-+91-9937148622 |

prerana_bgr@rediffmail.com |

  Friday 2nd October 2026 |

| | | |

R.N.I. Regd No. ODIODI/2010/46693

Breaking News

ଟିଟିଲାଗଡ ଉପଖଣ୍ଡ ପ୍ରଶାସନ ଓ ପୌର ପରିଷଦ ପକ୍ଷରୁ ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ    (02-Oct-2026)       ||      କଟକ ସଦର ବ୍ଲକ କଂଗ୍ରେସ କମିଟି ତରଫରୁ ମହାତ୍ମା ଗାନ୍ଧୀ ଓ ଲାଲ୍ ବାହାଦୁର ଶାସ୍ତ୍ରୀ ଜୟନ୍ତୀ ପାଳିତ   (02-Oct-2026)       ||      ସୁବର୍ଣ୍ଣପୁର ମୁଖ୍ୟ ଚିକିତ୍ସାଳୟ ଠାରେ ଜାତୀୟ ସ୍ବେଚ୍ଛା କୃତ ରକ୍ତ ଦାନ ଶିବିର ଓ ସଚେତନତା ସଭା ଅନୁଷ୍ଟିତ   (02-Oct-2026)       ||      ଡାବୁଗାଁ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଅନ୍ତର୍ଜାତୀୟ ବୟସ୍କ ବ୍ୟକ୍ତି ଦିବସ ଓ ସ୍ବଚ୍ଛତା ହିଁ ସେବା ୨୦୨୬ କାର୍ଯ୍ୟକ୍ରମର ସଫଳତା ଉପରେ ପ୍ରଶ୍ନବାଚୀ?   (02-Oct-2026)       ||      *ଅକ୍ଟୋବର ୨ ନବରଙ୍ଗପୁର ଜିଲ୍ଲା ପ୍ରତିଷ୍ଠା ଦିବସ*   (02-Oct-2026)       ||      ବିଶ୍ୱ ଜଳାତଙ୍କ ଦିବସରେ ସଚେତନତା ବାର୍ତ୍ତା, ଜଳାତଙ୍କରୁ ସୁରକ୍ଷା ପାଇଁ ସଚେତନ ହେବାକୁ ଆହ୍ୱାନ   (02-Oct-2026)       ||      ହୀରାକୁଦ ର ଚର୍ଚ୍ଚିକା ରାନୀଙ୍କୁ ମିଳିଲା ଗ୍ଲୋବାଲ୍ ଆଇକନ୍ ଅଫ୍ ଇଣ୍ଡିଆ ର ସମ୍ମାନ |   (02-Oct-2026)       ||      ଦୁର୍ଗାପୂଜା ଓ ଦୀପାବଳି ୨୦୨୬ ପାଇଁ ଶାନ୍ତି ଓ ସମନ୍ୱୟ କମିଟି ବୈଠକ   (01-Oct-2026)       ||      ମହାବୀର ପଡା ରେ ବରିଷ୍ଟ ନାଗରିକ ଦିବସ ପାଳିତ   (01-Oct-2026)       ||      ଅନ୍ତର୍ଜାତୀୟ କରାଟେରେ ଶରଣ୍ୟା ସାହୁ ଓ ଶ୍ରେୟାନ୍ସ ସାହୁଙ୍କ ଉଲ୍ଲେଖନୀୟ ସଫଳତା ପାଈଁ ଲାୟନ୍ସ କ୍ଲବ ଟିଟିଲାଗଡ ତରଫରୁ ଦିଆଗଲା ସମ୍ବର୍ଦ୍ଧନା    (01-Oct-2026)       ||      ବଲାଙ୍ଗିରରେ ଜାତୀୟ ଲନ୍ ବଲ ଚାମ୍ପିଅନସିପ୍ ♦️ଅକ୍ଟୋବର ୨୩ରୁ ୨୬ ଯାଏ ପ୍ରତିଯୋଗିତା   (01-Oct-2026)       ||      *ସାହାଣୀ କପ୍ ଫୁଟବଲ୍ ଅଷ୍ଟମ ଦିବସ ରେ ପୁରୀ ଓ କଟକ ଵିଜୟୀ*- *ଗୀତ ନାଚ ରେ ଜମିଲା ଗାନ୍ଧି ଷ୍ଟାଡିୟମ୍* -   (01-Oct-2026)       ||      ଚାକିରୀ ଜୀବନରୁ ଅବସର ନେଲେ ସୁଜାତା ମ୍ୟାଡ଼ମ(ସବୁ ମହଲରୁ ଭବ୍ୟ ସମ୍ବର୍ଦ୍ଧନା)   (01-Oct-2026)       ||      ଲୋଇସିଂହା ଠାରେ ଜିଲ୍ଲା ସ୍ତରୀୟ ଫୁଟବଲ ଟୁର୍ନାମେଣ୍ଟ    (01-Oct-2026)       ||      ଟିଟିଲାଗଡରେ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ – ୨୦୨୬   (01-Oct-2026)       ||      ଗନ୍ଧରେଲ ରାଧାକୃଷ୍ଣମନ୍ଦିର ପରିସରରେ ସ୍ୱଚ୍ଛସର୍ବେକ୍ଷଣ କାର୍ଯ୍ୟକ୍ରମ   (01-Oct-2026)       ||      ଓମ୍ଫେଡର ୨୯ତମ ସାଧାରଣ ପରିଷଦ ବୈଠକ ଶେଷ • ୨୦୨୬-୨୭ରେ ୧୩୦୦ କୋଟି ଟଙ୍କା କାରବାର ଲକ୍ଷ୍ୟ • ଦୁଗ୍ଧ ସଂଗ୍ରହ ଓ ବିପଣନ ବ୍ୟବସ୍ଥା ସମ୍ପ୍ରସାରଣ ଉପରେ ଗୁରୁତ୍ୱ · ଚାଷୀଙ୍କ ଆର୍ଥିକ ବିକାଶକୁ ପ୍ରାଥମିକତା   (01-Oct-2026)       ||      ମା କୁଶଙ୍ଗାଇ ଙ୍କ ଷୋହଳ ପୂଜା ପାଇଁ ପ୍ରସ୍ତୁତି ବୈଠକ   (01-Oct-2026)       ||      *ଡାବୁଗାଁ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ସ୍ବଚ୍ଛତା ହିଁ ସେବା ୨୦୨୬ କାର୍ଯ୍ୟକ୍ରମ*   (01-Oct-2026)       ||      ବରପାଲି ଗଙ୍ଗାଧର କଳା ପରିଷଦ ତରଫରୁ ନୁଆଁ ଖାଇ ଭେଟଘାଟ କାର୍ଯ୍ୟକ୍ରମ - ୨୦୨୬   (01-Oct-2026)       ||     

