-+91-9937148622 |

prerana_bgr@rediffmail.com |

  Wednesday 22nd April 2026 |

| | | |

R.N.I. Regd No. ODIODI/2010/46693

Breaking News

ବଲାଙ୍ଗିର ପୌର ପରିଷଦ ପକ୍ଷରୁ ଆଳୋକିକରଣ କାର୍ଯ୍ୟକ୍ରମ ଉଦ୍ଘାଟନ    (21-Apr-2026)       ||      ସୁବର୍ଣ୍ଣପୁର ଠାରେ ସି ଏମ୍ ଟ୍ରଫି ର ଉଦ୍ଘାଟନ*- *ଭାଗ ନେଲେ ୪୩ ଗୋଟି ଦଳ*-   (21-Apr-2026)       ||      ମୁଖ୍ୟମନ୍ତ୍ରୀଙ୍କ ବଲାଙ୍ଗିର ଗସ୍ତ ବେଳେ ମୁଖ୍ୟମନ୍ତ୍ରୀଙ୍କୁ ବଲାଙ୍ଗିରର ବିଭିନ୍ନ ସମସ୍ୟା ସମ୍ବଳିତ ଦାବିପତ୍ର ପ୍ରଦାନ କରିବ ବିଜେଡି    (21-Apr-2026)       ||      ସ୍କାଉଟ ମାଷ୍ଟର ଓ ଗାଇଡ଼ କ୍ୟାପ୍ଟନ ମାନଙ୍କ ବେସିକ ତାଲିମ ଶିବିର ଉଦଯାପିତ, "ଯୁବ ପିଢ଼ି କୁ ସଠିକ ମୂଲ୍ୟବୋଧ ଦେବାରେ ସ୍କାଉଟ ଓ ଗାଇଡ଼ ର ଭୂମିକା ଅପରିହାର୍ଯ୍ୟ"   (21-Apr-2026)       ||      *ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ରେ ଜିଲ୍ଲାସ୍ତରୀୟ ସାମୁହିକ ବିବାହ*- *୧୭ ଯୋଡ଼ା ବରବଧୂଙ୍କ ବିବାହ ସମ୍ପନ୍ନ*-   (21-Apr-2026)       ||      *ରାଜାତୋଟା ବିଶ୍ଵଶାନ୍ତି ମହାଯଜ୍ଞ ଉଦଯାପିତ*   (21-Apr-2026)       ||      ଭିନ୍ନକ୍ଷମ ମହିଳା ଙ୍କୁ ନିର୍ମମ ଭାବେ ହତ୍ୟା କଲା ମଦ୍ୟପ ସ୍ଵାମୀ ।   (21-Apr-2026)       ||      ଅକ୍ଷିମୁଠି ଅନୁକୂଳ କଲେ ବିଧାୟକ   (21-Apr-2026)       ||      ରାଧାମୋହନ ଉଚ୍ଚ ବିଦ୍ୟାଳୟର ନୂତନ ଗୃହ ଉଦ୍ଘାଟିତ    (21-Apr-2026)       ||      ବଦଳୁଥିବା କପଡ଼ା, ବଦଳିଥିବା ଅନ୍ଦାଜ୍ କୁ ନେଇ ଏବେ ଜୋରଦାର ଚର୍ଚ୍ଚା।