-+91-9937148622 |

prerana_bgr@rediffmail.com |

  Monday 21st September 2026 |

| | | |

R.N.I. Regd No. ODIODI/2010/46693

Breaking News

୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   (20-Sep-2026)       ||      ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   (20-Sep-2026)       ||      ୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ    (20-Sep-2026)       ||      ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   (20-Sep-2026)       ||      ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   (20-Sep-2026)       ||      ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍    (20-Sep-2026)       ||      ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   (20-Sep-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   (20-Sep-2026)       ||      ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   (20-Sep-2026)       ||      ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   (20-Sep-2026)       ||      ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   (20-Sep-2026)       ||      ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   (20-Sep-2026)       ||      ଗାଇ ସହ ବାଇକ୍ ଧକ୍କା ହୋଇ ବାଇକ୍ ଦୁର୍ଘଟଣା, ଜଣେ ମୃତ   (20-Sep-2026)       ||      ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିଦର୍ଶନ    (20-Sep-2026)       ||      ଭିଜିଲାନ୍ସ ଜାଲରେ ଦୁଇ ସରକାରୀ କର୍ମଚାରୀ   (20-Sep-2026)       ||      ତଳମୁଣ୍ଡଚାଷୀ ପ୍ରତାରିତ   (20-Sep-2026)       ||      *ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (20-Sep-2026)       ||      ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   (20-Sep-2026)       ||      ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   (20-Sep-2026)       ||      ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   (20-Sep-2026)       ||     

HOME   ଜିଲ୍ଲା

ଅଖିଳ ଭାରତ କୃଷକ ସଭାପକ୍ଷରୁ ବିଭିନ୍ନ ଅସୁବିଧାକୁ ନେଇ ରାଲି ସହ ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟ ରେ ବ୍ଲକ ବିଡ଼ିଓ ଙ୍କୁ ଦାବିପତ୍ର ପ୍ରଦାନ

24-Oct-2024



ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକର ଅଖିଳ ଭାରତ କୃଷକ ସଭାପକ୍ଷରୁ ବ୍ଲକ ସଭାପତି ସତ୍ୟ ନାରାୟଣ ମହାପାତ୍ରଙ୍କ ନେତୃତ୍ୱରେ ପୁରୁଷୋତ୍ତମପୁର କାଲି ମନ୍ଦିର ଛକ ଠାରୁ ପୁରୁଷୋତ୍ତମପୁର ବ୍ଲକ ଓ ଏନଏସି ଅଞ୍ଚଳରସର୍ବ ସାଧାରଣ ଲୋକମାନଙ୍କର ବିଭିନ୍ନ ଅସୁବିଧାକୁ ନେଇ କାଳୀ ମନ୍ଦିର 

