-+91-9937148622 |
prerana_bgr@rediffmail.com |
Tuesday 21st April 2026 |
R.N.I. Regd No. ODIODI/2010/46693
Breaking News
29-Oct-2024
ଡାବୁଗାଁ (ମିହିର ଶଙ୍କର ପାତ୍ର,)
ବିଧିବଦ୍ଧ ଭାବେ ଆଜି ଠାରୁ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ଡାବୁଗାଁ ବ୍ଲକ ରେ ଆରମ୍ଭ ହୋଇଛି ।
ଏହି ଅବସରରେ ଆଜି ବ୍ଲକରେ ଡାବୁଗାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶରତ ମାଝୀ, ଜିପିଓ ପଦ୍ମନାଭ ଭାଲା, ପିଇଓ ଏ.ଡି ପ୍ରସାଦ, ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ସ୍ବତନ୍ତ୍ର ନିମନ୍ତ୍ରିତ ସଭ୍ୟ ଜୟନ୍ତ କୁମାର ପାତ୍ର , କଂଗ୍ରେସ ବ୍ଲକ ସଭାପତି ଜି ସାଇ ରାଜୁ, ବିଜେଡି ବ୍ଲକ ସଭାପତି ସୁରେନ୍ଦ୍ର ମିଶ୍ର, ପୂର୍ବତନ ବ୍ଲକ ଅଧ୍ୟକ୍ଷ ବଂଶୀଧର ମାଝୀ ଏବଂ ଅନ୍ୟମାନେ ଉପସ୍ଥିତ ରହି ଥିଲେ। ଏହି କାର୍ଯ୍ୟକ୍ରମ ରେ ଜନସାଧାରଣ ସହଯୋଗ କରିବା ପାଇଁ ସାମୁହିକ ଭାବରେ ଅନୁରୋଧ କରା ଯାଇଛି। କାର୍ଯ୍ୟକ୍ରମ ଟି ଆସନ୍ତା ମାସ ୨୮ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ସୂଚନା ମିଳିଛି