-+91-9937148622 |
prerana_bgr@rediffmail.com |
Sunday 3rd May 2026 |
R.N.I. Regd No. ODIODI/2010/46693
Breaking News
06-Nov-2024
ଲୋଇସିଂହା, (ବିନୋଦ ଦୀପ) ୭ ତମ ବର୍ଷ ଗିରିଗୋବର୍ଦ୍ଧନ ପୂଜା ସ୍ଥାନୀୟ ଖେକେର୍ଲି ଛେଲବାହାଲ କୁମୁଣ୍ଡେ ଆଗଲାପାଲି ଡୁଙ୍ଗୁରି ଠାରେ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ଅଷ୍ଟପ୍ରହରୀ ନାମଯଂଜ୍ଞ ହେବା ସହିତ ରାତ୍ରି ସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ବେଶ ଆଡମ୍ବର ସହ ହୋଇଥିଲା l ଏହି ଗିରିଗୋବର୍ଧନ ପୂଜା ରେ ପୂଜା ପ୍ରତିଷ୍ଠାତା କେଶବ ପଣ୍ଡା, କର୍ତା ଭାବେ ଶ୍ରୀଯୁକ୍ତ ଶିବ କର୍ମୀ ଏବଂ ପୁରୋହିତ ହୃଦାନନ୍ଦ ମିଶ୍ର ଙ୍କ ନେତୃତ୍ୱ ରେ ପାଳିତ ହୋଇଥିଲା l ସାଂସ୍କୃତିକ କାର୍ଯ୍ୟକ୍ରମ ରେ ବରିଷ୍ଠ କଳାକାର ମାନଙ୍କୁ ଏହି ପୂଜା ଉତ୍ସବ ରେ ସମ୍ବର୍ଦ୍ଧନା କରାଗଲା l