ଛକଠାରୁ ବ୍ଲକ ମଧ୍ୟକୁ ଯାଇ ୧୬ ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ବ୍ଲକ ବିଡ଼ିଓ ମନୋଜ କୁମାର ନାୟକଙ୍କୁ ବାଦୀପତ୍ର ପ୍ରଦାନ କରିଥିଲେ l ଅଖିଳ ଭାରତ କୃଷକ ସଭାପକ୍ଷରୁ ୧୬ଗୋଟି ଦାବି ହେଲା ସମସ୍ତ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ସି-୨+୫୦ ପ୍ରତିଶତ ପାଇଁ ଆଇନଗତ ଗ୍ୟାରେଣ୍ଟି ସହତ ସରକାରୀ ଭାବେ ସମସ୍ତ ଫସଲ ସଂଗ୍ରହକୁ ସୁନିଶ୍ଚିତ କରିବା ସହ ସମସ୍ତ ଚାଷୀଙ୍କୁ ଋଣ ଛାଡ଼ କରିବା, ଦରଦାମ ବୃଦ୍ଧିକୁ ବନ୍ଦ କରି ମୁନଫାଖୋର ବ୍ୟବସାୟୀଙ୍କ ବିରୋଧରେ କଠୋରଦଣ୍ଡ ବିଧାନ କରିବା, କୃଷି ସମତେ ଜମି ଅଧିଗ୍ରହଣ ପୂର୍ବରୁ ଗ୍ରାମ ସଭାରେ ପାରୀତ କରି କାର୍ଯ୍ୟକାରି କରିବା ଏବଂ ବିଦ୍ୟୁତ ସଂଶୋଧନ ବିଲ ୨୦୨୦କୁ ବାତିଲ କରି ଆଗୁଆ ବିଲ ପୌଠ ଉଦେଶ୍ୟରେ ସ୍ମାର୍ଟ ମିଟର ଯୋଜନାକୁ ସମ୍ପୂର୍ଣ ବନ୍ଦ କରିବା, ବିଜେପି ସରକାର ଆସିବା ପୂର୍ବରୁ ନିର୍ବାଚନ ପ୍ରତିଶୃତି ଦେଇଥିବା ୩୦୦ ୟୁନିଟ ବିଲ ଶୁକ୍ଳ ଛାଡ଼ କରିବା, କୃଷି କ୍ଷେତ୍ରରେ ବିଦ୍ୟୁତ ବିଲ ଛାଡ଼ କରିବା, ୧୮ ବର୍ଷରୁ ଉର୍ଦ୍ଧ ସମସ୍ତ ମହିଳାଙ୍କୁ ସୁଭଦ୍ରା ଯୋଜ ନାରେ ଅନ୍ତର୍ଭୁକ୍ତ କରିବା, ସମସ୍ତ ବୃଦ୍ଧାବୃଦ୍ଧ, ବିଧବା ମହିଳା ଓ ସମସ୍ତ ଭିନ୍ନକ୍ଷମ, ଅବିବାହିତ ଯୁବତୀ ଏବଂ ଛାଡ଼ପତ୍ର ମହିଳା ମାନଙ୍କୁ ପେନସେନଭୋଗୀଙ୍କୁ ୩ ହଜାର ଟଙ୍କା ଭତା ପ୍ରଦାନ କରିବା, ମନରେଖାଯୋଜନାକୁ ସମ୍ପ୍ରସାରଣ କରି କୃଷି କ୍ଷେତ୍ରରେ ସାମିଲ କରିବା, ୬୦ବର୍ଷରେ ପଦାର୍ପଣ କରିଥିବା ସମସ୍ତ କୃଷକ ମାନଙ୍କୁ ୧୦ ହଜାର ଟଙ୍କା ପେନସନ ପ୍ରଦାନ କରିବା,  ପଞ୍ଜିକରଣ କରିଥିବା ସମସ୍ତ ଚାଷୀଙ୍କୁ ଧାର୍ଯ୍ୟଲକ୍ଷ ବାହାରେ ବଳକା ଧାନ ସଂଗ୍ରହକୁ ସୁନିଶ୍ଚିତ କରି କୁଇଣ୍ଟାଲ ପିଛା କେନ୍ଦ୍ର ସରକାରଙ୍କ ଦ୍ୱାରା ନିର୍ଧାରିତ ୨୩୦୦ ଓ ରାଜ୍ୟ ସରକାର ଦେଉଥିବା ବୋନସ ୮୦୦=୩୧୦୦ ପ୍ରଦାନ କରିବା, ସମସ୍ତ ବ୍ଲକ ଅଫିସରେ ଅଭି ଯୋଗ ପ୍ରକୋଷ୍ଠଖୋଲିବା | ଆଛୁଳି ଛକ ଠାରୁ ତାରା ତାରିଣୀ ମନ୍ଦିରକୁ ଯିବାପାଇଁ ହାଣ୍ଡିଘର ଗ୍ରାମରେ ନୂତନ ବ୍ରିଜ ପ୍ରଯ୍ୟନ୍ତ ରାସ୍ତାର ସମ୍ପ୍ର ସାରଣ କରିବା, ପୁରୁଷୋ ତ୍ତମପୁର ବ୍ଲକ ଭାଟ୍ଟକୁମରଡ଼ା, ବଡ଼ ଖରିଡା, ପାଣ୍ଡିଆ, ପ୍ରତା ପୁର, ସମାର ମେଡିକାଲରେ ଖାଲିପଡ଼ିଥିବା ଡାକ୍ତର ପଦବୀକୁ ତୁରନ୍ତ

ପୂରଣ କରିବା ପାଇଁ ସରକାରଙ୍କ ଦୂଷ୍ଟି ଗୋଚର ନେବାପାଇଁ ପୁରୁଷୋତ୍ତମ ପୁର ବ୍ଲକ ବିଡ଼ିଓଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରିଥିଲେ l ଏଥିରେ ଗଞ୍ଜାମ ଜିଲ୍ଲା ଅଖିଳ ଭାରତ କୃଷକ ସଭାର ସହସମ୍ପାଦକ ପ୍ରକାଶ ଚନ୍ଦ୍ର ବେହେରା,ଗଞ୍ଜାମ ଜିଲ୍ଲା  ସହସମ୍ପାଦକ ପ୍ରଦୀପ ସେଠି, ପ୍ରହଲ୍ଲାଦ ସ୍ୱାଇଁ, କିଶୋର ମହାପାତ୍ର, ଦଣ୍ଡପାଣି ପ୍ରଧାନ, କଂଗ୍ରେସ ବେହେରା ସମେତ ଶତାଧିକ ଚାଷୀମାନେ ଉପସ୍ଥିତ ଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   20-Sep-2026
  ଜିଲ୍ଲା  
ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   20-Sep-2026
  ଜିଲ୍ଲା  
୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ   20-Sep-2026
  ଜିଲ୍ଲା  
ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   20-Sep-2026
  ଜିଲ୍ଲା  
ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   20-Sep-2026
  ଜିଲ୍ଲା  
ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍   20-Sep-2026
  ଜିଲ୍ଲା  
ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   20-Sep-2026
  ଜିଲ୍ଲା  
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   20-Sep-2026
  ଜିଲ୍ଲା  
ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   20-Sep-2026
  ଜିଲ୍ଲା  
ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   20-Sep-2026
  ଜିଲ୍ଲା  
ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   20-Sep-2026
  ଜିଲ୍ଲା  
ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   20-Sep-2026

You Might Also Like