-+91-9937148622 |

prerana_bgr@rediffmail.com |

  Sunday 21st June 2026 |

| | | |

R.N.I. Regd No. ODIODI/2010/46693

Breaking News

*ଗୋଡ଼େଗାଁ ଗ୍ରାମରେ ତେଜିବାରେ ଲାଗିଛି ମଦ ବିରୋଧୀ ଅଭିଯାନ ବେଆଇନ ମଦ ବିକ୍ରି ବନ୍ଦ ପାଇଁ ମହିଳାଙ୍କ ଦାବି*   (21-Jun-2026)       ||      ସରକାରୀ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତୁଷୁରା ଠାରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ   (21-Jun-2026)       ||      ନର୍ଲା ବ୍ଲକ ସ୍ତରୀୟ ଆନ୍ତରଜାତୀୟ ଯୋଗ ଦିବସ ୨୦୨୬ ପାଳିତ   (21-Jun-2026)       ||      ସରକାର ଙ୍କ ଦୁଇବର୍ଷ ପୂର୍ତ୍ତି ଅବସରରେ ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ ରେ ବିକଶିତ ଭାରତ ଜି. ରାମଜୀ କାର୍ଯ୍ୟକ୍ରମ ଅନୁଷ୍ଠିତ    (20-Jun-2026)       ||      ଅମିତ ମେହେର ଙ୍କ ପାଇଁ କୁଲି ମେହେର ସମାଜ ଗର୍ବିତ    (20-Jun-2026)       ||      ବରିଷ୍ଠ ମୋହରି ଙ୍କ ପରଲୋକ   (20-Jun-2026)       ||      ବୋଡେ଼ନ ବ୍ଲକ ରେ ବିକାଶ ର ଧାରା ଓଡିଶା ସାରା ଚତୁର୍ଥ ଦିବସ   (20-Jun-2026)       ||      ବଲାଙ୍ଗୀର ପାୟୋନିଅର ୧୯ ବର୍ଷରୁ କମ୍ ଲିଗ୍ ଓ ନକଆଉଟ କ୍ରିକେଟ ଉଦ୍ଘାଟିତ   (20-Jun-2026)       ||      ଧର୍ମପରାୟଣା ମହିଳା କ୍ଷୀରୋଦ୍ରୀ ଯୋଶୀଙ୍କ ପରଲୋକ   (20-Jun-2026)       ||      *ସୁବର୍ଣ୍ଣପୁର ଠାରେ ସହରାଞ୍ଚଳ ଜନ ସଂପର୍କ ଓ ନାଗରିକ ଭାଗିଦାରୀ କାର୍ଯ୍ଯ କ୍ରମ*-   (20-Jun-2026)       ||      ବ୍ଲକ ସ୍ତରୀୟ ସ୍ୱାବଲମ୍ବୀ ଯୁବ ସମୃଦ୍ଧ ଓଡିଶା ସମାବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ।   (20-Jun-2026)       ||      ବଲାଙ୍ଗୀର ସହରର ବେହେରାପାଲି, କରଙ୍ଗାକଟା ଓ ନରସିଂ ବନ୍ଧ ପୁନରୁଦ୍ଧାର କାର୍ଯ୍ୟ ପରିଦର୍ଶନ କଲେ ଜିଲ୍ଲାପାଳ    (20-Jun-2026)       ||      ଶୀତଳ ଷଷ୍ଠୀରେ ମାନବସେବାର ଅନନ୍ୟ ଦୃଷ୍ଟାନ୍ତ: ଜିଲ୍ଲା ଜୁନିଅର ରେଡ଼କ୍ରସ ପକ୍ଷରୁ ହଜାର ହଜାର ଶ୍ରଦ୍ଧାଳୁଙ୍କୁ ଦହିପଣା ବଣ୍ଟନ    (20-Jun-2026)       ||      ଶିଶୁ ଶ୍ରମ ନିରାକରଣ ସଚେତନତା କାର୍ଯକ୍ରମ-୨୦୨୬ ଅନୁଷ୍ଠିତ   (20-Jun-2026)       ||      *ବାଘ ଛାଲ ଚାରା ଚାଲାଣ ବେଳେ ବାଘ ଛାଲ ସହ ଅମଳାଭାଟା ଚର୍ଚ୍ଚର ପାଷ୍ଟର ଗିରଫ...* ଡାବୁଗାଁ ବନ ବିଭାଗକୁ ବଡ଼ ସଫଲତା   (20-Jun-2026)       ||      ବିଜେଡି ନେତାଙ୍କ ଘରେ ଫୁଟିଲା ଗୁଳି, ଦୁବୃର୍ତ୍ତ ଫେରାର।   (20-Jun-2026)       ||      ଗାଧୋଇବାକୁ ଯାଇ ବୁଡ଼ି ଗଲେ ଯୁବକ ।   (20-Jun-2026)       ||      ରାଜ୍ୟ ସରକାର ଙ୍କ ୨ବର୍ଷ ପୂର୍ତ୍ତି ଉପଲକ୍ଷେ ସଫଳତା ର ବିବରଣୀ ଦେଲେ ମୁଖ୍ୟ ସଚେତକ   (20-Jun-2026)       ||      *ଡାବୁଗାଁରେ ବ୍ଲକ ସ୍ତରୀୟ କୃଷକ ସମ୍ବାଦ କାର୍ଯ୍ୟକ୍ରମ*   (20-Jun-2026)       ||      Km   (20-Jun-2026)       ||     

