-+91-9937148622 |
prerana_bgr@rediffmail.com |
Monday 17th August 2026 |
R.N.I. Regd No. ODIODI/2010/46693
Breaking News
08-Jan-2021
ଲୋଇସିଂହା,(ବିନୋଦ କୁମାର ଦୀପ)- ଲୋଇସିଂହା ସୁରସଂଗମ ଏବଂ ସମୀର ଦିବ୍ୟାଙ୍ଗ ତରଫରୁ ଲୋଇସିଂହା ମହାବିଦ୍ୟାଳୟ ଛାତ୍ରଛାତ୍ରୀ ତଥା ସମସ୍ତ କର୍ମଚାରୀଙ୍କୁ କଲେଜ ପ୍ରବେଶ ଦ୍ୱାରରେ କରୋନା ସମ୍ପର୍କରେ ସଚେତନ କରାଯାଇଥିଲା l ସୁରସଂଗମ ଏବଂ ସମୀର ଦିବ୍ୟାଙ୍ଗ ସଙ୍ଘ ବଲାଙ୍ଗୀର ତରଫରୁ ସରୋଜ ମହାକୁରଙ୍କ ନେତୃତ୍ୱରେ ସ୍ଥାନୀୟ ଯୁବଗୋଷ୍ଠୀକୁ ନେଇ ମାସ୍କ ଏବଂ ସାନିଟାଇଜେର ବଣ୍ଟନ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ବିଦେଶ ବାଗ, ମନୋଜ ମହାଣା, ରିକୁ ପଧାନ, ସମୀର ପଧାନ ପ୍ରମୁଖ ସହଯୋଗ କରିଥିଲେ l