-+91-9937148622 |

prerana_bgr@rediffmail.com |

  Tuesday 15th September 2026 |

| | | |

R.N.I. Regd No. ODIODI/2010/46693

Breaking News

କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||     

HOME   ଜିଲ୍ଲା

ତଣ୍ଡାମୁଣ୍ଡା ଘାଟୀତଳର ଡବଲ ମର୍ଡର, ପଲକ ପୂର୍ବରୁ ପୁଲିସ୍ ର ଦ୍ବାରସ୍ଥ ହୋଇଥିଲା ?

29-Oct-2024



ବଲାଙ୍ଗୀର(ମଳୟ ମିଶ୍ରଙ୍କ ରିପୋର୍ଟ) ତଣ୍ଡାମୁଣ୍ଡା ଘାଟି ଜଙ୍ଗଲରୁ ପୁଲିସ୍ ଉଦ୍ଧାର କରିଥିବା ବାହାର ରାଜ୍ୟର ଯୁବକଯୁବତୀଙ୍କ ତଣ୍ଟିକଟା ହତ୍ୟାକାଣ୍ଡରେ ତଦନ୍ତକାରୀ ପୁଲିସ୍ ଏଯାଏଁ ହତ୍ୟାର କାରଣ ଓ ହତ୍ୟାକାରୀଙ୍କ ସମ୍ପର୍କରେ ଖୁଲାସା କରି ନଥିବା ବେଳେ ଗଣମାଧ୍ୟମରେ ବିଭିନ୍ନ ଚମକପ୍ରଦ ବିଷୟ ପ୍ରକାଶ ପାଇଛି ।

ତେବେ ଏଥିରେ ଆମର ପୂର୍ବାନୁମାନ ପ୍ରାୟତଃ ସତ ହେଉଛି।  ଏହି ହତ୍ୟାର କାରଣ ଗଞ୍ଜେଇ ଚୋରା ଚାଲାଣରେ  ଧୋକା ବୋଲି ଆମେ ପ୍ରକାଶ କରିଥିଲୁ। ଏହାସହ ମୃତ ଜାଭେଦ୍ ଝାଡଖଣ୍ଡର ନୁହେଁ, ହାଇଦ୍ରାବାଦର ବୋଲି ସେ କିଛିଦିନତଳେ ବଲାଙ୍ଗୀର ରେଳଷ୍ଟେସନରେ ଚୋରାଗଞ୍ଜେଇ ସହ ଧରାପଡିଥିବା ଦୁଇଜଣ ନାବାଳକ ମଧ୍ୟରୁ ଜଣେ ତା'ର ସମ୍ପର୍କୀୟ ଭଣଜା ହୋଇଥିବାରୁ ସେ ଏଠାରେ ରହି ତାର ଜାମିନ୍ ପାଇଁ  ଓକିଲ ସମ୍ପର୍କ କରିଥିବା ବିଷୟ ପ୍ରକାଶ କରିଥିଲୁ। ତେବେ ଏହାର ମୂଳକାରଣ ଆନ୍ତଃରାଜ୍ୟ ଗଞ୍ଜେଇ ଚୋରାଚାଲାଣ ବୋଲି ଆମେ ଦୃଢ ସନ୍ଦେହ କରିବା ସହ ଫୁଲବାଣୀ-ବୌଦ୍ଧ-ସୋନପୁର-ବଲାଙ୍ଗୀର କରିଡର ଦେଇ ଏହା ଝାଡଖଣ୍ଡ ବା ବାହାରରାଜ୍ୟକୁ ପୁଲିସ୍ ଓ ସ୍ଥାନୀୟ ବେପାରୀଙ୍କ ସହଯୋଗରେ ଏକ ରାକେଟରେ ପାର ହେଉଥିବା ବିଷୟ ଉଲ୍ଲେଖ କରିଥିଲୁ। ଏବେ ତାହା ସତ ହେବାରେ ଲାଗିଛି। ତେବେ ପୁଲିସର ତଦନ୍ତର ଖୁଲାସା ପରେ ସମ୍ପୂର୍ଣ୍ଣ ଘଟଣା ଜଣାପଡିବ ।