HOME   ଜିଲ୍ଲା

ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ

10-Jan-2025




ସିଂହିଯୁବା, ତା ୧୦/୧ :  ସ୍ଥାନୀୟ ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟ ସିଂହିଯୂବା ରେ ବାର୍ଷିକ କ୍ରୀଡ଼ା ଉତ୍ସବ ପ୍ରଧାନଶିକ୍ଷକ ରବିଚନ୍ଦ୍ର ପଶାୟତଙ୍କ ଅଧ୍ୟକ୍ଷତା ରେ ଉଦଯାପିତ ହୋଇଯାଇଛି । କମିଟି ସଭାପତି ଫଗନୁ କୁମ୍ଭାର, ପ୍ରାକ୍ତନ ପ୍ରଧାନଶିକ୍ଷକ ପ୍ରମୋଦ କୁମାର ପଣ୍ଡା, ସ୍କୁଲ ପ୍ରତିଷ୍ଠାତା ସଦସ୍ୟ ଆନନ୍ଦ ମୋହନ ନନ୍ଦ, ଷ୍ଟେଟ ବ୍ୟାଙ୍କ ମ୍ୟାନେଜର ଅଶ୍ୱିନୀ ସାହୁ, କମିଟି ସଦସ୍ୟ ପବିତ୍ର ଶର୍ମା, ସଞ୍ଜୀବ ତ୍ରିପାଠୀ , କୃଷ୍ଣ ଚନ୍ଦ୍ର ମହଲିଙ୍ଗ, ନିରାକାର କର୍ଣ୍ଣ , ଅଶ୍ଵିନୀ କୁମ୍ଭାର ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ। ଦୌଡ, ସଟପୁଟ, ଜମ୍ପ, ସାଇକଲ ସ୍ଲୋ, ମ୍ୟୁଜିକ ଚେୟାର ଭଳି ବିଭିନ୍ନ ଇଭେଣ୍ଟ ରେ ଛାତ୍ରଛାତ୍ରୀ ମାନେ ଅଂଶ ଗ୍ରହଣ କରି ଖେଳକୁ ଉପଭୋଗ କରିଥିଲେ। ବିଭିନ୍ନ ପ୍ରତିଯୋଗିତାକୁ ଶିକ୍ଷକ ଶିବ ଶଙ୍କର ଭୁଏ, ରାମପୁର ଖେଳ ଶିକ୍ଷକ ସୂର୍ଯ୍ୟ ନାରାୟଣ ପଟ୍ଟନାଏକ, ଅନ୍ତର୍ଡା ହାଇସ୍କୁଲର ଗଙ୍ଗାଧର ପଟେଲ, ବିନିକା ବାଳକ ହାଇସ୍କୁଲ ର ତହସିଲ ଭୋଇ,  ବିଭୀଷଣ ଖମାରୀ ପ୍ରମୁଖ ଖେଳ ପରିଚାନା କରିଥିଲେ।

