-+91-9937148622 |
prerana_bgr@rediffmail.com |
Friday 15th May 2026 |
R.N.I. Regd No. ODIODI/2010/46693
Breaking News
12-Jan-2021
ଝାରସୁଗୁଡ଼ା, (ପ୍ରେରଣା ଖବର ବ୍ୟୁରୋ) - ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ବିମାନ ସେବା ଆରମ୍ଭ । ପ୍ରଥମ ବିମାନରେ ୧୬୨ ଯାତ୍ରୀ ବେଙ୍ଗଳୁରୁ ଯାତ୍ରା କରିଛନ୍ତି । ପତାକା ଦେଖାଇ ଉଦ୍ଘାଟନ କଲେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ । ବରଗଡ଼ ସାଂସଦ, ବ୍ରଜରାଜନଗର ବିଧାୟକ ଉଦ୍ଘାଟନ କଲେ.