-+91-9937148622 |
prerana_bgr@rediffmail.com |
Friday 24th April 2026 |
R.N.I. Regd No. ODIODI/2010/46693
Breaking News
02-Nov-2024
ବରଗଡ଼:(ନିରଞ୍ଜନ ତ୍ରିପାଠୀ )-ବରଗଡ ଜିଲ୍ଲା ବିଜେପୁର ବସଷ୍ଟାଣ୍ଡରେ ପାଳିତ ହେଉଥିବା ମାଁ ଶ୍ୟାମାକାଳୀ ପୂଜା ମହୋତ୍ସବ ପୂଜା କମିଟି ବିଜେପୁରଙ୍କ ନିମନ୍ତ୍ରଣ କ୍ରମେ ସଂଧ୍ୟା ୬ ଘଟିକା ସମୟରେ ବିଜେପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ଅଶୋକ ପାଣିଗ୍ରାହୀ ପୂଜା ମଣ୍ଡପକୁ ଆସି ମାଁ ଙ୍କୁ ଦର୍ଶନ କରିବା ସହିତ ଆଶିଷ ଭିକ୍ଷା କରିଥିଲେ। ଶେଷରେ ମାଁ ଶ୍ୟାମାକାଳୀ ପୂଜା କମିଟିର କର୍ମକର୍ତ୍ତା ତଥା ସମସ୍ତ ସଦସ୍ୟ ମାନଙ୍କ ନିଷ୍ଠାପର ଉଦ୍ୟମରେ ପୂଜା ମହୋତ୍ସବ ଶାନ୍ତି ଶୃଙ୍ଖଳା ଭାବେ ଅନୁଷ୍ଠିତ ହେଉଥିବାରୁ ତାଙ୍କ ଉଦ୍ୟମକୁ ଭୂୟସୀ ପ୍ରଶଂସା କରିବା ସହ ଜନସାଧାରଣଙ୍କ ମଙ୍ଗଳ କାମନା ପାଇଁ ପ୍ରାର୍ଥନା କରିଥିଲେ।