-+91-9937148622 |

prerana_bgr@rediffmail.com |

  Monday 11th May 2026 |

| | | |

R.N.I. Regd No. ODIODI/2010/46693

Breaking News

କଟକ ମହାନଦୀ ବିହାର ଡେଭଲପମେଣ୍ଟ ଆସୋସିଏସନ ପକ୍ଷରୁ ଚପଖେଳ ଉଦ୍ ଯାପିତ   (11-May-2026)       ||      ଗ୍ରୀଷ୍ମକାଳୀନ କରାଟେ ଟାଇକଣ୍ଡୋ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ   (10-May-2026)       ||      ସିଦ୍ଧାଶ୍ରମ ସେବା ପ୍ରତିଷ୍ଠାନ ପକ୍ଷରୁ ବୃକ୍ଷର ଯତ୍ନ ନେବା ପାଇଁ କର୍ମଶାଳା   (10-May-2026)       ||      ଚାର୍ଜସିଟ୍ ଦାଖଲ ପୂର୍ବରୁ ବେଆଇନ୍ ଆଇନଗତ ଚକ୍ରାନ୍ତ ? ଆସନ୍ତାକାଲି ପୁଣି ଜାମିନ ଆବେଦନ !   (10-May-2026)       ||      ବରଗୁଡା ଗ୍ରାମ ଠାରେ ମାଠାକୁରାଣୀ ହାଇଭୋଲ୍ଟେଜ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ   (10-May-2026)       ||      ଆମ ଢେଙ୍କାନାଳ- ଆମ ଗୌରବ   (10-May-2026)       ||      ସନ୍ଧ୍ୟା ହେଲେ ଚଉଳିଆଗଞ୍ଜ ଖେଳ ପଡିଆ ♦️ ଜମୁଛି ଅସାମାଜିକ ଯୁବକଙ୍କ ଆଡ୍ଡା   (10-May-2026)       ||      ପୋଲିସ ଭବନରେ ଗୁରୁତତ୍ୱପୂର୍ଣ୍ଣ ବୈଠକ   (10-May-2026)       ||      ବରଗଡ଼ ଲାୟନ୍ସ କ୍ଲବ ପକ୍ଷରୁ ଛତା ବଣ୍ଟନ    (10-May-2026)       ||      ବରଗୁଡା ଗ୍ରାମ ଠାରେ ମାଠାକୁରାଣୀ ହାଇଭୋଲ୍ଟେଜ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ l   (10-May-2026)       ||      ମୁଖ୍ୟମନ୍ତ୍ରୀ ହେବା ପରେ ଆକ୍ସନ୍ ମୋଡରେ ବିଜୟ,   (10-May-2026)       ||      *ମୌଦଲପୁର ଠାରେ ନାମ ଯଜ୍ଞ" ଅନୁଷ୍ଠିତ*   (10-May-2026)       ||      ପରିବାର ଭିତରୁ ଯୁବ ପିଢିଙ୍କ ଭିତରେ ସଂସ୍କାର ଆଣିଲେ ସେମାନେ ସଂସ୍କୃତି ର ଅବକ୍ଷୟକୁ ରୋକି ପାରିବେ    (10-May-2026)       ||      ସଡ଼କ ଦୁର୍ଘଟଣାରେ ଦୁଇଜଣ ଆହତ , ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କରି ମେଡିକାଲ କୁ ପଠାଇଲେ ସ୍ୱାସ୍ଥ୍ୟମନ୍ତ୍ରୀ ଡ଼. ମୁକେଶ ମହାଳିଙ୍ଗ   (10-May-2026)       ||       କାର୍ ରେ ଓଡ଼ିଶାରୁ ଛତିଶଗଡ ଗଂଜେଇ ଚାଲାଣ , ଗାଡି ଛାଡି ଗଂଜେଇ ମାଫିଆ ଫେରାର    (10-May-2026)       ||       କାର୍ ରେ ଓଡ଼ିଶାରୁ ଛତିଶଗଡ ଗଂଜେଇ ଚାଲାଣ , ଗାଡି ଛାଡି ଗଂଜେଇ ମାଫିଆ ଫେରାର    (10-May-2026)       ||      ନିର୍ମାଣାଧୀନ କୋଠାରୁ ପଡ଼ି ଶ୍ରମିକ ମୃତ୍ୟୁ ଘଟଣା ଯନ୍ତ୍ରୀ, ଘଟଣାର ନିରପେକ୍ଷ ତଦନ୍ତ ହେଉ    (10-May-2026)       ||      ସମାଜସେବୀ ସଂଘମିତ୍ରା ପଟେଲ ସେବା ଭରତୀ ସମ୍ମାନ ରେ ସମ୍ମାନିତ    (10-May-2026)       ||      *ସୋନପୁର ଥାନାରେ ଜୁଭେଣ୍ଟିକା ସଚେତନତା*   (10-May-2026)       ||      *ବାଦ୍ୟ ଯନ୍ତ୍ର ପ୍ରସ୍ତୁତ କଳାକାର ଜୀଵନ ଅବହେଳିତ,ଭୁଲିଆ ସିକୂଆଁ ଗ୍ରାମର ପୂର୍ଣ୍ଣ ସିନ୍ଧୁର ଆଜିବି ଅନେକ ବାଦ୍ୟ ଯନ୍ତ୍ର ପ୍ରସ୍ତୁତ କରୁଥିବା ବେଳେ ନାଁ ବାର୍ଦ୍ଧକ୍ୟ ଭତ୍ତା, ନାଁ ମିଳେ କଳାକାର ଭତ୍ତା*   (10-May-2026)       ||     