HOME   ଜିଲ୍ଲା

ଦାବୀ ହାସଲ ପରେ ସାଂସଦ ଓ ପ୍ରଶାସନକୁ ସାଧୁବାଦ ଜଣାଇଲେ ସାଧୁ*-

23-Nov-2024



(ମନୋରଞ୍ଜନ ତ୍ରିପାଠୀ )
 ସାଂସଦ ଙ୍କ ହସ୍ତକ୍ଷେପ ପରେ ଆଜି ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ  ରାସ୍ତା ଉପର ପାଚେରି ଭାଙ୍ଗି ଅନଶନ ରେ ଥିବା ଗୋଟେ ପୀଡିତ ପରିବାର ପାଇଁ ବାସ ଭବନ ର ବାଟ ଫିଟିଛି l ଦୀର୍ଘ ବର୍ଷ ରୁ ଭୋଗୁ ଥିବା କଷ୍ଟ ରୁ ଓ ବନ୍ଦୀ ଘରୁ ମୁକ୍ତି ପାଇଛନ୍ତି ଦୁଇଟି ପରିବାର l  ଜିଲ୍ଲାପାଳ କାର୍ଯ୍ୟାଳୟ ଆଗରେ ନିଜ ଘରକୁ ରାସ୍ତା ଦେବା ଦାବିରେ ରାମ କୃଷ୍ଣ ନଗର ର ବରିଷ୍ଠ ନାଗରିକ ସାଧୁ ଚରଣ ସପତ୍ନୀକ ତିନି ଦିନ ଧରି ଧାରଣାରେ ବସିଥିଲେ। ସାଧୁଚରଣ ଏକ ଘର କିଣି ସହରର ଗ୍ରୀଡ଼ କଲୋନୀ ପାଖ ରେ ଆଜକୁ ଦୁଇ ବର୍ଷରୁ ଅଧିକ ହେଲା ରହି ଆସୁଥିବା ବେଳେ ଜମି ବିକ୍ରେତା ତାଙ୍କ ଘରକୁ ଯିବା ରାସ୍ତାରେ ପ୍ରାୟ ଛଅ ଫୁଟର ପାଚେରୀ ଦେଇ ଦେଇଥିଲେ। ଫଳରେ ନିଜ ଭିନ୍ନକ୍ଷମ ପତ୍ନୀ ଓ ସମ୍ପର୍କୀୟମାନେ ବି ପାଚେରୀ ଡେଇଁ ଯିବା ଆସିବା କରିବାକୁ ବାଧ୍ୟ ହେଉଥିଲେ। ଜମି ବିକ୍ରେତା ନିଜ ଜମିକୁ ପ୍ଲଟିଂ କରି ବିକ୍ରି କରିଥିବା ବେଳେ ଜମିରେ ରାସ୍ତା ଦେଇଥିଲେ ବି ସେହି ରାସ୍ତାକୁ ସରକାରଙ୍କୁ ଦାନ ପତ୍ରରେ ଦେଇ ନ ଥିଲେ l  ଫଳରେ  ସେହି ରାସ୍ତା ଜମି ମାଲିକଙ୍କ ନାମରେ ରୟତି ହୋଇ ରହିଥିବା ବେଳେ ଜମିର କିସମ ମଧ୍ୟ ପରିବର୍ତ୍ତନ ହୋଇ ନାହିଁ। ତେଣୁ ଜମି ମାଲିକ ବିବାଦ ସୃଷ୍ଟି କରି ରାସ୍ତା ଉପରେ ଏକ ପାଚେରି ଦେଇ ଦେଇଥିଲେ l ଏଇ ପାଚେରୀ ହଟେଇବାକୁ ପୋଲିସ ପ୍ରଶାସନର ସମସ୍ତ ଅଧିକାରୀଙ୍କ ସମେତ ରାଜସ୍ୱ ଅଧିକାରୀ ମାନଙ୍କୁ ଦୀର୍ଘ ଦିନ ରୁ ଲିଖିତ ଭାବେ ଜଣାଇଥିଲେ। ହେଲେ କୌଣସି ନ୍ୟାୟ ନ ପାଇବାରୁ ସାଧୁ ଚରଣ 
ଶେଷରେ ସପତ୍ନୀକ ଧାରଣା ଦେଇଥିଲେ । ପେଡ଼ି ପ୍ରୋକ୍ରୋମଣ୍ଟ ମିଟିଂ ଦିନ ସ୍ଥାନୀୟ ସାଂସଦ ଙ୍କୁ  କିଛି ବିଜେପି ଯୁବ ନେତା ଏ ପୀଡ଼ିତା ପରିବାର ଙ୍କ  ସମସ୍ୟା କଥା ବୁଝାଇ ଏହା ଉପରେ ଗୁରୁତର ସହ ବିଚାର କରିବାକୁ ଅନୁରୋଧ କରିବାରୁ ଏମ ପି ସ୍ପଟ କୁ ଆସି ଏ ଦମ୍ପତ୍ତି ସହିତ ଆଲେଚନା କରିଥିଲେ l ଓ ତୁରନ୍ତ ସମାଧାନ ପାଇଁ ପ୍ରଶାସନ କୁ ନିର୍ଦ୍ଦେଶ କରିଥିଲେ l  ପ୍ରଶାସନର ରାଜସ୍ୱ ଅଧିକାରୀ ଏହାର ବିଚାର ବିମର୍ଶ କରି ଉପ ଜିଲ୍ଲାପାଳ, ସଦର ତହସିଲଦାର ,ରାଜସ୍ବ ନିରୀକ୍ଷକ ପୋଲିସ ଉପସ୍ଥିତିରେ ୨୪ ଘଣ୍ଟା ଭିତରେ ପାଚେରି ଭାଙ୍ଗି ପିଡୀତଙ୍କ ଘରକୁ ରାସ୍ତା ଫିଟେଇ ଥିବା ଜଣା ଯାଇଛି l କଥା ରେ ଗୀତ ରେ ଅଛି *ଜିସ୍କା କୋଇ ନେହିଁ ଉସ୍କା ଖୁଦା ହେ ୟାରୋ*  ଭଳି ଏବେ ଯାହାବି ସମ୍ବେଦନ ଶୀଳ ସମସ୍ୟା ସ୍ଥାନୀୟ ନେତା କିମ୍ବା ପ୍ରଶାସନ ସମାଧାନ କରି ପାରୁନି ତାହା ସାଂସଦ ଙ୍କ ନଜର କୁ ଆସିଲେ ସମାଧାନ ଚଟାପଟ୍  l ଉଦାହରଣ ବସଷ୍ଟାଣ୍ଡ ଆନ୍ଦୋଳନ କାରୀ ଙ୍କ ସମସ୍ୟା ଓ ଅନଶନ ରେ ବସିଥିବା ଦମ୍ପତ୍ତି ଙ୍କ ସମ୍ବେଦନ ଶୀଳ ସମସ୍ୟା l ସାଂସଦ ଙ୍କୁ କୃତଜ୍ଞତା ସାଧୁବାଦ୍ ଜଣାଇଛନ୍ତି ନିମୁହିଁ ଘରେ ରହୁଥିବା  ସାଧୁ  ପରିବାର l


