-+91-9937148622 |

prerana_bgr@rediffmail.com |

  Monday 21st September 2026 |

| | | |

R.N.I. Regd No. ODIODI/2010/46693

Breaking News

ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   (21-Sep-2026)       ||      ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   (21-Sep-2026)       ||      ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   (21-Sep-2026)       ||      ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   (21-Sep-2026)       ||      ୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   (20-Sep-2026)       ||      ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   (20-Sep-2026)       ||      ୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ    (20-Sep-2026)       ||      ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   (20-Sep-2026)       ||      ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   (20-Sep-2026)       ||      ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍    (20-Sep-2026)       ||      ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   (20-Sep-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   (20-Sep-2026)       ||      ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   (20-Sep-2026)       ||      ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   (20-Sep-2026)       ||      ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   (20-Sep-2026)       ||      ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   (20-Sep-2026)       ||      ଗାଇ ସହ ବାଇକ୍ ଧକ୍କା ହୋଇ ବାଇକ୍ ଦୁର୍ଘଟଣା, ଜଣେ ମୃତ   (20-Sep-2026)       ||      ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିଦର୍ଶନ    (20-Sep-2026)       ||      ଭିଜିଲାନ୍ସ ଜାଲରେ ଦୁଇ ସରକାରୀ କର୍ମଚାରୀ   (20-Sep-2026)       ||      ତଳମୁଣ୍ଡଚାଷୀ ପ୍ରତାରିତ   (20-Sep-2026)       ||     