ରାଜନୀତିକୁ ଫେରିବେ କି ପ୍ରଭାତ    (21-Apr-2026)       ||      ନିଖିଳ ଓଡିଶା ଆଶା କର୍ମୀ ସଂଘ, ଟିଟିଲାଗଡ଼ ସହରାଞ୍ଚଳ କମିଟି ଓ ବ୍ଲକ କମିଟିର ମିଳିତ ବୈଠକ ଅନୁଷ୍ଠିତ    (20-Apr-2026)       ||      ଉତ୍କଳ  କଲେଜ ଅଫ ନର୍ସିଂ ଆଣ୍ଡ ମେଡିକାଲ ସାଇନ୍‌ସ ର  ବାର୍ଷିକୋତ୍ସବ ଓ ଶପଥଗ୍ରହଣ   (20-Apr-2026)       ||      ବଲାଙ୍ଗୀରର ଦିବ୍ୟମ କେଜ୍ରିୱାଲ ଇତିହାସ ସୃଷ୍ଟି କଲେ♦️ ୟୁ ୧୯ରେ ତିନୋଟି ସ୍ବର୍ଣ୍ଣ ସହ ଚମ୍ପିୟାନ    (20-Apr-2026)       ||      ଟିଟିଲାଗଡ଼ରେ ସାମ୍ବାଦିକଙ୍କୁ ଧମକ, ପୁଲିସ ନିକଟରେ ଅଭିଯୋଗ   (20-Apr-2026)       ||      "ସୁବର୍ଣ୍ଣପୁର ଠାରେ ରଥ ଯାତ୍ରା ପାଇଁ ରଥ କାଠ ଅନୁକୂଳ"- "ତିନି ଠାକୁର ଙ୍କ ନୂଆଁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ" "ଦୀର୍ଘ ବର୍ଷ ପରେ ଭକ୍ତ ଦର୍ଶନ କରିବେ ନୂଆଁ ରଥ" -   (20-Apr-2026)       ||      *ବାଲ୍ୟ ବିବାହ ନିରାକରଣ ପାଇଁ ବ୍ଲକ ସ୍ତରୀୟ ସ୍ୱତନ୍ତ୍ର ବୈଠକ*-   (20-Apr-2026)       ||      *କେରଣ୍ଡି ଗ୍ରାମରେ ପ୍ରତିଷ୍ଠା ହେଲା ମାଁ ଠାକୁରାଣୀଙ୍କ ଭବ୍ୟ ମନ୍ଦିର*   (20-Apr-2026)       ||      ଦଶମ ସିବିଏସଇ ବୋର୍ଡ ପରୀକ୍ଷାରେ ଓଏଭି ଓ ଭିବିଷ୍ୟ ଛାତ୍ରଛାତ୍ରୀଙ୍କ ବାଜିମାତ।   (20-Apr-2026)       ||      ଠିକାଦାର ଓ ପୂର୍ତ୍ତ ବିଭାଗ ବଳପୂର୍ବକ କାମଆରମ୍ଭ କରିବା ପ୍ରତିବାଦରେ କ୍ଷତିଗ୍ରସ୍ତ ଜମିମାଲିକମାନେ ବରୀ ତହସିଲକାର୍ଯ୍ୟାଳୟ ସମ୍ମୁଖରେ ଧାରଣା   (20-Apr-2026)       ||      ସୁଦିପ୍ତା ମହାନ୍ତିଙ୍କ ବିୟୋଗରେ ପ୍ରବାସୀ ଓଡ଼ିଆ ମହଲରେ ଶୋକର ଛାୟା   (20-Apr-2026)       ||     

HOME   ଜିଲ୍ଲା

*ସଜନୀ.. କାଣା ହେଇଗଲା କାଣା ହେଇଗଲା*- *ସୁବର୍ଣ୍ଣ ଲୋକ ମହୋତ୍ସବ ର *କିଛି କଥା କିଛି ବ୍ୟଥା** *ପ୍ରକାଶ ପାଇଲା*

12-Jan-2025



ସୋନପୁର (ମନୋରଞ୍ଜନ ତ୍ରିପାଠୀ )