ଏହି ଅନୁଯାୟୀ, ମୃତା ଯୁବକଯୁବତୀ ଦୀର୍ଘଦିନ ଧରି ବଲାଙ୍ଗୀର ସମେତ ବିଭିନ୍ନ ଜିଲ୍ଲାରେ ଏଥିପାଇଁ ଜାଲ ବିଛାଇ ଗଞ୍ଜେଇ ଚୋରାଚାଲାଣରେ ସମ୍ପୃକ୍ତ ରହିଥିବା ଓ  ଏଥିରେ ସେମାନଙ୍କ ସହ ବାହାରରାଜ୍ୟର ଆନ୍ତଃରାଜ୍ୟ ଚୋରା ବେପାରୀ ମାନେ ସକ୍ରିୟ ରହିଥିବା ପ୍ରମାଣିତ ହୋଇଛି ।  ଏଥରୁ ସେମାନଙ୍କ ମଧ୍ୟରେ ଟଙ୍କା ଦେଣନେଣକୁ ନେଇ ଗୋଷ୍ଠୀବିବାଦ ସୃଷ୍ଟି ହୋଇଥିଲା ଓ ଆଜି ପ୍ରକାଶିତ ଏକ ନିର୍ଭରଯୋଗ୍ୟ ଖବର ଅନୁଯାୟୀ, ପ୍ରାୟ ୭ ଲକ୍ଷ ଟଙ୍କା ହଡପ ନିମନ୍ତେ ଝାଡଖଣ୍ଡର ଉକ୍ତ ଆନ୍ତଃରାଜ୍ୟ ଚୋରାବେପାରୀ ମାନେ ଟ୍ରେନ୍ ରେ  ଆସି ବିଶ୍ବାସଘାତକତା ପାଇଁ ସେମାନଙ୍କୁ ହତ୍ୟା କରିଥିବା କୁହାଯାଉଛି । ତେଣୁ ଯେଉଁଠାରେ ସେମାନଙ୍କ ମୃତଦେହକୁ ଫିଙ୍ଗାଯାଇଥିଲା , ସେଇ ରାସ୍ତା କୌଣସି ସ୍ଥାନୀୟ ସହଯୋଗୀ ଦେଖାଇଥିବା ସମ୍ଭବ l 

କିନ୍ତୁ ଗୁରୁତର ବିଷୟ ଯେ, ଏହି ପ୍ରକାଶିତ ତଥ୍ୟ ଅନୁସାରେ, ମୃତାଯୁବତୀ ପଲକ ଆଗରୁ କୌଣସି ବିଷୟ ପାଇଁ ପୁଲିସର ଦ୍ବାରସ୍ଥ ହୋଇଥିବା, ସେହି ସମୟରୁ ପୁଲିସ୍ ତା'ର ଫଟୋ ଓ ତଥ୍ୟ ରଖି ତାର ଓ ତା'ସାଙ୍ଗରେ ରହି ହତ୍ୟାର ଶିକାର ହୋଇଥିବା ତାର ପୁରୁଷବନ୍ଧୁ ବନାମ ଅନ୍ୟତମ ଆନ୍ତଃରାଜ୍ୟ ଗଞ୍ଜେଇ ମାଫିଆ ଜାଭେଦ୍ ର ଗତିବିଧି ଉପରେ ନଜର ରଖୁ ଥିବାରୁ ପୁଲିସ୍ ଏହି କାରବାର ସହିତ ପୂର୍ବରୁ ଭଲଭାବରେ ଅବଗତ ଥିଲା ? ଏବେ ତାହା ତଦନ୍ତର ପରିସରଭୁକ୍ତ ହେବ କି  ? ବୋଲି ଲୋକେ ଆଲୋଚନା କରୁଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   15-Sep-2026
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026
  ରାଜ୍ୟ  
ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   13-Sep-2026

You Might Also Like