-+91-9937148622 |
prerana_bgr@rediffmail.com |
Tuesday 18th August 2026 |
R.N.I. Regd No. ODIODI/2010/46693
Breaking News
08-Jan-2021
(ପ୍ରେରଣା ଖବର ବ୍ୟୁରୋ) - ଦେଶରେ କୋରୋନା ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୦ ହଜାର ୫୭୦କୁ ବୃଦ୍ଧି, ଦେଶରେ ୨୪ ଘଣ୍ଟାରେ କୋରୋନା ନେଲା ୨୩୪ ଜଣଙ୍କ ଜୀବନ, ଦେଶରେ ଦିନକରେ ୧୮ ହଜାର ୧୩୯ କୋରୋନାରେ ଆକ୍ରାନ୍ତ, ମୋଟ ଆକ୍ରାନ୍ତ ସଂଖ୍ୟା ୧ କୋଟି ୪ ଲକ୍ଷ ୧୩ ହଜାର ୪୧୭କୁ ବୃଦ୍ଧି, ମୋଟ ଆକ୍ଟିଭ କେସ୍- ୨,୨୫,୪୪୯, ସୁସ୍ଥ-୧,୦୦,୩୭,୩୯୮.