-+91-9937148622 |

prerana_bgr@rediffmail.com |

  Wednesday 29th April 2026 |

| | | |

R.N.I. Regd No. ODIODI/2010/46693

Breaking News

ନାରୀଶକ୍ତି ବନ୍ଦନ ଅଧିନିୟମ ଶୀର୍ଷକ ଆଲୋଚନାଚକ୍ର   (29-Apr-2026)       ||      *ଡାବୁଗାଁ ଥାନା ହାଜତରେ ଜଣେ ଯୁବକଙ୍କ ମୃତ୍ୟୁ........ହତ୍ୟା ଅଭିଯୋଗ ଆଣିଲେ ପରିବାର ବର୍ଗ*   (29-Apr-2026)       ||      *ସୋନପୁର ମହାରାଜା ବିରମିତ୍ରୋଦୟ ସିଂହ ଦେଓ ଙ୍କ ୮୯ ତମ ଶ୍ରାଦ୍ଧ ଦିବସ ପାଳିତ*   (29-Apr-2026)       ||      ଆସନ୍ତା ପଞ୍ଚାୟତ ନିର୍ବାଚନରେ କୌଣସି ମେଣ୍ଟ ହେବନି କହିଲେ ପିସିସି ସଭାପତି ଭକ୍ତ ଦାସ   (29-Apr-2026)       ||      ବିଜେପି ରାଜ୍ୟ ସଭାପତିଙ୍କ ବଡ଼ ବୟାନ ♦️ ରାଜ୍ୟରେ ଖୁବଶୀଘ୍ର ନିଗମ ଓ ବୋର୍ଡର ହେବ ନିଯୁକ୍ତି   (29-Apr-2026)       ||      ବ୍ୟାଙ୍କରୁ ଟଙ୍କା ଉଠାଇବା ପାଇଁ ଭଉଣୀର ଶବ ଖୋଳି ଆଣିବା ପ୍ରସଙ୍ଗ♦️ ଜାତୀୟ ମାନବାଧିକାର କମିଶନ ପକ୍ଷରୁ ମାମଲା ରୁଜୁ   (29-Apr-2026)       ||      ହିଆଁଲ କ୍ଳଷ୍ଟରରେ ଘରଘର ବୁଲି ଗୃହକାର୍ଯ୍ୟ ବଣ୍ଟନ    (29-Apr-2026)       ||      ଓଡ଼ିଆ ଭାଷାରେ ସରକାରୀ କାର୍ଯ୍ୟ ସଂଚାଳନ ପାଇଁ ପ୍ରୟୋଗାତ୍ମକ ପ୍ରଶିକ୍ଷଣ    (29-Apr-2026)       ||      ଗୋସେବା ଶିବିର   (29-Apr-2026)       ||      ବ୍ୟାଙ୍କ ସମ୍ମୁଖରେ ଭଉଣୀର ଶବ ରଖି ଟଙ୍କା ମାଗିଲା ଭାଇ    (29-Apr-2026)       ||      କାର-ବସ ମୁହାଁମୁହିଁ ଧକ୍କା ଜଣେ,ମୃତ ୪ ଗୁରୁତର   (28-Apr-2026)       ||      ସୁବର୍ଣ୍ଣପୁର ରେ ଖୋଲିଲା ବିଶାଳ ର ମେଗା ମାର୍ଟ   (28-Apr-2026)       ||      ବଲାଙ୍ଗୀର ଜିଲ୍ଲା ଓକିଲ ସଂଘର ଲୟର୍ସ ଡେ ପାଳିତ    (28-Apr-2026)       ||      *ହରେରାମ ହରେକୃଷ୍ଣ ଧ୍ବନି ରେ କମ୍ପିଲା ନବରଙ୍ଗପୁର ମାଟି*   (28-Apr-2026)       ||      ଭରସୁଜା ପଂଚାୟତ ରେ ଜନ ଶୁଣାଣି ଶିବିର ଅନୁଷ୍ଠିତ      (28-Apr-2026)       ||      ଜୟନ୍ତୀଙ୍କ ନେତୃତ୍ୱରେ ମହିଳା କଂଗ୍ରେସ ହେବ ସାଧାରଣ ଜନତାଙ୍କ ସ୍ୱର- ନରସିଂହ   (28-Apr-2026)       ||      Qwert   (28-Apr-2026)       ||      Jk   (28-Apr-2026)       ||      କେବଳ କାଗଜପତ୍ର ରେ ସୀମିତ ଜିଲ୍ଲା ପ୍ରଶାସନର ଏନ୍‌ଫୋର୍ସମେଣ୍ଟ୍‌ ସ୍କୁଆଡ଼    (28-Apr-2026)       ||      କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପଳିତ   (28-Apr-2026)       ||     

