-+91-9937148622 |

prerana_bgr@rediffmail.com |

  Tuesday 15th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||      ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   (13-Sep-2026)       ||     

HOME   ଜିଲ୍ଲା

ରେଙ୍ଗାଲି କେମ୍ପ ରେ ପ୍ରସିଦ୍ଧ ମାଁ ଶ୍ୟାମା କାଳୀ ଙ୍କ ୬୫ ତମ ପୂଜା ପାଇଁ ପ୍ରସ୍ତୁତି ଜୋର୍ ଧରିଛି

30-Oct-2024



ଅତାବିରା (ଆକାଶ ମିଶ୍ର):  ପ୍ରତି ବର୍ଷ ଭଳି ଚଳିତ ବର୍ଷ ଅତାବିରା ବ୍ଲକ ଅନ୍ତର୍ଗତ ରେଙ୍ଗାଲି କେମ୍ପ ରେ ଥିବା ସରକାରୀ କେନାଲ ବିଭାଗ ପରିସରରେ ୬୫ତମ ମାଁ ଶ୍ୟାମା କାଳୀ ଙ୍କ ଶେଷ ସ୍ପର୍ଶ ହୋଇ ସମସ୍ତ ସାଜସଜ୍ଜା ଯୋଗୁଁ ସହର ଠୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ଚାରି ଆଡେ଼ ଚଳଚଞ୍ଚଳ ହୋଇ ଉଠିଛି।ଏହି ଅବସରରେ ଆସନ୍ତା ୩୦ରୁ ନଭେମ୍ବର ୧ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ମାଁ ଶ୍ୟାମା କାଳୀ ପୂଜା ପାଇଁ ପୂଜା କମିଟି ର ସଭାପତି ଅନିଲ କୁମାର ସାହୁ,ସମ୍ପାଦକ ଆଦିତ୍ୟ ପ୍ରଧାନ,ଉପ ସଭାପତି ଜିତୁ ଭୋଇ,ନରେନ୍ଦ୍ର ଭୋଇ ଓ ଶାନ୍ତ କୁମାର ଭୋଇ କୋଷାଧ୍ୟକ୍ଷ ଭାବେ ଦାୟିତ୍ଵ ତୁଲାଉ ଥିବା ବେଳେ ମନ୍ଦିର ପରିଚାଳନା କମିଟି ର ଅବସର ପ୍ରାପ୍ତ କର୍ମଚାରୀ ଚତୁର୍ଭୁଜ ମିର୍ଦ୍ଧା ସଭାପତି,ସମ୍ପାଦକ ଅଭିରାମ ପ୍ରଧାନ,କୋଷାଧ୍ୟକ୍ଷ ସହକାରୀ ଯନ୍ତ୍ରୀ ସୁକାନ୍ତ ନାଏକ ଓ ଭାର ପ୍ରାପ୍ତ ଅଧିକାରୀ ଦିବ୍ୟ କିଶୋର କୁଆଁର ଉପଦେଷ୍ଟା ଭାବେ ରହିଛନ୍ତି।ସେହିପରି ତ୍ରି ଦିନାତ୍ମକ ପୂଜା ପାଇଁ ମୁଖ୍ୟ ପୂଜକ ଭାବରେ ଅଚ୍ୟୁତାନନ୍ଦ ଶତପଥୀ,ଚଣ୍ଡୀ ପାଠକ ପ୍ରଭାକର ଶତପଥୀ ଓ ତାଙ୍କ ସାଥୀ ବାବୁଲୁ ଦାଶ,କାହ୍ନୁ ଚରଣ ମହାପାତ୍ର ବରଣ ହୋଇଥିବା ବେଳେ କର୍ତ୍ତା ଭାବେ କେନାଲ ବିଭାଗ ଅଧିକାରୀ ସପତ୍ନିକ ଦିବ୍ୟ କିଶୋର କୁଆଁର ଓ ଦୀପା ଞ୍ଜଳୀ କୁଆଁର ଦାୟିତ୍ୱ ନିର୍ବାହ କରିବେ ବୋଲି ସ୍ଥିରୀକୃତ ହୋଇଛି।ଦୀର୍ଘ ୧୫ବର୍ଷ ଧରି କୋଶଳ ଶିଳ୍ପ ଆଦିତ୍ୟ ନାୟକ,ଲିଙ୍ଗ ରାଜ ନାୟକ,ବୃନ୍ଦାବନ ଥପା,ନବୀନ ବେହେରା ଓ ସରୋଜ ମିର୍ଦ୍ଧା ମାଁ ଙ୍କ ମୃଣ୍ମୟ ମୂର୍ତ୍ତି କୁ ଆଜି ଶେଷ ସ୍ପର୍ଶ ଦେଇଛନ୍ତି।ଆସନ୍ତା ୩୦ ତାରିଖ ରେ ୧୦ ଘଣ୍ଟା  ସମୟରେ ସ୍ଥାନୀୟ କେନାଲ ରୁ କଳସ ଯାତ୍ରା ପାଇଁ ବାବେବିରା ଗ୍ରାମର ଅଭୟ ନୃସିଂହ ସମ୍ପ୍ରଦା କଳା ପରିଷଦ,ରେମତା ର ମାଁ ମଙ୍ଗଳା ଘଣ୍ଟ ବାଦ୍ୟ ରେ ଶୋଭାଯାତ୍ରା ହେବାକୁ ଥିବା ବେଳେ ଅପରାହ୍ନ ୩ଟା ରୁ ତରାକନା ର ସୁଧାଂଶୁ ସାହୁ,ବଡଗାଁ ର ରାଜୁ ପ୍ରଧାନ,ବିର୍ମାଲ ଲକ୍ଷଣ ମହାପାତ୍ର, ଟାମ୍ପର ସରା ର ଦିବ୍ୟ କର, ଖଲିଆ ପାଲି ର ଆଶାବତୀ ମଲ୍ଲିକ, ବନବସ ପାଲି ର ଜ୍ୟୋତିଷ ସାହୁ, ସାନ୍ତରା ର କସ୍ତୁରୀ କିଶାନ, ବଡ଼ ମାଲ ର ମିଲି ସା ଓ ଭତ୍ରା ର ଇତିଶ୍ରୀ କର ଙ୍କ ଦ୍ଵାରା କୀର୍ତ୍ତନ ଧାରା।୩୧ତାରିଖ ସନ୍ଧ୍ୟା ୬ଟା ରେ ବାବେବି ରା ର ଜ୍ୟୋତି ଡାନ୍ସ ଗ୍ରୁପ ଓ ରାତ୍ରି ୧୧ଟା ରୁ ଜଟଲା ଗୌନ୍ତିଆ ପାର୍ଟି ର ଗଣେଶ ଅପେରା ହେବ ବୋଲି ଜଣା ପଡ଼ିଛି।ନଭେମ୍ବର ୧ତାରିଖ ରେ ପୂର୍ଣ୍ଣାହୁତି ସହ ଭସାଣି ହେବା ବୋଲି କମିଟି ପକ୍ଷରୁ ସୂଚନା ରହିଛି ।


News Comment




Photo in News

Advertisment
Lastest News
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026
  ରାଜ୍ୟ  
ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   13-Sep-2026
  ଜିଲ୍ଲା  
ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026

You Might Also Like