-+91-9937148622 |
prerana_bgr@rediffmail.com |
Saturday 15th August 2026 |
R.N.I. Regd No. ODIODI/2010/46693
Breaking News
10-Jan-2021
ଟିଟିଲାଗଡ, (ପ୍ରେରଣା ଖବର) : ଟିଟିଲାଗଡ ରେଳ ଷ୍ଟେସନ ସମ୍ନା ରେ ଥିବା ଜାତୀୟ ପତାକାକୁ ଅଣଦେଖା କରି ଛାଡ଼ିଦେବା ଦେଖା ଦେଇଛି । ଉପଯୁକ୍ତ ସରକାରୀ ନିୟମ ପାଳନ ନକରି ଖୋଲାଖୋଲି ବିଭାଗୀୟ ଅଧିକାରୀ ଏହି ତ୍ରିରଙ୍ଗା ପତାକା ଉତ୍ତୋଳନ କରିବା ସହ ଏହାର ଅସମ୍ମାନ ଓ କରିଛନ୍ତି l ଏହି ଜାତୀୟ ପତାକା ତଳେ ଖୋଲି ପଡିଛି । ଦିନେ ଦୁଇଦିନ ନ ହୋଇ ଦୀର୍ଘ ଦିନ ଧରି ଏପରି ଅବସ୍ଥାରେ ଝୁଲି ରହିଥିବା ବେଳେ ତୁରନ୍ତ ବିଭାଗୀୟ ଅଧିକାରୀ ଏ ଦିଗରେ ଦୃଷ୍ଟି ଦେଇ ଦୋଷୀ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ କରିବା ପାଇଁ ବିଭିନ୍ନ ମହଲରେ ଦାବୀ ହେଉଛି ।