-+91-9937148622 |
prerana_bgr@rediffmail.com |
Friday 15th May 2026 |
R.N.I. Regd No. ODIODI/2010/46693
Breaking News
12-Jan-2021
ଭଦ୍ରକ, (ପ୍ରେରଣା ଖବର ବ୍ୟୁରୋ) : ବିବାହିତା ମହିଳା ଙ୍କୁ ଗଳା କାଟି ବିଭତ୍ସ ହତ୍ୟା, ରାସ୍ତା କଡରେ ପଡିଛି ଶବ. ଭଣ୍ଡାରିପୋଖରୀ ଥାନା ରହଣିଆ ପଞ୍ଚାୟତ ନୂଆ ପୋଖରୀ ଗାଁ ର ଘଟଣା. ବିବାହିତା ମହିଳା ଜଣଙ୍କ ଗତ କାଲି ସନ୍ଧ୍ୟା ଠାରୁ ନିଖୋଜ ଥିଲେ. ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଶବ ଉଦ୍ଧାର ସହିତ ତଦନ୍ତ ଆରମ୍ଭ କରିଛି