HOME   ଜିଲ୍ଲା

ଟଙ୍କିକିଆ ଜଳଖିଆକୁ ଆଜି ଦୁଇବର୍ଷ ପଦାର୍ପଣ

22-Dec-2024



ବରଗଡ:(ନିରଞ୍ଜନ ତ୍ରିପାଠୀ)-ମାଁ ଟଙ୍କାକିଆ ଜଳଖିଆ ବଣ୍ଟନ ଆଜି ଦୁଇ ବର୍ଷ ପୂର୍ତ୍ତି ଅବସରରେ ଅଞ୍ଚଳର ବିଭିନ୍ନ ବର୍ଗରେ ନାଁ କରିଥିବା ସୁନାମ ଧନ୍ୟ ବ୍ୟକ୍ତି ମାନେ ଯୋଗଦେଥିଲେ ଏବଂ ଏହି ସେବା କାର୍ଯ୍ୟକ୍ରମ କୁ ଆହୁରୀ ସୁନିଶ୍ଚିତ, ସ୍ଥାୟୀ, ଆକର୍ଷିତ କରିବା ଦିଗରେ ଆଲୋଚନା କରି 
ଉଦ୍ୟୋକତା କୁ ଭୁରିଅସୀ ପ୍ରଶଂସା କରିଥିଲେ। ପ୍ରକାଶ ଥାଉକି ଦୁଇ ବର୍ଷ ପୂର୍ବେ ୨୮ ଡିସେମ୍ବର ୨୦୨୨ ଦିନ ରବିବାର ଖେଦାପାଲି ର ଉମେଶ ପଧାନ ଓ ପରିବାର ବର୍ଗ ଏବଂ  ସାମନ୍ତ ପଧାନ, ପ୍ରତାବ ପଧାନ  ସହଯୋଗ ରେ ଏହି ମହତ ସେବା କାର୍ଯ୍ୟ ପ୍ରଥମେ ଆରମ୍ଭ କରିଥିଲେ। ଦୁଇ ବର୍ଷ ହେବ ଖରା, କାକର, ଶୀତ, ବର୍ଷ ଦେଇ ନିରବ ଛିନ୍ନ ଭାବେ ଜଳଖିଆ ଘରେ ପ୍ରସ୍ତୁତ କରି ସକାଲୁ ସକାଳୁ ସହଯୋଗୀ ମାନଙ୍କ ସହିତ ଡାକ୍ତରଖାନା ଯାଇ ବିନା ବାଛ ବିଚାରରେ ଆନ୍ତରିକତା ସହିତ ଜଳଖିଆ ବଣ୍ଟନ ବିରଳ କାର୍ଯ୍ୟ ଅଟେ। ମାନବ ସେବା ହିଁ ମାଧବ ସେବା ରେ ପରିଣତ କରି ପାରିଥିବା ମହାନ ଏକ ପଦୀ କବି, ଶୁଭ ସକାଳ ବାର୍ତ୍ତା ବାହକ ଉମେଶ ପଧାନ ଙ୍କ କହିବା ଅନୁସାରେ "ମାଁ ସମଲେଇ ଙ୍କ ଇଚ୍ଛା ଓ ଆଶୀର୍ବାଦ ଏବଂ ନିର୍ଦେଶରୁ ମାଁ ଏକ ଟଙ୍କିଆ ଜଳଖିଆ ଅନୁଷ୍ଠାନ କରି ପାରିଛି । ଏହାର ମୂଳ ଲକ୍ଷ ହେଉଛି ଡାକ୍ତରଖାନା କୁ ଗରିବ ତଥା ଦୂରଦୂରାନ୍ତ ରୁ ଆସୁଥିବା ରୋଗୀ ଓ ତାଙ୍କ ସହଯୋଗୀ ମାନଙ୍କୁ ଗୋଟିଏ ଟଙ୍କା ରେ ଜଳଖିଆ ଦେବା " ଆରମ୍ଭ ନିଜେ ଏହି କାର୍ଯ୍ୟକ୍ରମ କରୁଥିଲେ ଏବେ ଅନେକ ବଦାନ୍ୟ ବ୍ୟକ୍ତି ବିବାହ ବାର୍ଷିକୀ, ଜନ୍ମଦିନ ତଥା ଅନ୍ୟ ସାମାଜିକ କାର୍ଯ୍ୟକ୍ରମ ରେ ଉମେଶ ଭାଇଙ୍କୁ କିଛି ଆର୍ଥିକ ସାହାଯ୍ୟ ମଧ୍ୟ କରୁଛନ୍ତି ଏବଂ ଯଦି କେହି ଏହି ସେବା ପାଇଁ ସାହାଯ୍ୟ କରିପାରିବେ ତାହାକୁ ସ୍ୱାଗତ କରାଯିବ ବୋଲି କହିଛନ୍ତି। ଗତ ବର୍ଷ ବାର୍ଷିକଉତ୍ସବରୁ ଖେଦାପାଲି କମ୍ପେକ୍ସ ପାଖରେରେ ବସ୍ତ୍ର ଦାନ ଦେବାର ମଧ୍ୟ ବ୍ୟବସ୍ଥା କରିଛନ୍ତି। ସେଠାରେ ଯାହାର ବସ୍ତ୍ର ଦେବାର ଅଛି ଦେଇ ପାରିବେ ଏବଂ ଯାହାର ଦରକାର ଅଛି ନେଇ ପାରିବେ। ଏହି ମହାନ ମାନବୀୟ ସେବା ବ୍ରତୀ ପରିବାର ଏବଂ ସାମନ୍ତ ପଧାନ, ପ୍ରତାପ ପଧାନ ସହଯୋଗୀ ମାନଙ୍କୁ ଉତ୍ସାହିତ କରିବା ପାଇଁ ଅଞ୍ଚଳର ବିଶିଷ୍ଟ ବ୍ୟକ୍ତି ମାନେ ଅବସର ପ୍ରାପ୍ତ କଲେଜ ଅଧ୍ୟପକ ତଥା ବିଶିଷ୍ଟ କଥାକାର ଡା ଗୋବର୍ଦ୍ଧନ ସାହୁ, ଗୁରୁ ଭଗବାନ ସାହୁ ରାଜ୍ୟ ସ୍ତରୀୟ ସ୍ମୁତି କମିଟି ଆବାହକ ଲୁଲୁ ରବୀନ ଚନ୍ଦ୍ର ଦାସ, ଅଧ୍ୟାପିକା ଜୟଶ୍ରୀ ସାହୁ, ସଂଯୁକ୍ତ କୃଷକ ସଂଗଠନ ଉପଦେଷ୍ଟା ଉପନ୍ନ ଭୋଇ,ରମେଶ ମହାପାତ୍ର, ହସ୍ପିଟାଲ ବଞ୍ଚାଓ ଅଭିଯାନ ସଦସ୍ୟା