ସୁବର୍ଣ୍ଣ ଲୋକ ମହୋତ୍ସବ ୨୦୨୫  ଉଦଯାପିତ ହେଲା l  ଲୋକ ମହୋତ୍ସବ କ୍ୟାମ୍ପ  ଫାୟାର ବେଳେ ଲୋକ ମାତ୍ର ୨/୪ ଟା ହେଲେ ସରକାରୀ ବାବୁ କର୍ମଚାରୀ ୨୦/୩୦  ଟା ନାଚ ଗୀତ କର ବାର ଭିଡିଓ ଫଟୋ ଦିଶୁଥିଲା l କାଣା ହେଇଗଲା..,..ନା ଲୋକାଲ କଳାକାର, ନା କଳା ସଂସ୍କୃତି ନୃତ୍ୟ ଗବେଷକ, ନା ସହର ଓ ଜିଲ୍ଲା ର ବୁଦ୍ଧିଜୀବି, ମାନ୍ୟ ଗଣ୍ୟ ଲୋକ, ନା ସିନିୟର୍ ସିଟିଜେନ୍  ଏଥର କାହାରି ଦେଖା ନାଇ ମିଳିଲା l ଅଲଗା ଜିଲ୍ଲାପାଳ ଓ ଏସପି ମାନେ ଲୋକ ଙ୍କ ର ସାଙ୍ଗେ ଏନ୍ତା ଉତ୍ସବ ନେ ନାଚ ଗୀତ କରି ଲୋକ ମାନଂକ ର ଉତ୍ସାହ ବଢ଼ାଉ ଥିଲେ, ହେଲେ ଇଥର ଲୋକ ଙ୍କ ର ଯୋସ୍ କେନ୍ ଆଡେ଼ ଗଲା l କାଣା ହେଇଗଲା..... ରାଜ୍ୟ ରେ ନୂଆଁ ସରକାର ଆସିଲା ପରେ ଲୋକ ମାନଙ୍କ ର  ସରକାର ବୋଲି କେତେ ଉଦାର ପଣିଆ ଦେଖାଇଲା ,ହେଲେ  ଆମ ଜିଲ୍ଳା ପ୍ରଶାସନ ଏଥିରୁ କଣ ଶିକ୍ଷା ପାଇଲା l ଲୋକ ଙ୍କ ମହୋତ୍ସବ କେ ପୁରା ସରକାରୀ ମହୋତ୍ସବ ବନେଇ ଦେଲା l ରାଜ୍ୟ ସଂସ୍କୃତି ବିଭାଗ କାଣା ଇଥୁର ଲାଗି ପଏସା ଦେଲା l ଯିଏ ବି ହେଉ ସରକାରୀ ବାବୁ ଙ୍କ ର କେନ୍ନୁ ଏତକି ସାହସ ଆଏଲା l  କଥା ଉଠିଲା ଯେ  କେଭେ ଏନ୍ତା ନାଇ ହେଇ, ଏ ବର୍ଷ ପ୍ରଥମ କରି ଏନ୍ତା ଘଟଣା ସବୁ ଘଟିଲା l ପଏସା ର ତ ଅଭାବ ନାହିଁ ହେଲେ ଏତେ ଖର୍ଚ୍ଚ କାଟ କେନ୍ତl ହେଲା , ଯେ ମିଡିଆ ଛଡ଼ା ପବ୍ଲିକ ଗୁଟେ ଲୋକ ବି ଇ ଉତ୍ସବ ର ଅବ୍ୟବସ୍ଥା ର ପ୍ରତିରୋଧ ନାଇ କଲା l କାଣା ହେଇଗଲା ......ସ୍ୱାଭିମାନ ଆଉ ବୀର ମାଟି ର ଛୁଆ କେନ୍ତା ଚୁପ୍ ପଡ଼ିଲା l ବାର ବାର ପ୍ରସ୍ତୁତି ମିଟିଂ ହେଇ କରି ବାବୁ ମାନଙ୍କ ର ସବୁ ପ୍ରତିଶୁତି ଫସ୍କି ଗଲା , ଲୋକ ଉତ୍ସବ ରେ  ଲୋକ ମାନ ଙ୍କେ ଧୋକା ଦେଈ ପ୍ରଶାସନ ମୌଜ ମସ୍ତି କଲା l ହଁ ଭଲ କାମ ଦୁଇ ଚାର ଟା ହେଲା ବୋଇଲେ ଇଥର ସୁବର୍ଣ୍ଣ ଫୁଡ୍ ଫେଷ୍ଟ ନେ ଭିଡ଼ କମାଲ ଧମାଲ ମଚଲା ଯେ ବେପାରୀ ଭାଈ ମାନେ ମାଲେ ମାଲ  ଖୁସୀ କଥା ଯେ ଜିଲ୍ଲା ବ୍ୟବସାୟ ଶିଳ୍ପ ର ଅଭିବୃଦ୍ଧି ଘଟିଲା l ଓରମାର୍ସ ଦ୍ଵାରା ଆୟୋଜିତ କୋଡ଼ିନେଶନ ସେଲ ଅଫିସ୍ ଟେ ରଜା ଘର୍ ଲେଖେନ୍ ହେଇଥିଲା, ଆଉ ସେ ଭିତରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ  ଦ୍ୱାରା ଗୋଟେ ଫାଷ୍ଟେଡ଼ କ୍ୟାମ୍ପ ହେଇଥିଲା ଆଉ ଲୋକ ମାନଙ୍କ ର ଚିକିତ୍ସା କରା ହେଉ ଥିଲା l ଯିଏ ବି ଦେଖିଲା ଇଟା କେ ଗୁଡ଼ ଏରେଞ୍ଜମେଣ୍ଟ ଗୁଡ଼ ଆଇଡିଆ କହିଲା l ପଡ଼ିଆ ସାରା ଚାରି ଆଡେ଼ ଶାଗୁଆ ମେଟ ବିଛାଇ ଦିଆ ଯାଇଥିଲା l ଇ ସବୁ ତ ବେଷ୍ଟ ହେଲା l ହେଲେ ଷ୍ଟେଜ ଆଗେ ନାଚ ଗୀତ ଦେଖବାର୍  ଦର୍ଶକ ଲାଗି ନା ସେଡ୍ଡ ଟେ ନା ସିଲିଂ ଟେ ଥିଲା l ପ୍ରବଳ ଶୀତ କାକର ରେ ମୁଡ଼ ଉପର ଟା ହେଇଥିଲା ପୁରା ଖୋଲା ମେଲା ନେକେଟ ଥିଲା l ଦର୍ଶକ ବି ବହୁତ୍ ଚାଲାକ୍, ତମେ ହିନସ୍ଥା ହୁଅ ପଛେ ସଲେ, ପଡ଼ିଥାଉ ତମର ଚୌକି ମେଲା l ଦର୍ଶକ ବିନା କଳାକାର ମାନଙ୍କ ର ଯୋସ ବି କମିଗଲା ଇଟା କାଣା ହେଇଗଲା .....ସିଲିଂ ହେଉ କି ସେଡ ସେଟା ନାଇ ଲାଗବାର ଅସଲି କାରଣ ଟା ପଛେ ଜଣା ପଡିଲା l ଗଲା ବର୍ଷ ବି ଆମର ଆୟୋଜକ ସି ଡ଼ି ଈ ଓ ମେହେର ସାର୍ ଙ୍କ ନିର୍ଦ୍ଦେଶ ରେ  ସିଲିଂ ଫିଲିଂ ନାଇ କରୁ ବୋଲି ଏନ୍ତା ଠିକ ଟେଣ୍ଡର ବାଲା କେ ପଡ଼ିଆ ରୁ ଫେରାଇ ଦିଆଗଲା l ହେଲେ ଆମର ପୁରୁଣା ଜିଲ୍ଲାପାଳ ବିମଳେନ୍ଦୁ ସାର୍ ଙ୍କ ପାଖୁ କିନ୍ତୁ  ଉତ୍ସବ ଆଗ ଦିନ ରାତା ରାତି ସିଲିଂ ରେଡି କର୍ବାକେ  ମେହେର ସାର୍ ଙ୍କୁ କଡା ତାଗିଦ୍ ନିର୍ଦ୍ଦେଶ ଆସିଲା l ଶେଷରେ ଫଟା ଫଟ ଶିଲିଂ ରେଡି ହେଲା l ଯାହା ହେଲେବି ଗ୍ରାସ ରୁଟ ରୁ କାମ କରି ଆସିଥିବା ଗତ ବର୍ଷ ର ସିନିଅର ଅଭିଜ୍ଞ ଜିଲ୍ଲାପାଳ ଶ୍ରୀ ରାୟ ଙ୍କ ହୃଦୟ ଟା ଲୋକ ଙ୍କ ଦୁଃଖ କଷ୍ଟ ବୁଝି ପାରୁ ଥିଲା l ସେ ଦିନ ଠାରୁ ମେହେର ସାର୍ ଙ୍କ ଗୋଟେ ଚ୍ୟାଲେଞ୍ଜ ଥିଲା ଅଭିଳାଷ ଥିଲା l ଆଉ ଏ ଥର  ସେ କ୍ଷମତା ମିଳିଲା ସୁଯୋଗ ବି ମିଳିଲା  ଆଜ୍ଞା ଙ୍କ ର ପୁରୁଣା ରାଗ ରୋଷ ସବୁ ସଧାରଣ ଲୋକ ଓ ଦର୍ଶକ ଙ୍କ ଉପରେ ଦାଉ ସାଧିଲା l  ଇଟା କାଣା ହେଇଗଲା ,....