-+91-9937148622 |

prerana_bgr@rediffmail.com |

  Tuesday 15th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||      ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   (13-Sep-2026)       ||     

HOME   ଜିଲ୍ଲା

ପ୍ରେସ୍ କ୍ଳବ ର ସାଧାରଣ ସମ୍ପାଦକ ଙ୍କ ସହିତ କୋଷାଧକ୍ଷ ଙ୍କ ଇସ୍ତାଫା

10-Jan-2025



 

ସମ୍ବଲପୁର-(ସଂଜୀବ ପାଣିଗ୍ରାହୀ) : ସମ୍ବଲପୁର ପ୍ରେସ କ୍ଲବ ର କର୍ମକର୍ତ୍ତା ଙ୍କ କାର୍ଯ୍ୟକାଳ ୨ ବର୍ଷ ହୋଇଥିବା ବେଳେ ଆଜକୁ ୬ ବର୍ଷ ବର୍ଷ ରୁ ଉର୍ଦ୍ଧ୍ୱ ହେବ ଏହି କମିଟି ଅଗଣତାନ୍ତ୍ରିକ ଭାବେ ଭାବେ କାର୍ଯ୍ୟ କରୁଛି I ସମାଜ ଅଧିନିୟମ (୧୮୬୦) ଅନୁଯାୟୀ ୧୯୮୪ ମସିହାରେ ପଞ୍ଜୀକୃତ ହୋଇଥିବା ସମ୍ବଲପୁର ପ୍ରେସ୍ କ୍ଳବ ର ଗତ ୨୫ ଏପ୍ରିଲ ୨୦୧୮ ରେ ଶେଷ ଥର ପାଇଁ କର୍ମକର୍ତ୍ତା ନିର୍ବାଚନ ହୋଇଥିଲା I କର୍ମକର୍ତ୍ତା ଙ୍କ କାର୍ଯ୍ୟକାଳ ଗତ ୨୦୨୦ ମସିହା ଏପ୍ରିଲ ୨୫ ତାରିଖ ରୁ ସରିସାରିଛି I ଦୀର୍ଘ ବର୍ଷ ହେବ କାର୍ଯ୍ୟ ଅବଧି ଶେଷ ହେବା ପରେ ମଧ୍ୟ ପ୍ରେସ କ୍ଳବ ନିର୍ବାଚନ ନ ହେବା,ପରବର୍ତ୍ତୀ ନିର୍ବାଚନ, ନୂତନ କମିଟି ଗଠନ ନେଇ ଆଜି ପର୍ଯ୍ୟନ୍ତ କୌଣସି ପ୍ରକ୍ରିୟା ଗ୍ରହଣ କରା ନ ଯିବା ଯୋଗୁଁ ସଦସ୍ୟ ସାମ୍ବାଦିକ ମାନେ ଉଦବେଗ ପ୍ରକାଶ କରିଛନ୍ତି I ଏହି ପରିପ୍ରେକ୍ଷୀରେ କ୍ଳଵ ର ସଭାପତି ତ୍ରିବିକ୍ରମ ପ୍ରଧାନ ଏବଂ ଅନ୍ୟାନ୍ୟ କର୍ମକର୍ତ୍ତା ର ଭୂମିକା ଅତ୍ୟନ୍ତ ଉଦାସୀନ ଏବଂ ଅସାମ୍ବିଧାନିକ ଅଟେ I ସଂଗଠନର ନିୟମ ଅନୁଯାୟୀ ସେମାନେ ସାଧାରଣ ପରିଷଦ ବୈଠକ ଡାକି ନାହାନ୍ତି I ଏଣୁ ଗତ ୬ ବର୍ଷ ମଧ୍ୟରେ ଆର୍ଥିକ ଅନିୟମିତତା କରାଯାଇ ଥିବା ଅନୁମାନ କରାଯାଉଛି I ଏହା ପୂର୍ବରୁ ଗତ ୨୦୨୧  ମସିହା ରେ ଏ ସମ୍ପର୍କ ରେ ସାଧାରଣ ସମ୍ପାଦକ ଙ୍କୁ ଅବଗତ କରାଯାଇ ସାଧାରଣ ପରିଷଦ ବୈଠକ ଡାକି ଆଶୁ ସମାଧାନ କରିବାକୁ ଲିଖିତ ଦାବି କରିଥିଲେ ଥିଲେ ସୁଦ୍ଧା କୌଣସି ପ୍ରୟାସ କରାଯାଇ ନାହିଁ I ତୁରନ୍ତ ସଦସ୍ୟ ମାନଙ୍କର ସାମ୍ବିଧାନିକ ଅଧିକାର ପ୍ରତିଷ୍ଠା ପାଇଁ ଜ଼ିଲ୍ଲାପାଳ ଙ୍କ ହସ୍ତକ୍ଷେପ ଦାବି ହୋଇଛି I ଏହି ମର୍ମ ରେ ଗୁରୁବାର ସାମ୍ବାଦିକ ମାନେ ଜ଼ିଲ୍ଲାପାଳ ସିଧେଶ୍ୱର ବଳିରାମ ବୋନ୍ଦର ଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ I ଜ଼ିଲ୍ଲାପାଳ ଶ୍ରୀ ବୋନ୍ଦର ଵିଧି ଅନୁଯାଇ ପଦକ୍ଷେପ ନେବାକୁ ପ୍ରକାଶ କରିଥିଲେ I ଅନ୍ୟପକ୍ଷରେ ଗତ ୨ ଦିନ ତଳେ କ୍ଲବର ସାଧାରଣ ସମ୍ପାଦକ ପଦ ରୁ ଅଚାନକ ଇସ୍ତଫା ଦେଇଛନ୍ତି ଭବାନୀ ଶଙ୍କର ଭୋଇ I ତାଙ୍କ ଇସ୍ତଫା ପତ୍ର ରେ ସେ ପ୍ରେସ୍ କ୍ଳବ ପାଇଁ ବ୍ୟକ୍ତିଗତ କାରଣ ଯୋଗୁଁ ଯେତିକି ସମୟ ଦେବାର କଥା ଦେଇ ନ ପାରିବା ପାଇଁ ସାଧାରଣ ସମ୍ପାଦକ ଦାୟିତ୍ଵରୁ ମୁକ୍ତ ହେଉଛି ବୋଲି ଉଲ୍ଲେଖ କରିଛନ୍ତି I କ୍ଲବର କୋଷାଧ୍ୟକ୍ଷ ଙ୍କୁ ସବୁ କାଗଜ ପତ୍ର ହସ୍ତାନ୍ତର କରିବା କଥା ପ୍ରକାଶ କରିଥିବା ବେଳେ କୋଷାଧକ୍ଷ ଶ୍ରବଣ ପତି କିନ୍ତୁ ଗତ ୨ ବର୍ଷ ହେବ ମୋର କାର୍ଯ୍ୟକାଳ ସମୟ ସରି ସାରିଛି, ଏଣୁ ମୁଁ ବର୍ତ୍ତମାନ ନିର୍ବାଚିତ ସଦସ୍ୟ ନୁହେଁ ବୋଲି ପ୍ରକାଶ କରିବା ସହିତ ଏହି ଦାୟିତ୍ୱ ତାଙ୍କୁ ନ ଦେଇ ସଭାପତିଙ୍କୁ ଦେବାକୁ କହିଛନ୍ତି I ତେବେ ସମ୍ବଲପୁର ର ଏକ ଗୌରବ ତଥା ଗାରିମାମୟ ଅନୁଷ୍ଠାନ ପ୍ରେସ୍ କ୍ଳବ ର ଏତାଦୃଶ ଘଟଣା ବୁଦ୍ଧିଜୀବୀ ମହଲ ରେ ସର୍ବତ୍ର ଆଲୋଚ୍ୟ ବିଷୟ ହୋଇଛି I


News Comment




Photo in News

Advertisment
Lastest News
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026
  ରାଜ୍ୟ  
ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   13-Sep-2026
  ଜିଲ୍ଲା  
ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026

You Might Also Like