HOME   ଜିଲ୍ଲା

ଜିରୋ ଡ୍ରପ ଆଉଟ୍ ଧନକଉଡ଼ା ବ୍ଲକ

24-Oct-2024



ସମ୍ବଲପୁର:(ନିରଞ୍ଜନ ତ୍ରିପାଠୀ)- କିଛି ଦିନ ପୂର୍ବରୁ ଖବର କାଗଜ ରେ ସମ୍ବାଦ ପ୍ରକାଶିତ ହୋଇଥିଲା ଯେ ସମ୍ବଲପୁର ଜିଲ୍ଲା ରେ ଡ୍ରପ ଆଉଟ ସଂଖ୍ୟା ସର୍ବାଧିକ ଅଟେ। ଏହି ସମ୍ବାଦ ବ୍ୟତିଥ  କରିଥିଲା ଧନକଉଡ଼ା ବ୍ଲକ ର ବରିଷ୍ଠ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀମତୀ ସେବଶ୍ରୀ ଭୋଇ ଙ୍କୁ। ନିଜ ବ୍ଲକ ରେ ଡ୍ରପ ଆଉଟ ପିଲା ଙ୍କ ସଂଖ୍ୟା କମାଇବା ପାଇଁ ଆରମ୍ଭ କଲେ ଏକ ଅଭିଯାନ ' ଜ଼ିରୋ ଡ୍ରପ ଆଉଟ @ ଧନକଉଡ଼ା ଶିକ୍ଷା ବ୍ଲକ। ବ୍ଲକ ର ସମସ୍ତ ସି ଆର ସି ସି ଓ କିଛି ଉତ୍ସର୍ଗୀକୃତ ଶିକ୍ଷକ ଙ୍କୁ ନେଇ ଏକ ରୋଡ଼ ମ୍ୟାପ ପ୍ରସ୍ତୁତ କରାଗଲା। ପ୍ରଥମେ ପ୍ରତେକ କ୍ଲଷ୍ଟର ର ବିଦ୍ୟାଳୟ ରେ କେତେଜଣ ପିଲା ବିଦ୍ୟାଳୟ କୁ ପଢି ଆସୁନାହାନ୍ତି ସେ ମାନଙ୍କୁ ଚିନ୍ହଟ କରାଗଲା। ପିଲା ମାନଙ୍କୁ ତଥା ସେମାନଙ୍କର ପରିବାର ଜନ ଙ୍କୁ ପିଲା କୁ ବିଦ୍ୟାଳୟ କୁ ପଠାଇବାକୁ ପ୍ରବାର୍ତ୍ତାଇବା ପାଇଁ ନିଜେ ଶ୍ରୀମତୀ ଭୋଇ ମଙ୍ଗ ଧରିଲେ ଓ ସେ ପିଲା ମାନଙ୍କ ଘର କୁ ଗଲେ। ଆଜି ଆଶାପାଲି ଉ ପ୍ରା ବିଦ୍ୟାଳୟ ରେ ପଢ଼ୁଥିବା ତଥା ବହୁଦିନଧରି ବିଦ୍ୟାଳୟକୁ ପଢି ଆସୁ ନ ଥିବା ଅଷ୍ଟମ ଶ୍ରେଣୀ ର ନଈନା ମହାନନ୍ଦ, ଆରତୀ ତାଣ୍ଡି, ସପ୍ତମ ଶ୍ରେଣୀ ର ଗଣେଶ ମୁଣ୍ଡା, ପଞ୍ଚମ ଶ୍ରେଣୀ ର ପ୍ରତିମା ପ୍ରଧାନ, ଦେବ ବାଗ, ଚତୁର୍ଥ ଶ୍ରେଣୀ ର ରାଜ ବାଗ ତୃତୀୟ ଶ୍ରେଣୀ ର ରାଜ ପ୍ରଧାନ,ଓ ପ୍ରଥମ ଶ୍ରେଣୀ ର ଅଭ୍ୟନ୍ତା ପୁହାଣ ଙ୍କ ଘରକୁ ଯାଇ ତାଙ୍କ ପିତା ମାତା ଙ୍କୁ ପିଲା ମାନଙ୍କୁ ବିଦ୍ୟାଳୟ କୁ ପଠାଇବା ପାଇଁ ପ୍ରବର୍ତ୍ତେଇ ଥିଲେ। ତାଙ୍କୁ ବିଦ୍ୟାଳୟ ର ଶିକ୍ଷୟତ୍ରୀ ବିଦେଶିନୀ ରାଏ, ରୋଜି ତ୍ରିପାଠୀ ଓ ସି ଆର ସି ସି ବିରେଶ୍ୱର କର ସହାୟତା କରିଥିଲେ। ସେ ସମସ୍ତ ସି ଆର ସି ସି ମାନଙ୍କୁ ଯେଉଁ ପିଲା ମାନେ ପଢ ଆସୁ ନାହାନ୍ତି ସେମାନଙ୍କ ଘର କୁ ଯାଇ ତାଙ୍କ ପିତା ମାତା ଙ୍କୁ ଅନୁରୋଧ କରିବା ପାଇଁ ନିର୍ଦେଶ ଦେଇଛନ୍ତି। ଆସନ୍ତା ଦିନ ରେ ଏହି କାର୍ଯ୍ୟକ୍ରମ କୁ ଆହୁରି ବ୍ୟାପକ କରିବା ପାଇଁ ଶ୍ରୀମତୀ ଭୋଇ ସମସ୍ତ ପିତା ମାତା, ସି ଆର ସି ସି, ପ୍ରଧାନ ଶିକ୍ଷକ ଓ ଶିକ୍ଷକ, ଶିକ୍ଷୟିତ୍ରୀ ମାନଙ୍କର ସହାୟତା କାମନା କରିଛନ୍ତି।