ସୋନପୁର ବୋଲି ଚଳି ଗଲା ଗଳି ଗଲା କାହିଁକି ଇନର୍ ଲୋକ ସବୁ ଓମ୍ ଶାନ୍ତି ବାଲା , ଚା ପାନ୍ ଦୁକାନେ ଖାଲି ସଚେତନ ନାଗରିକ ଆଉ ବୁଦ୍ଧିଜୀବୀ ମାନଙ୍କ ର ଚର୍ଚ୍ଚା ହେଲା, ଫେସ୍ ବୁକ୍ ରେ କେତେ କମେଣ୍ଟ ଦେଖବା କେ ମିଳିଲା l  ତୁଇ ବିପି ବଢାଇ କେତେ ଲେଖବୁ ଲେଖୁଥା ରେ ମିଡିଆ ବାଲା l ଇଥିର ଲାଗି ତ ଆମ ଜିଲ୍ଲା କେତେ ପଛକେ ପଛକେ ଗଲା l ଅବଶ୍ୟ ପହେଲା ଲେଖା କିଛି କଥା କିଛି ବ୍ୟଥା ଟା ଅନେକ ଙ୍କୁ ଘାଇଲା କଲା l ସମସ୍ୟା କିଛି ସ୍ପଟ୍ ସମାଧାନ ବି ହେଲା l ଦ୍ଵିତୀୟ ଦିବସ ରୁ ଏଡିଏମ୍ ସାର୍ ଆଉ ମେହେର ସାର୍ ଙ୍କ ଗାଡ଼ି ସବୁ ଆଡେ ଘାଉଁ ଘାଉଁ ଘୁରୁ ଥିଲା l ଯାହା ବି ହେଉ ଆଜ୍ଞାକୁ ଦେଖଲେ ମୁଲ୍କି ହସ ଟେ ଦେଖବା କେ ମିଲୁଥିଲା l ମନ ମାନି କାମ କରୁଥିବା ଅଫିସର୍ ଉପରେ ନା ପ୍ରଶାସନ ର ଏକ୍ସନ,  ନା ଇନ କେନ୍ ଘଟଣା ରେ ପବ୍ଲିକ ର ରିଏକ୍ସନ୍ l ଯେନନେ ଲୋକ ନାଇଁନ ସଚେତନ ସେନେ ରାଜୁତି କର୍ବା ହିଁ ପ୍ରଶାସନ l ଧନ୍ୟ ରେ ପବ୍ଲିକ l ଈଥିରୁ ରଜା ଶାସନ ବରଂ ଠିକ୍ ଥିଲା l କାଣା ହେଇଗଲା... ଲେଖଲେ ପ୍ରଶାସନ ମୁହଁ ଫୁଲାଲା ଆଉ ନାଇ ଲେଖଲେ ସବ୍କର ନେ ମିଡିଆ ହୁଡ଼ା ଖାଏଲା l  ମାସେ ଆଗରୁ ପ୍ରସ୍ତୁତି ହେଇ କରି ମହୋତ୍ସବ ପଡ଼ିଆ ର ଟେମ୍ପୋରାରି ଲେଟ୍ରିନ ଆଉ ଟଲେଟ କାମ ପୁରା ନାଇ ହେଇ ପାର୍ଲା l ଇଟା ଦୁରା ଗଦା ହେଇ କରି ଲେଟ୍ରିନ୍ ଟା ଅନ୍ଧାର କିଟ୍ କିଟ୍ ହେଇଥିଲା l ଆଉ ମଞ୍ଚ ପଛ ପାଖ ର ଅସ୍ଥାୟୀ  ଟଲେଟ ରେ ବାଲି ଫିଲିଙ୍ଗ ନାଇ ହେଵାରୁ କାଦୁଅ , ଅଳିଆ ଓ ଗନ୍ଧ ପାଇଁ ସବୁ କଳାକାର ଙ୍କୁ ହଟ ହଟା ହେବା କେ ପଡ଼ିଲା l କାଣା ହେଇଗଲା...  ସଜନୀ .....