-+91-9937148622 |
prerana_bgr@rediffmail.com |
Wednesday 12th August 2026 |
R.N.I. Regd No. ODIODI/2010/46693
Breaking News
23-Jan-2025
ବଲାଙ୍ଗୀର:ପୁଇଁତଳା ବ୍ଲକ ଅନ୍ତର୍ଗତ ଗୌନ୍ତିଆ ବୁଢା ବିଦ୍ଯାପୀଠ ପଥର୍ଲାର କିରାଣୀ ରାଜେନ୍ଦ୍ର ମଲ୍ଲିକଙ୍କ ୫୯ବର୍ଷ ବୟସରେ ହୃଦଘାତରେ ପରଲୋକ ହୋଇଯାଇଛି। ମୃତ୍ଯୁଶଯ୍ଯା ନିକଟରେ ତାଙ୍କ ସ୍ତ୍ରୀ ନିଲେନ୍ଦ୍ରୀ ମଲ୍ଲିକ,ପୁତ୍ର ତାପସ,ଝିଅ ମାନସୀ,ବନ୍ଧୁ ସ୍ବାଧିନ ସାହୁ,ନନ୍ଦିକିଶୋର ସାହୁ,ପ୍ରଧାନ ଶିକ୍ଷକ ଗୋବର୍ଦ୍ଧନ ସାହୁ,ଶିକ୍ଷକ ସରୋଜ ହୋତା,ବିରଞ୍ଚି ନାରାୟଣ ବିଶ୍ବାଳ,ପବିତ୍ର ଭୋଇ,ଚିତ୍ତରଞ୍ଜନ ସାହୁ,ଟଙ୍କଧର ମେର୍ଲୀ ଓ ଭାଗୀରଥି ଦାଶଙ୍କ ସମେତ ପରିବାରବର୍ଗ ଓ ଆତ୍ମୀୟସ୍ବଜନ ଉପସ୍ଥିତ ଥିଲେ। ଦୁହେଲ ସ୍ଥିତ ଲୁହୁରେନପାଲି ଠାରେ ପୁତ୍ର ତାପସ ମୁଖାଗ୍ନି ଦେଇଥିଲେ।