News Comment




Photo in News

Advertisment
Lastest News
  ଜିଲ୍ଲା  
ନାରୀଶକ୍ତି ବନ୍ଦନ ଅଧିନିୟମ ଶୀର୍ଷକ ଆଲୋଚନାଚକ୍ର   29-Apr-2026
  ଜିଲ୍ଲା  
*ଡାବୁଗାଁ ଥାନା ହାଜତରେ ଜଣେ ଯୁବକଙ୍କ ମୃତ୍ୟୁ........ହତ୍ୟା ଅଭିଯୋଗ ଆଣିଲେ ପରିବାର ବର୍ଗ*   29-Apr-2026
  ଜିଲ୍ଲା  
*ସୋନପୁର ମହାରାଜା ବିରମିତ୍ରୋଦୟ ସିଂହ ଦେଓ ଙ୍କ ୮୯ ତମ ଶ୍ରାଦ୍ଧ ଦିବସ ପାଳିତ*   29-Apr-2026
  ରାଜନୀତି  
ଆସନ୍ତା ପଞ୍ଚାୟତ ନିର୍ବାଚନରେ କୌଣସି ମେଣ୍ଟ ହେବନି କହିଲେ ପିସିସି ସଭାପତି ଭକ୍ତ ଦାସ   29-Apr-2026
  ରାଜ୍ୟ  
ବିଜେପି ରାଜ୍ୟ ସଭାପତିଙ୍କ ବଡ଼ ବୟାନ ♦️ ରାଜ୍ୟରେ ଖୁବଶୀଘ୍ର ନିଗମ ଓ ବୋର୍ଡର ହେବ ନିଯୁକ୍ତି   29-Apr-2026
  ରାଜ୍ୟ  
ବ୍ୟାଙ୍କରୁ ଟଙ୍କା ଉଠାଇବା ପାଇଁ ଭଉଣୀର ଶବ ଖୋଳି ଆଣିବା ପ୍ରସଙ୍ଗ♦️ ଜାତୀୟ ମାନବାଧିକାର କମିଶନ ପକ୍ଷରୁ ମାମଲା ରୁଜୁ   29-Apr-2026
  ଜିଲ୍ଲା  
ହିଆଁଲ କ୍ଳଷ୍ଟରରେ ଘରଘର ବୁଲି ଗୃହକାର୍ଯ୍ୟ ବଣ୍ଟନ    29-Apr-2026
  ରାଜ୍ୟ  
ଓଡ଼ିଆ ଭାଷାରେ ସରକାରୀ କାର୍ଯ୍ୟ ସଂଚାଳନ ପାଇଁ ପ୍ରୟୋଗାତ୍ମକ ପ୍ରଶିକ୍ଷଣ   29-Apr-2026
  ଜିଲ୍ଲା  
ଗୋସେବା ଶିବିର   29-Apr-2026
  ଜିଲ୍ଲା  
ବ୍ୟାଙ୍କ ସମ୍ମୁଖରେ ଭଉଣୀର ଶବ ରଖି ଟଙ୍କା ମାଗିଲା ଭାଇ   29-Apr-2026
  ରାଜ୍ୟ  
କାର-ବସ ମୁହାଁମୁହିଁ ଧକ୍କା ଜଣେ,ମୃତ ୪ ଗୁରୁତର   28-Apr-2026
  ଜିଲ୍ଲା  
ସୁବର୍ଣ୍ଣପୁର ରେ ଖୋଲିଲା ବିଶାଳ ର ମେଗା ମାର୍ଟ   28-Apr-2026

You Might Also Like

               
  ଜିଲ୍ଲା  

ଗୋସେବା ଶିବିର