-+91-9937148622 |
prerana_bgr@rediffmail.com |
Friday 24th April 2026 |
R.N.I. Regd No. ODIODI/2010/46693
Breaking News
02-Nov-2024
ନର୍ଲା (ସଞ୍ଜିବ ଦାସ )
ଓଡିଶା ପ୍ରଶାସନିକ ସେବାରେ କୃତକାର୍ଯ୍ୟ ହୋଇଥିବା
ପୂର୍ବତନ ଛାତ୍ର ଶ୍ରୀ ମାନ ତୁଳସୀ ରାମ ମାଝୀଙ୍କୁ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ନର୍ଲା ତରଫରୁ ସମ୍ବର୍ଦ୍ଧନା କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ସଭାପତି -ଶ୍ରୀଯୁକ୍ତ ସାରଥୀ ନାୟକ, ସମ୍ପାଦକ ଶ୍ରୀ ଯୁକ୍ତ ଅଜୟ କୁମାର ନାଏକ,ଉପ-ସଭାପତିଶ୍ରୀ ଯୁକ୍ତ ସୁବନ ସାହୁ, ପ୍ରଧାନ ଆଚାର୍ଯ୍ୟ ଶ୍ରୀ ଯୁକ୍ତ ବୁଦ୍ଧ ନାଏକ ଗୁରୁଜୀ ଗୁରୁମା ଏବଂ ଶିଶୁ ଭାଇ ଭଉଣୀ ଉପସ୍ଥିତ ଥିଲେ