News Comment




Photo in News

Advertisment
Lastest News
  ଜିଲ୍ଲା  
ଟିଟିଲାଗଡ ଉପଖଣ୍ଡ ପ୍ରଶାସନ ଓ ପୌର ପରିଷଦ ପକ୍ଷରୁ ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ    02-Oct-2026
  ଜିଲ୍ଲା  
କଟକ ସଦର ବ୍ଲକ କଂଗ୍ରେସ କମିଟି ତରଫରୁ ମହାତ୍ମା ଗାନ୍ଧୀ ଓ ଲାଲ୍ ବାହାଦୁର ଶାସ୍ତ୍ରୀ ଜୟନ୍ତୀ ପାଳିତ   02-Oct-2026
  ଜିଲ୍ଲା  
ସୁବର୍ଣ୍ଣପୁର ମୁଖ୍ୟ ଚିକିତ୍ସାଳୟ ଠାରେ ଜାତୀୟ ସ୍ବେଚ୍ଛା କୃତ ରକ୍ତ ଦାନ ଶିବିର ଓ ସଚେତନତା ସଭା ଅନୁଷ୍ଟିତ   02-Oct-2026
  ଜିଲ୍ଲା  
ଡାବୁଗାଁ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଅନ୍ତର୍ଜାତୀୟ ବୟସ୍କ ବ୍ୟକ୍ତି ଦିବସ ଓ ସ୍ବଚ୍ଛତା ହିଁ ସେବା ୨୦୨୬ କାର୍ଯ୍ୟକ୍ରମର ସଫଳତା ଉପରେ ପ୍ରଶ୍ନବାଚୀ?   02-Oct-2026
  ଜିଲ୍ଲା  
*ଅକ୍ଟୋବର ୨ ନବରଙ୍ଗପୁର ଜିଲ୍ଲା ପ୍ରତିଷ୍ଠା ଦିବସ*   02-Oct-2026
  ଜିଲ୍ଲା  
ବିଶ୍ୱ ଜଳାତଙ୍କ ଦିବସରେ ସଚେତନତା ବାର୍ତ୍ତା, ଜଳାତଙ୍କରୁ ସୁରକ୍ଷା ପାଇଁ ସଚେତନ ହେବାକୁ ଆହ୍ୱାନ   02-Oct-2026
  ଜିଲ୍ଲା  
ହୀରାକୁଦ ର ଚର୍ଚ୍ଚିକା ରାନୀଙ୍କୁ ମିଳିଲା ଗ୍ଲୋବାଲ୍ ଆଇକନ୍ ଅଫ୍ ଇଣ୍ଡିଆ ର ସମ୍ମାନ |   02-Oct-2026
  ଜିଲ୍ଲା  
ଦୁର୍ଗାପୂଜା ଓ ଦୀପାବଳି ୨୦୨୬ ପାଇଁ ଶାନ୍ତି ଓ ସମନ୍ୱୟ କମିଟି ବୈଠକ   01-Oct-2026
  ଜିଲ୍ଲା  
ମହାବୀର ପଡା ରେ ବରିଷ୍ଟ ନାଗରିକ ଦିବସ ପାଳିତ   01-Oct-2026
  ଜିଲ୍ଲା  
ଅନ୍ତର୍ଜାତୀୟ କରାଟେରେ ଶରଣ୍ୟା ସାହୁ ଓ ଶ୍ରେୟାନ୍ସ ସାହୁଙ୍କ ଉଲ୍ଲେଖନୀୟ ସଫଳତା ପାଈଁ ଲାୟନ୍ସ କ୍ଲବ ଟିଟିଲାଗଡ ତରଫରୁ ଦିଆଗଲା ସମ୍ବର୍ଦ୍ଧନା   01-Oct-2026
  ଜିଲ୍ଲା  
ବଲାଙ୍ଗିରରେ ଜାତୀୟ ଲନ୍ ବଲ ଚାମ୍ପିଅନସିପ୍ ♦️ଅକ୍ଟୋବର ୨୩ରୁ ୨୬ ଯାଏ ପ୍ରତିଯୋଗିତା   01-Oct-2026
  ଜିଲ୍ଲା  
*ସାହାଣୀ କପ୍ ଫୁଟବଲ୍ ଅଷ୍ଟମ ଦିବସ ରେ ପୁରୀ ଓ କଟକ ଵିଜୟୀ*- *ଗୀତ ନାଚ ରେ ଜମିଲା ଗାନ୍ଧି ଷ୍ଟାଡିୟମ୍* -   01-Oct-2026

You Might Also Like