-+91-9937148622 |
prerana_bgr@rediffmail.com |
Saturday 15th August 2026 |
R.N.I. Regd No. ODIODI/2010/46693
Breaking News
10-Jan-2021
ସମ୍ବଲପୁର (ପ୍ରେରଣା ଖବର): ଭିମ୍ସାର୍ କୋଭିଡ୍ ହସ୍ପିଟାଲରେ ଶୁକ୍ରବାର ଚିକିତ୍ସାଧୀନ ଥିବା ୩ ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ବରଗଡ଼ର ଜଣେ ୩୫ ବର୍ଷୀୟ ପୁରଷ ଓ ଜଣେ ୫୦ ବର୍ଷୀୟା ମହିଳା ରହିଥିବା ବେଳେ ଝାରସୁଗୁଡ଼ାର ଜଣେ ୫୩ ବର୍ଷୀୟା ମହିଳା ରହିଛନ୍ତି। କୋଭିଡ୍ ହସ୍ପିଟାଲ ହେବା ପରଠାରୁ ମୃତ୍ୟୁସଂଖ୍ୟା ୧୩୦ ଅତିକ୍ରମ କରିସାରିଲାଣି।