-+91-9937148622 |
prerana_bgr@rediffmail.com |
Sunday 3rd May 2026 |
R.N.I. Regd No. ODIODI/2010/46693
Breaking News
06-Nov-2024
ବରପାଲି(ସୁଦାମ ଦୀପ): ବରଗଡ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ ଭଟିଗାଁ ବାଲିଯାତ୍ରା ପଡ଼ିଆରେ ଭଟିଗାଁ ସରକାରୀ ବିଦ୍ୟାଲୟରେ ପଢୁଥିବା ଛାତ୍ରଛାତ୍ରୀ ୨୦୦୧ ବର୍ଷ ମେଟ୍ରିକ୍ ବ୍ୟାଚର ଏକ ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଦୀର୍ଘ ୨୪ବର୍ଷ ପରେ ସମସ୍ତ ଛାତ୍ରଛାତ୍ରୀ ନିଜ ନିଜର ପରିବାର ସହିତ ଆସି ପରିଚୟ ପ୍ରଦାନ କରିଥିଲେ। ଆସନ୍ତା ବର୍ଷ କିଭଳି ଭାବରେ ଏକ ମାସ ଆଗରୁ ବନ୍ଧୁମିଳନ ଉତ୍ସବ ହେବ ସେ ବିଷୟରେ ଆଲୋଚନା କରାଯାଇଥିଲା l