ଶିକ୍ଷକ ରାଜା ରାମ ପ୍ରଧାନ, ପଞ୍ଚାନନ ପଣ୍ଡା, କୁଞ୍ଜବିହାରୀ ପଣ୍ଡା, ସଦାନନ୍ଦ ପାଢୀ, ବିଜୟ ମିସ୍ତ୍ରୀ ପ୍ରମୁଖ କାର୍ଯ୍ୟାକ୍ରମରେ ସହଯୋଗ କରିଥିଲେ। କାର୍ଯ୍ୟକ୍ରମକୁ  ଶିକ୍ଷକ ପ୍ରେମ ରାଜ ପତି ସଂଯୋଜନା କରିଥିବାବେଳେ ଶେଷରେ ଶିକ୍ଷକ ପଦ୍ମନାଭ ମାହାଣା ଧନ୍ୟବାଦ ଅର୍ପଣ କରିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
*ଗୋଡ଼େଗାଁ ଗ୍ରାମରେ ତେଜିବାରେ ଲାଗିଛି ମଦ ବିରୋଧୀ ଅଭିଯାନ ବେଆଇନ ମଦ ବିକ୍ରି ବନ୍ଦ ପାଇଁ ମହିଳାଙ୍କ ଦାବି*   21-Jun-2026
  ରାଜ୍ୟ  
ସରକାରୀ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତୁଷୁରା ଠାରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ   21-Jun-2026
  ଜିଲ୍ଲା  
ନର୍ଲା ବ୍ଲକ ସ୍ତରୀୟ ଆନ୍ତରଜାତୀୟ ଯୋଗ ଦିବସ ୨୦୨୬ ପାଳିତ   21-Jun-2026
  ଜିଲ୍ଲା  
ସରକାର ଙ୍କ ଦୁଇବର୍ଷ ପୂର୍ତ୍ତି ଅବସରରେ ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ ରେ ବିକଶିତ ଭାରତ ଜି. ରାମଜୀ କାର୍ଯ୍ୟକ୍ରମ ଅନୁଷ୍ଠିତ   20-Jun-2026
  ଜିଲ୍ଲା  
ଅମିତ ମେହେର ଙ୍କ ପାଇଁ କୁଲି ମେହେର ସମାଜ ଗର୍ବିତ   20-Jun-2026
  ଜିଲ୍ଲା  
ବରିଷ୍ଠ ମୋହରି ଙ୍କ ପରଲୋକ   20-Jun-2026
  ଜିଲ୍ଲା  
ବୋଡେ଼ନ ବ୍ଲକ ରେ ବିକାଶ ର ଧାରା ଓଡିଶା ସାରା ଚତୁର୍ଥ ଦିବସ   20-Jun-2026
  ଖେଳ  
ବଲାଙ୍ଗୀର ପାୟୋନିଅର ୧୯ ବର୍ଷରୁ କମ୍ ଲିଗ୍ ଓ ନକଆଉଟ କ୍ରିକେଟ ଉଦ୍ଘାଟିତ   20-Jun-2026
  ଜିଲ୍ଲା  
ଧର୍ମପରାୟଣା ମହିଳା କ୍ଷୀରୋଦ୍ରୀ ଯୋଶୀଙ୍କ ପରଲୋକ   20-Jun-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଠାରେ ସହରାଞ୍ଚଳ ଜନ ସଂପର୍କ ଓ ନାଗରିକ ଭାଗିଦାରୀ କାର୍ଯ୍ଯ କ୍ରମ*-   20-Jun-2026
  ଜିଲ୍ଲା  
ବ୍ଲକ ସ୍ତରୀୟ ସ୍ୱାବଲମ୍ବୀ ଯୁବ ସମୃଦ୍ଧ ଓଡିଶା ସମାବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ।   20-Jun-2026
  ଜିଲ୍ଲା  
ବଲାଙ୍ଗୀର ସହରର ବେହେରାପାଲି, କରଙ୍ଗାକଟା ଓ ନରସିଂ ବନ୍ଧ ପୁନରୁଦ୍ଧାର କାର୍ଯ୍ୟ ପରିଦର୍ଶନ କଲେ ଜିଲ୍ଲାପାଳ   20-Jun-2026

You Might Also Like