-+91-9937148622 |
prerana_bgr@rediffmail.com |
Wednesday 12th August 2026 |
R.N.I. Regd No. ODIODI/2010/46693
Breaking News
23-Jan-2025
(ଡୋଲେଶ୍ୱର ବାଗ )
ନୂଆପଡ଼ା ଜିଲ୍ଲା କୁ ଦୁଇ ଦିନିଆ ଗସ୍ତରେ ଆସି ସୀମାନ୍ତ ରେ ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କରିଥିବା ପରେ ସାମ୍ବାଦିକ ସମ୍ମିଳନୀ ରେ ଯୋଗ ଦେଇଥିଲେ। ନୂଆପଡ଼ା ଠାରେ ରାତ୍ରି ଯାପନ କରି ଆଜି ଆଜି ୧୦ ଘଣ୍ଟା ରେ ଭୁବନେଶ୍ୱର କୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ସୀମାନ୍ତ ଅଞ୍ଚଳ ରେ ମାଓବାଦୀଙ୍କ ଗତିବିଧି କୁ ନିୟନ୍ତ୍ରଣ ପାଇଁ ପାଗାରପାଣି ଠାରେ ଏକ ସିଆରପିଏଫ୍ କେମ୍ପ ସ୍ଥାପନ ନେଇ ସ୍ଥାନ ନିରୂପଣ କରିଥିଲେ। ସେଠାରେ ପରିଦର୍ଶନ ପରେ ଭୁବନେଶ୍ବର କୁ ପ୍ରତ୍ୟାବର୍ତ୍ତନ କରିଛନ୍ତି।