-+91-9937148622 |
prerana_bgr@rediffmail.com |
Thursday 12th March 2026 |
R.N.I. Regd No. ODIODI/2010/46693
Breaking News
23-Jan-2025
ବରଗଡ:(ନିରଞ୍ଜନ ତ୍ରିପାଠୀ)-ବରଗଡ ଜିଲ୍ଲା ପାଇକମାଳ ବ୍ଲକ ଅନ୍ତର ଗତ ନୁରସିଂ ନାଥ ସ୍ଥିତ ବୁଢା ଦେଓ ମଣ୍ଡପ ଠାରେ ଶ୍ରୀ ଦୁର୍ଯ୍ୟୋଧନ ପୁଟା ଙ୍କ ସଭାପତି ତ୍ୱ ରେ ଏକ ସଭାଅନୁଷ୍ଠିତ ହୋଇ ଥିଲା l ସଭାକୁ ଶ୍ରୀ ଚଇତୁସିଂ ଦେଓ ପରିଚାଳନା କରି ଥିବା ବେଳେ ମୁଖ୍ୟ ଅତିଥି ଭାବେ ଶ୍ରୀ ଶ୍ରୀ ନୁରସିଂ ନାଥ ମନ୍ଦିର ର ମାର୍ଜାର କେଶରୀ ବିଚାର ରକ ଶ୍ରୀ ସୁବୋଧ ପଣ୍ଡା ଯୋଗ ଦେଇ ଥିଲେ l ପ୍ରଥମେ ବୀର ସୁରେନ୍ଦ୍ର ସାଏଙ୍କ ଫୋଟୋ ଚିତ୍ର ରେ ପୁଷ୍ପମାଲ୍ୟ ଦେଇ ଦୀପ ପ୍ରଜଳନ କରାଯାଇ ଥିଲା l ଏଥିରେ ଝାରବନ୍ଧ ପାଇକମାଳ ବ୍ଲକ ର ଗୋଣ୍ଡ ସମାଜ କର୍ମକର୍ତା ଯୋଗ ଦେଇ ଥିଲେ l ଏଥିରେ ଚନ୍ଦ୍ର ସିଂ କୁମରା, ସୁବଲାଲ ମାଝୀ, ଯୁଗେଶ୍ୱର ମାଝୀ, ଭୁଜବଳ ପୁଟା, ଦେବାର ଧରୁଆ, ଆନନ୍ଦ ପୁଟl,ମାୟାଧର ଧରୁଆ, ସୁବ୍ରତ ଦିୱାନ, କେଶବ ଧରୁଆ , ରୁକ୍ମଣ ଧରୁଆ, ଆନନ୍ଦ ଧାରୁଆ,, କୁନ୍ତୁଲ ଧରୁଆ, ଟେଭା ପୁଟା, ସତମତି ପୁଟା, କୌଶଲ୍ୟା ଧରୁଆ,ପୁଷ୍ପାଞ୍ଜଳି ଧରୁଆ, ନିରୁପମା ପୁଟା ଆଦି ଯୋଗ ଦେଇ ମହାନ ସଂଗ୍ରମି ବୀର ସୁରେନ୍ଦ୍ର ସା ଏ ଙ୍କ ଗାଥା ଉପରେ ଆ ଲୋକପାତକରିଥିଲେ ଶେଷରେ ସମାଜ ର ବରି ଷ୍ଟ କର୍ମୀ ରୁକ୍ମଣ ଧରୁଆ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରି ଥିଲେ l