-+91-9937148622 |
prerana_bgr@rediffmail.com |
Thursday 20th August 2026 |
R.N.I. Regd No. ODIODI/2010/46693
Breaking News
06-Jan-2021
ରଉରକେଲା, (ପ୍ରେରଣା ଖବର ବ୍ୟୁରୋ) - ଟେନସା ଫାଣ୍ଡିର ସବ ଇନ୍ସପେକ୍ଟର ଅଶୋକ ବେହେରାଙ୍କୁ ତୀର ମାଡ଼ ଘଟଣା। ତୀର ମାଡ କରିଥିବା ମୁଖ୍ୟ ଅଭିଯୁକ୍ତ ଙ୍କ ସମେତ ତିନି ଜଣ ଗିରଫ । ତୀର ମାଡ ହୋଇଥିବା ଧନୁ ଜବତ। ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ଉଦ୍ୟମ ଜାରି। ଇସ୍ପାତ ଜେନେରାଲ ହସପିଟାଲରେ ଚିକିତ୍ସିତ ହେଉଥିବା ଫାଣ୍ଡି ଅଧିକାରୀ ସୁସ୍ଥ ଓ ବିପଦମୁକ୍ତ। ୪ଜଣିଆ ଡାକ୍ତରୀ ଦଳ ଗତ ରାତିରେ ଅସ୍ତ୍ରୋପଚାର କରି ତୀର ବାହାର କରିଛନ୍ତି। ଚୋରା ମଦ କାରବାର ରୋକିବା କୁ ଯାଇଥିବା ବେଳେ ଟେଂସା ଜିରୋ ପଏଣ୍ଟ ନିକଟରେ ତୀରମାଡ ହୋଇଥିବା ଅଭିଯୋଗ ହୋଇଥିଲା।