ଅଲଗା ଜିଲ୍ଲା ରେ କଲେକ୍ଟର ଏସପି ବଡ ବଡ ଅଫିସର୍ ଛଡ଼ା ଆଉ କେହିବି ଅଫିସର ଙ୍କୁ ଷ୍ଟେଜ ରେ  ନୋ ଏଣ୍ଟ୍ରି ଖବର ଆସିଲା , ଅତିଥି କରି ବି ନାଇ ବସା ହୁଏ, ଇନ କିନ୍ତୁ , ସବୁ ଉଲ୍ଟିଆ ଫର୍ମୁଲା l ଲୋକ କଳା ନୃତ୍ୟ ଜାଗାରେ ରେକର୍ଡ ଡ୍ୟାନ୍ସ ଆଉ ଅର୍କେଷ୍ଟ୍ରା ଗୀତ ବି ଚାଲିଲା, କାହିଁ କେତେ ବର୍ଷ ର ନିୟମ ଓ ପରମ୍ପରା  କେ ଭଙ୍ଗା ଗଲା l କାହାର ସ୍ବାର୍ଥ ଲାଗି ଇଥର  ସବୁ ଏପଟ ସେ ପଟ ହେଲା l ଦ୍ଵିତୀୟ ଦିବସ ର ମୁଖ୍ୟ ଅତିଥି ବୌଦ୍ଧ ଜିଲ୍ଲାପାଳ ମଞ୍ଚ ଆଗରେ ଉତ୍ସବ ଉପଭୋଗ କଲା ବେଳେ ଆମ ଜିଲ୍ଲାପାଳ ଙ୍କୁ ଜରୁରୀ କାମ ରେ ରେସ ଅଫିସ କୁ ଯିବା କୁ ପଡ଼ିଲା l ଶେଷରେ ଏଡିଏମ୍ ଓ ଅନ୍ୟ ଅଫିସର ଙ୍କ ଦ୍ବାରା ମୂଖ୍ୟ ଅତିଥି ଙ୍କୁ ପଡ଼ିଆ ରୁ ସ ସମ୍ମାନେ ବିଦାୟ କରି ମ୍ୟାନେଜ୍ କରାଗଲା l କିନ୍ତୁ ସହର ରେ ତାହା ଚର୍ଚ୍ଚା ହେଲା ଅତିଥି ଙ୍କୁ ସମ୍ମାନ ଦେବାରେ କିଛି ଊଣା ହେଲା l ଇଟା ତ ମ୍ୟାନେଜ ହେଇ ଗଲା l ଉତ୍ସବ ର ଉଦ୍ଘାଟନ ଦିନ ଆରମ୍ଭ ରୁ ଏଥର ବଡ଼ ବ୍ୟତିକ୍ରମ ଦେଖିବାକୁ ମିଳିଲା l ମୁଖ୍ୟ ଅତିଥି ଡେପୁଟି ସି ଏମ ମାନ୍ୟବର କନକ ବର୍ଦ୍ଧନ ସିଂହ ଦେଓ ଙ୍କୁ କଡା ସୁରକ୍ଷା ବ୍ୟବସ୍ଥା ରେ ଲୋକ ମହୋତ୍ସବ ପଡ଼ିଆ କୁ ମୁଖ୍ୟ ଗେଟ୍ ପଟୁ ପାଛୋଟି ନେବା ଜାଗାରେ ମଞ୍ଚ ପଛ ପଟ ଗେଟ ବାଟ ରେ ପୋଲିସ ପ୍ରଶାସନ ପହଞ୍ଚାଇ ଥିଲା l ପ୍ରଦର୍ଶନୀ ମେଳା ବୁଲିଲା ପରେ ଉପ ମୁଖ୍ୟ ମନ୍ତ୍ରୀ ମାନ୍ୟବର ଶ୍ରୀ ସିଂହ ଦେଓ ଙ୍କୁ ଭବ୍ୟ ସ୍ଵାଗତ ପାଇଁ ଆୟୋଜନ ହେଇଥିବା ମୁଖ୍ୟ ଗେଟ୍ କୁ ପହଞ୍ଚାଇ ପୁଣି ଫିତା କଟାଇ ଉଦ୍ଘାଟନ କରାଗଲା l ବୋଧେ ପ୍ରଶାସନ ପାଖୁ  ପର୍ଫେକ୍ଟ ରୁଟ ଚାର୍ଟ ଟା ଦିଆ ନାଇ ହେଇଥିଲା କାଣା ହେଇଗଲା.... ପୁରୁଖା ଓ ଅଭିଜ୍ଞ ଲୋକ ଙ୍କୁ ଅଣ ଦେଖା କରି ଏନ୍ତl ହେଲା ବୋଲି ମନେ ପଡ଼ିଲା l ହଁ ଆୟୋଜକ କମିଟି ର ପୁରୁଣା  ଲୋକ ତ କେହି ଆସୁ ନ ଥିଲେ,  କଣ ଦାୟିତ୍ବ ଥିଲା ଯେ କେ ଜାଣେ କିନ୍ତୁ ଜଣେ ଧଳା କୁର୍ତ୍ତା ବାଲା ଭଦ୍ର ବ୍ୟକ୍ତି  ଉତ୍ସବ ଆରମ୍ଭ ଦିନ ଠାରୁ ମଞ୍ଚ ଚାରି ପାଖେ ଏ ପଟ ସେପଟ ହୋଇ ଖାଲି ଘାଇଁ ଘାଇଁ ରାଉଣ୍ଡ ମାରୁଥିଲେ l  ମଝିରେ ମଝିରେ ଆଙ୍ଗୁଠି ନିର୍ଦ୍ଦେଶ କରି କାର୍ଯ୍ଯ ତଦାରଖ କରୁଥିବା ଭଳି ଦେଖା ଯାଇଥିଲା l ସାର ଙ୍କ ହାବ ଭାବ ଦେଖି ନୂଆଁ ଲୋକେ ସବୁ କଥା ହେଉ ଥିଲେ ଏ ସାର୍ ବୋଧେ ଜିଲ୍ଲା ସଂସ୍କୃତି ପରିଷଦ ର ସୁପର ଚ୍ୟାର୍ମେନ୍ l ପରେ ଜାଣିଲେ ସେମାନେ ଯେ ସାର୍ ଙ୍କ ଦାୟିତ୍ବ କିଛି ନ ଥାଏ,  ଏହା ଗୋଟେ ନିଶା ଏଥିରେ ଖୁବ୍ ଖୁସୀ ଓ ଆତ୍ମ ସନ୍ତୋଷ ମିଳେ ସବୁଠି ତାଙ୍କୁ l ଜିଲ୍ଲା ସାରା ମିଡିଆ ଙ୍କ  ଭିଡ଼ ଦେଖି ଆମ ଡି ଆଇ ପି ଆର୍ ଓ ସାର୍ ମୂଲ ମୁଲ ଖୁସୀ ରେ ହସୂଥିଲେ l  କାରଣ ଉତ୍ସବ ର ସବୁ ଲେଖା ଓ  ଭିଜୁଆଲ ର ଅପଡେଟ ହିସାବ ରୁହେ ତାଙ୍କ ପାଖରେ  l ପହେଲା ଦିନ ତ ମିଡିଆ ଗ୍ୟାଲେରୀ ରେ ମିଡିଆ କମ୍ ଆଉ ନେତା ଙ୍କ ଭିଡ଼ ବେଶୀ ହେଇଥିଲା l ତାଙ୍କୁ ଉଠାବା କେ କାହାରି ସାହସ ନାଇ ହେଲା l କାଣା ହେଇଗଲା... କହାକେ ସୁପ୍ ପିଆଇ କାହାକେ ଚା,  ଯାହା ତ ପ୍ରଶାସନ ପାତର ଅନ୍ତର କଲା, ସେଟା ଭଲ ସେ ମନେ ରହିଲା l ହେଲେ ଦିନ ରାତି ଜେନ ଖଟୁଛନ ପୁଲିସ ବାଲା ମାନ କେ  ଚା ପାନ୍ ଟିକେ ଭି କେଭେ ଅଫର୍ କରା ନାଇ ହେଲା  l କାଣା ହେଇଗଲା.. ବଡ଼ ବଜାର ସ୍କୁଲ୍ ରୁ ଲୋକ କେ ଚାରି ଚକିଆ ମନା କରି ଦିଆଗଲା, ହେଲେ ଅଫିସର୍ ଙ୍କ ଗାଡ଼ି ଯିବା ଆସିବା ଏତେ ବ୍ୟସ୍ତ ଥିଲା ଯେ ମଝି ରାସ୍ତା ଟ୍ରାଫିକ ପୁରା ଜାମ୍ ହେଇ ଯାଇଥିଲା l ଇନର ଲୋକ ତ ସୁନା ପିଲା l କାଣା ହେଇଗଲା....ଇଥର ଏତେ ପଏସା ସଟେଜ ହେଲା ,ଏତେ ଶିଳ୍ପପତି ଏତେ ବେପାରୀ ଙ୍କୁ ମଞ୍ଚ ନେ ଇଥର୍ ପହେଲା ଚୌକି ଦିଆଗଲା , ଲୋକ କହେବାର୍ ହିସାବ ରେ ପାଣ୍ଠି ତ ବହୁତ୍ ବଳକା ହେବାର ଜାଗାରେ ସଟ କେନ୍ତା ହେଲା କାଣା ହେଇଗଲା.... ଦେଖ ଭାଈ ଯିଏ ହିସାବ ମାଗୁଛ ମାଗ,  ଲେଖି ଲେଖି ଆମେ ଅଥା , ଆମେ ତ ନିସ୍ୱାର୍ଥପର ବାଲା , ଯାତ୍ରା ଟେନସନ୍ ସଏଲା l କାଣା ହେଇଗଲା ସଜନୀ କେ... କାଣା ହେଇଗଲା l


News Comment