HOME   ଜିଲ୍ଲା

ମୁଣ୍ଡୋମହୁଲ ଗାଁରେ ନାଗବାଚା ଯାତ୍ରା ମନ୍ତ୍ରିତ ବିଷ ଓ ସିତୁ ମଣ୍ଡା ଭକ୍ଷଣ ଏକ ନିଆରା ପରମ୍ପରା।

21-Jan-2025



ପାଟଣାଗଡ (ପୁର୍ଣ୍ଣ ଶଶୀ ଶେଖର ରାଓ)  ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଳକ ମୁଣ୍ଡୋମହୁଲ ଗାଁରେ  ନାଗବାଚା ଯାତ୍ରା କମିଟି ପକ୍ଷରୁ ଆୟୋଜିତ ହୋଇଥିବା ନାଗବାଚା ମହୋତ୍ସବ ମଙ୍ଗଳବାର ଉଦଯାପିତ ହୋଇଯାଇଛି l ଗୁରୁ ଗୋପାଳ ମଟାରୀ ,ଘଷୁରୁ ଗୁରୁ,ରୁପଧର ଧରୁଆଙ୍କ ତତ୍ୱାବଧାନରେ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଥିଲା । ପ୍ରଥମେ ସୋମବାର ଦିନ ଘାଟ ପୂଜା, ପରେ ମହାଦେବ ଙ୍କୁ ନାଗବରୁନ ବରୁଆ ଦେହରେ ଆର୍ଵିଭାବ ହୋଇ ଗାଁ ପରିକ୍ରମା କରି ଭକ୍ତମାନଙ୍କ ଗୁହାରି ଲାଘବ କରିଥାନ୍ତି।ମଙ୍ଗଳବାର ଦିନ ବିନୋପୂଜା ଅନୁଷ୍ଠିତ ହୋଇଥିଲା ଏଥିରେ ମାନସିକ ଧାରି ମହିଳା ପୁରୁଷ ଉକ୍ତ ମାନେ ପୂଜାର୍ଚ୍ଚନା କରି ଗୁହାରି କରିଥାନ୍ତି। ପରମ୍ପରା ଅନୁସାରେ ସର୍ପ ଦଶନ କଲେ ବିଷ  ହରଣ  ପାଇ ମନ୍ତ୍ରିତ ଚାଉଳ ଚୂନା ବିଷ ମଣ୍ଡା, ନଡ଼ିଆ ମନ୍ତ୍ରିତ ସିତୁ ମଣ୍ଡା ସମସ୍ତେ ଖାଇଥାନ୍ତି। ରାତିରେ ସାଂସ୍କୃତିକ କାର୍ଯ୍ୟକ୍ରମ ସତିଘାଟ ଗାଁ ର ଦଣ୍ଡନୃତ୍ୟ ଦଳର କଳାକାର ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l  ନାଗବାଚା କମିଟିର ସଭାପତି ନିତ୍ୟାନନ୍ଦ ଭଇଷାଲ, ସଂପାଦକ ରଘୁ ଭଇଷାଲ, ଶଙ୍କର ଭୁଏ, ରବିଚନ୍ଦ୍ର ଧରୁଆ,ଶୋଭାକାର ଧରୁଆ, ନାରାୟଣ ଧରୁଆ, ଘନ ଭୁଏ, ଭିକାରୀ ଧରୁଆ,କିର୍ତ୍ତିଚନ୍ଦ୍ର ସାହୁ, ଦୟାନିଧି ଧରୁଆ, ଚୁଡ଼ାମଣି ଭୁଏ, କାର୍ତ୍ତିକ ମାଝୀ,ଙ୍କ ସହ ଅନ୍ୟ ସମସ୍ତ ସଦସ୍ୟ ସହଯୋଗ କରିଥିଲେ l ସମସ୍ତ ଙ୍କ ପାଇଁ ଅନ୍ନ ପ୍ରସାଦ ବଣ୍ଟନ କରାଯାଇଥିଲା।


News Comment




Photo in News

Advertisment
Lastest News
  ରାଜ୍ୟ  
କଟକ ମହାନଦୀ ବିହାର ଡେଭଲପମେଣ୍ଟ ଆସୋସିଏସନ ପକ୍ଷରୁ ଚପଖେଳ ଉଦ୍ ଯାପିତ   11-May-2026
  ଜିଲ୍ଲା  
ଗ୍ରୀଷ୍ମକାଳୀନ କରାଟେ ଟାଇକଣ୍ଡୋ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ   10-May-2026
  ଜିଲ୍ଲା  
ସିଦ୍ଧାଶ୍ରମ ସେବା ପ୍ରତିଷ୍ଠାନ ପକ୍ଷରୁ ବୃକ୍ଷର ଯତ୍ନ ନେବା ପାଇଁ କର୍ମଶାଳା   10-May-2026
  ରାଜ୍ୟ  
ଚାର୍ଜସିଟ୍ ଦାଖଲ ପୂର୍ବରୁ ବେଆଇନ୍ ଆଇନଗତ ଚକ୍ରାନ୍ତ ? ଆସନ୍ତାକାଲି ପୁଣି ଜାମିନ ଆବେଦନ !   10-May-2026
  ଜିଲ୍ଲା  
ବରଗୁଡା ଗ୍ରାମ ଠାରେ ମାଠାକୁରାଣୀ ହାଇଭୋଲ୍ଟେଜ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ   10-May-2026
  ରାଜ୍ୟ  
ଆମ ଢେଙ୍କାନାଳ- ଆମ ଗୌରବ   10-May-2026
  ଜିଲ୍ଲା  
ସନ୍ଧ୍ୟା ହେଲେ ଚଉଳିଆଗଞ୍ଜ ଖେଳ ପଡିଆ ♦️ ଜମୁଛି ଅସାମାଜିକ ଯୁବକଙ୍କ ଆଡ୍ଡା   10-May-2026
  ଜିଲ୍ଲା  
ପୋଲିସ ଭବନରେ ଗୁରୁତତ୍ୱପୂର୍ଣ୍ଣ ବୈଠକ   10-May-2026
  ଜିଲ୍ଲା  
ବରଗଡ଼ ଲାୟନ୍ସ କ୍ଲବ ପକ୍ଷରୁ ଛତା ବଣ୍ଟନ   10-May-2026
  ଜିଲ୍ଲା  
ବରଗୁଡା ଗ୍ରାମ ଠାରେ ମାଠାକୁରାଣୀ ହାଇଭୋଲ୍ଟେଜ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ l   10-May-2026
  ଜିଲ୍ଲା  
ମୁଖ୍ୟମନ୍ତ୍ରୀ ହେବା ପରେ ଆକ୍ସନ୍ ମୋଡରେ ବିଜୟ,   10-May-2026
  ଜିଲ୍ଲା  
*ମୌଦଲପୁର ଠାରେ ନାମ ଯଜ୍ଞ" ଅନୁଷ୍ଠିତ*   10-May-2026

You Might Also Like