ଶିବାନନ ମଟରୀ, କବିକୁଟୁମ ର ନିରଞ୍ଜନ ପଣ୍ଡା, ଗୌରଚନ୍ଦ୍ର ପଧାନ, ବିକାଶ ସାହୁ, ନାରାୟଣ ସାହୁ, ଆତ୍ମାରମ ସାହୁ, ପ୍ରଦୀପ ସାହୁ, ନରେନ୍ଦ୍ର ମହାନ୍ତି, ବୈରାଗୀ ସାହୁ, ସୁରେଶ ଭୋଇ, ଗୁଣନିଧି ଭୋଇ, ଅହଲ୍ୟା ପଧାନ, ହରିହର ସା, ମୋହନ ମହାନନ୍ଦ, ଗୌରାଚରଣ ସା, କୁମୁଦ ବାରିକ, ନୀଳମଣି ସାହୁ, ଝସକେତନ ମେହେର, ରଞ୍ଜିତ ପଧାନ, ନିମାଇଁ ପଧାନ ଏବଂ ଲକ୍ଷ୍ଣଣ ମଳିକ ଯୋଗଦେଇଥିଲେ। ପରେ ଏକ ସଭା ହୋଇଥିଲା ସେହି ସଭାରେ ବରଗଡ଼ ଜିଲ୍ଲା ର ସୁପୁତ୍ର ସୁନାମ ଧନ୍ୟ ଡାକ୍ତର ଟଙ୍କିଆଁ କ୍ଲିନିକ ର ସଂସ୍ଥାପକ ବୁର୍ଲା ଡାକ୍ତର ଖାନା ଆସିଷ୍ଟାଣ୍ଟ ପ୍ରଫେସର ଶ୍ରୀଯୁକ୍ତି ଡ଼ ଶଙ୍କର ରାମ ଚନ୍ଦନୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପୂର୍ବକ ଉତ୍ତରୀୟ ଦେଇ ସମ୍ମାନିତ କରାଯାଇଥିଲା। ଏହି ସଭାରେ ତେଜରୁ ବାରିକ ସ୍ୱାଗତ ବକ୍ତବ୍ୟ ଦେଇଥିବା ବେଳେ ସମସ୍ତ ଙ୍କ ତରଫରୁ ଦୁଇ ମହାନ ବ୍ୟକ୍ତି ଙ୍କୁ ତାଙ୍କ କାର୍ଯ୍ୟ ପାଇଁ ଭୁରିଅସୀ ପ୍ରଶଂସା କରାଯାଇଥିଲା। ପରେ ସମସ୍ତ କୁ ଉମେଶ ପଧାନ ବୃକ୍ଷ ହିଁ ଜୀବନ ର ବାର୍ତ୍ତା ଉଦେଶ୍ୟ ରେ ଗଛ ଲଗାଇବା ପାଇଁ ଚାରା ଦେଇଥିଲେ। ସଭାଶେଷରେ କୁମୁଦ ବାରିକ ଧନ୍ୟବାଦ ଅର୍ପଣ କରିଥଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   21-Sep-2026
  ଜିଲ୍ଲା  
ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   21-Sep-2026
  ଜିଲ୍ଲା  
ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   21-Sep-2026
  ଜିଲ୍ଲା  
ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   21-Sep-2026
  ଜିଲ୍ଲା  
୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   20-Sep-2026
  ଜିଲ୍ଲା  
ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   20-Sep-2026
  ଜିଲ୍ଲା  
୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ   20-Sep-2026
  ଜିଲ୍ଲା  
ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   20-Sep-2026
  ଜିଲ୍ଲା  
ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   20-Sep-2026
  ଜିଲ୍ଲା  
ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍   20-Sep-2026
  ଜିଲ୍ଲା  
ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   20-Sep-2026
  ଜିଲ୍ଲା  
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   20-Sep-2026

You Might Also Like