Photo in News

Advertisment
Lastest News
  ଜିଲ୍ଲା  
ବଲାଙ୍ଗିର ପୌର ପରିଷଦ ପକ୍ଷରୁ ଆଳୋକିକରଣ କାର୍ଯ୍ୟକ୍ରମ ଉଦ୍ଘାଟନ   21-Apr-2026
  ଜିଲ୍ଲା  
ସୁବର୍ଣ୍ଣପୁର ଠାରେ ସି ଏମ୍ ଟ୍ରଫି ର ଉଦ୍ଘାଟନ*- *ଭାଗ ନେଲେ ୪୩ ଗୋଟି ଦଳ*-   21-Apr-2026
  ଜିଲ୍ଲା  
ମୁଖ୍ୟମନ୍ତ୍ରୀଙ୍କ ବଲାଙ୍ଗିର ଗସ୍ତ ବେଳେ ମୁଖ୍ୟମନ୍ତ୍ରୀଙ୍କୁ ବଲାଙ୍ଗିରର ବିଭିନ୍ନ ସମସ୍ୟା ସମ୍ବଳିତ ଦାବିପତ୍ର ପ୍ରଦାନ କରିବ ବିଜେଡି   21-Apr-2026
  ଜିଲ୍ଲା  
ସ୍କାଉଟ ମାଷ୍ଟର ଓ ଗାଇଡ଼ କ୍ୟାପ୍ଟନ ମାନଙ୍କ ବେସିକ ତାଲିମ ଶିବିର ଉଦଯାପିତ, "ଯୁବ ପିଢ଼ି କୁ ସଠିକ ମୂଲ୍ୟବୋଧ ଦେବାରେ ସ୍କାଉଟ ଓ ଗାଇଡ଼ ର ଭୂମିକା ଅପରିହାର୍ଯ୍ୟ"   21-Apr-2026
  ଜିଲ୍ଲା  
*ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ରେ ଜିଲ୍ଲାସ୍ତରୀୟ ସାମୁହିକ ବିବାହ*- *୧୭ ଯୋଡ଼ା ବରବଧୂଙ୍କ ବିବାହ ସମ୍ପନ୍ନ*-   21-Apr-2026
  ଜିଲ୍ଲା  
*ରାଜାତୋଟା ବିଶ୍ଵଶାନ୍ତି ମହାଯଜ୍ଞ ଉଦଯାପିତ*   21-Apr-2026
  ଜିଲ୍ଲା  
ଭିନ୍ନକ୍ଷମ ମହିଳା ଙ୍କୁ ନିର୍ମମ ଭାବେ ହତ୍ୟା କଲା ମଦ୍ୟପ ସ୍ଵାମୀ ।   21-Apr-2026
  ଜିଲ୍ଲା  
ଅକ୍ଷିମୁଠି ଅନୁକୂଳ କଲେ ବିଧାୟକ   21-Apr-2026
  ଜିଲ୍ଲା  
ରାଧାମୋହନ ଉଚ୍ଚ ବିଦ୍ୟାଳୟର ନୂତନ ଗୃହ ଉଦ୍ଘାଟିତ   21-Apr-2026
  ଜିଲ୍ଲା  
ବଦଳୁଥିବା କପଡ଼ା, ବଦଳିଥିବା ଅନ୍ଦାଜ୍ କୁ ନେଇ ଏବେ ଜୋରଦାର ଚର୍ଚ୍ଚା।ରାଜନୀତିକୁ ଫେରିବେ କି ପ୍ରଭାତ   21-Apr-2026
  ଜିଲ୍ଲା  
ନିଖିଳ ଓଡିଶା ଆଶା କର୍ମୀ ସଂଘ, ଟିଟିଲାଗଡ଼ ସହରାଞ୍ଚଳ କମିଟି ଓ ବ୍ଲକ କମିଟିର ମିଳିତ ବୈଠକ ଅନୁଷ୍ଠିତ   20-Apr-2026
  ଜିଲ୍ଲା  
ଉତ୍କଳ  କଲେଜ ଅଫ ନର୍ସିଂ ଆଣ୍ଡ ମେଡିକାଲ ସାଇନ୍‌ସ ର  ବାର୍ଷିକୋତ୍ସବ ଓ ଶପଥଗ୍ରହଣ   20-Apr-2026

You Might Also Like