-+91-9937148622 |

prerana_bgr@rediffmail.com |

  Wednesday 16th September 2026 |

| | | |

R.N.I. Regd No. ODIODI/2010/46693

Breaking News

ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||     

HOME   ଜିଲ୍ଲା

ଆସ ମାଗି ଯିମା ଫୁସପୁନିର୍ ଛେର୍ ଛେରା

12-Jan-2025



ବରଗଡ:(ନିରଞ୍ଜନ ତ୍ରିପାଠୀ)-ପଶ୍ଚିମ ଓଡିଶାର ଗୁଟେ ନିଆରା ପରବ ହଉଛେ ଫୁସପୁନିର୍ ଛେର୍ ଛେରା । ଏହି ପର୍ବଟି ପୌଷ ମାସ ପୁର୍ଣିମା ଦିନ ସମସ୍ତ ପୁରପଲ୍ଲୀ ଗାଁଗଣ୍ଡା ରେ ପାଳନ ହୁଏ ।ଏହା ଏକ ନିଆରା ପର୍ବ।ଏଥିରେ ସାଜସଜ୍ଜା ନାହିଁ କି ପୁଜା ପାଠ ନାହିଁ, ଖାଇବା ପିଇବା, ମଜା ମଜଲିସ କରିବା ଭଳି ଏକ ନିଆରା ତିହାର୍। କିଛି ବର୍ଷ ଆଗରୁ ଚାଷୀ  ଓ ମହାଜନ ମାନେ ବର୍ଷ ତମାମ ଲୋକଙ୍କୁ ନିଜ ଘରେ ରଖି ବଂଧୁଆ ଶ୍ରମିକ ଭାବେ ଖଟାଉ ଥିଲେ। ପୌଷ ପୁର୍ଣିମା ଦିନ ଶ୍ରମିକ ମାନଙ୍କ ଏକ ବର୍ଷ ପୂରିଯାଉଥିଲା ଏହି ପୁର୍ଣିମା ଦିନ ଓ ସେହିପରି ଏହି ଦିନରେ ମୁକ୍ତି ମିଳୁଥିଲା ବଂଧୁଆ ଶ୍ରମିକ ମାନଙ୍କୁ। ତେଣୁ ଶ୍ରମିକ ମାନେ ଏହି ପୁର୍ଣିମାକୁ ଫୁସ୍'ପୁନି ବୋଲି ମାନୁଥିଲେ । ଆଜି ମଧ୍ୟ ସେହି ପରମ୍ପରା ରହି ଆସୁଅଛି।ଏହି ଦିନ ସମସ୍ତଙ୍କ ଘରେ ଘରେ ପିଠା ପଣା ମନ ପସନ୍ଦ ଅନୁସାରେ ପ୍ରସ୍ତୁତ ହୁଏ ତଥା ଆମିଷ ଭୋଜନ ସହ ମଦିରା ପାନ ମଧ୍ୟ୍ୟ ଲୋକେ ପ୍ରାୟ କରିଥାନ୍ତି । ପୁର୍ଣିମା ଦିନ ଭୋରରୁ ଗାଁର  ଝାଙ୍କର୍ ଗ୍ରାମ ଦେବତାଙ୍କୁ ପୁଜା ପାଠ କରି ସାରିବା ପରେ ଗୌନ୍ତିଆ ଘରକୁ ଯାଇ ଥାଆନ୍ତି। ଛେର୍ ଛେରା ମାଗିବା ପାଇଁ ତାଙ୍କୁ ପିଠା ପଣା, ଧାନ ଓ କିଛି ଟଙ୍କା ପଇସା ଦେଇଥାନ୍ତି ଛେର ଛେରା ଆକାରରେ ଗୌନ୍ତିଆ । ଏହାପରେ ଗାଁ ର ଛୋଟ ଛୋଟ ଛୁଆ ମାନେ ଗୋଟିଏ ଗୋଟିଏ ବେଗ ଧରି ଦଳ ଦଳ ହୋଇ ବାହାରନ୍ତି ଛେର୍ ଛେରା ମାଗିବା ପାଇ । ଯାହାର ଘରକୁ ଗଲେ କେହି ଛୁଆ ମାନଙ୍କୁ ମନା ନକରି ଖୁସିରେ ଧାନ, ପିଠା, ଟଙ୍କା ପଇସା ଖୁସିରେ ଦେଇଥାନ୍ତି । ଧନୀ ଗରିବ ସବୁ ଘରର ଛୁଆ ମାନେ ମିଳି ମିଶି ଏକାଠି ବୁଲନ୍ତି ଓ ମଜା ଉଠାନ୍ତି ଓ ଛେର ଛେରା ମାନିଥାନ୍ତି । ବଡ଼ ବଡ ଲୋକେ ବାଜା ବଜାଇ  ଦଣ୍ଡ ନୃତ୍ୟ କରି ମାଗୁ ଥିବା ବେଳେ ବୁଢ଼ା ବୁଢ଼ୀ ମାନେ ସମ୍ବଲପୁରୀ ଗୀତ ଗାଇ ଢଗ କହି ମଜା କରୁଥିବା ଦୃଶ୍ୟ ପଶ୍ଚିମଓଡିଶାର ଗାଁ ଗାଁରେ ଦେଖିଥିବା ମିଳିଥାଏ। ଏଭଳି ନିଆରା ଛେରଛେରା ପାଇକମାଲରେ ଦେଖିବାକୁ ମିଳିଥିଲା। ସେହିପରି ଜର୍ଜଗଡ଼ ଗ୍ରାମରେ ଜଣେ  ଝିଅ ପ୍ରିନସି ପ୍ରଧାନ ଛୋଟ ଛୋଟ ଛୁଆ ମାନଙ୍କୁ , ଧାନ, ଚାଉଳ ପିଠା ସହ ଟଙ୍କା  ପ୍ରତି ଛୁଆ ଙ୍କୁ ତାର ଆଇ ସାଙ୍ଗରେ ଛେର୍ ଛେରା ବାଣ୍ଟୁ ଥିବାର ନିଆରା ଦୃଶ୍ୟ ଦେଖିବାକୁ ମିଳିଥିଲା । ପ୍ରିନସି ପ୍ରଧାନକୁ କଣ ବାଣ୍ଟୁଛ ବୋଲି ପଚାରିବାରୁ ଆଜି ପୌଷ ପୁର୍ଣିମା ଛୋଟ ଛୁଆ ମାନଙ୍କୁ ପିଠା କିଛି ଟଙ୍କା, ଓ ଧାନ ଚାଉଳ, ପୁଣ୍ୟ ଅର୍ଜନ ପାଇଁ ବାଂଟୁଛି ଓ ଏହା ଅମର ପରମ୍ପରା ରହିଛି ବୋଲି ଖୁସିରେ ହସି ହସି ପ୍ରିନସି ମତବ୍ୟକ୍ତ କରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   15-Sep-2026
  ଜିଲ୍ଲା  
କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   15-Sep-2026
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026

You Might Also Like