲ ଶେଷରେ ଅଧିଗ୍ରହଣ କବିଭାବକୁ ପ୍ରକାଶ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ-୨୦୨୬ ଅବସରରେ ସଂସ୍କୃତ ପ୍ରତିଯୋଗିତା   08-Aug-2026
  ଜିଲ୍ଲା  
ପ୍ଲାଷ୍ଟିକ୍‌ମୁକ୍ତ ପରିସର ଓ ବର୍ଜ୍ୟବସ୍ତୁ ପରିଚାଳନାରେ କଡ଼ା ଅନୁପାଳନ ନିର୍ଦ୍ଦେଶ   08-Aug-2026
  ଜିଲ୍ଲା  
ଟ୍ରାଫିକ ନିୟନ୍ତ୍ରଣ ପାଇଁ ବିଧାୟକ ପାଣ୍ଠିରୁ ବ୍ୟାରିକେଡ୍‌: ଆଗକୁ ସହରରେ ସିସି ଟିଭି ବ୍ୟବସ୍ଥା   08-Aug-2026
  ଜିଲ୍ଲା  
ଡ଼. ସୁରେନ୍ଦ୍ର ମେହେରଙ୍କୁ ଜୀବନବ୍ୟାପି ସାଧନା ପୁରସ୍କାର   08-Aug-2026
  ଜିଲ୍ଲା  
ସଂକୀର୍ତ୍ତନ ପ୍ରେମୀ ସୁରେନ୍ଦ୍ର କୁମାର ସାହୁ ଙ୍କ ପରଲୋକ   08-Aug-2026
  ରାଜ୍ୟ  
ସରକାରଙ୍କ ତୃଟିପୂର୍ଣ୍ଣ ଚାଷିପଞ୍ଜିକରଣ ନୀତି.. ପ୍ରଭାବିତ ହେବ ବଲାଙ୍ଗୀର ଜିଲ୍ଲାର ୫୦ହଜାର ହେକ୍ଟର ଚାଷଜମି,ବାଦପଡିବେ କ୍ଷୁଦ୍ର ଓ ନାମମାତ୍ର ଚାଷୀ   08-Aug-2026
  ଜିଲ୍ଲା  
*ମଦ ନିଶାରେ ଅମାନୁଷିକ ବ୍ୟବହାର, ଠେଙ୍ଗାରେ ପିଟି ପିଟି ମାରିଦେଲେ ସମ୍ପର୍କୀୟ ଭାଈକୁ*   08-Aug-2026
  ଜିଲ୍ଲା  
ରେଭେନ୍ଶା ଅଧ୍ୟାପକ ମାନଙ୍କପ୍ରତି ଅସଦା ଚରଣ ପ୍ରତିବାଦରେ କୁଳପତିଙ୍କୁ ସ୍ମାରକପତ୍ର   08-Aug-2026
କଟକରେ ଝାଡ଼ାବାନ୍ତିର କୌଣସି ଗୋଷ୍ଠୀ ସଂକ୍ରମଣ ନାହିଁ   08-Aug-2026
  ଜିଲ୍ଲା  
ବରଗଡ ଲୋକସଭା କ୍ଷେତ୍ରର ବିଭିନ୍ନ ରାଜମାର୍ଗର ତ୍ବରାନ୍ବିତ କାର୍ଯ୍ୟ,କେତେକ ଫ୍ଲାଇ ଓଭର ଓ ନୂତନ ରାଜମାର୍ଗ ର ଟେଣ୍ଡର ପ୍ରକ୍ରିୟା ଜାରି କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଶ୍ରୀ ନିତିନ ଗଡକରୀଙ୍କୁ ସାକ୍ଷାତ କଲେ ବରଗଡ ଲୋକସଭା ସାଂସଦ   08-Aug-2026
  ଜିଲ୍ଲା  
ସିଦ୍ଧାର୍ଥ ସ୍ନାତକ ମହାବିଦ୍ୟାଳୟରେ ଶକ୍ତିଶ୍ରୀ ସଶକ୍ତିକରଣ ସେଲର ଉଦ୍‌ଘାଟନି ଉତ୍ସବ   08-Aug-2026
  ଜିଲ୍ଲା  
ଛତିଶଗଡ଼ର ମାନ୍ୟବର ରାଜ୍ୟପାଳ ଶ୍ରୀ ରାମେନ ଡେକାଙ୍କ ସମ୍ବଲପୁର ଗସ୍ତ: ମା’ ସମଲେଶ୍ୱରୀ ମନ୍ଦିର , ହୁମା ମନ୍ଦିର ଓ ଲକ୍ଷ୍ମୀନାଥ ବେଜବରୁଆଙ୍କ ସାଧନା ଗୃହ ପରିଦର୍ଶନ କରିଲେ ରାଜ୍ୟପାଳ   08-Aug-2026

You Might Also Like