-+91-9937148622 |

prerana_bgr@rediffmail.com |

  Monday 21st September 2026 |

| | | |

R.N.I. Regd No. ODIODI/2010/46693

Breaking News

୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   (20-Sep-2026)       ||      ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   (20-Sep-2026)       ||      ୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ    (20-Sep-2026)       ||      ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   (20-Sep-2026)       ||      ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   (20-Sep-2026)       ||      ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍    (20-Sep-2026)       ||      ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   (20-Sep-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   (20-Sep-2026)       ||      ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   (20-Sep-2026)       ||      ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   (20-Sep-2026)       ||      ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   (20-Sep-2026)       ||      ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   (20-Sep-2026)       ||      ଗାଇ ସହ ବାଇକ୍ ଧକ୍କା ହୋଇ ବାଇକ୍ ଦୁର୍ଘଟଣା, ଜଣେ ମୃତ   (20-Sep-2026)       ||      ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିଦର୍ଶନ    (20-Sep-2026)       ||      ଭିଜିଲାନ୍ସ ଜାଲରେ ଦୁଇ ସରକାରୀ କର୍ମଚାରୀ   (20-Sep-2026)       ||      ତଳମୁଣ୍ଡଚାଷୀ ପ୍ରତାରିତ   (20-Sep-2026)       ||      *ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (20-Sep-2026)       ||      ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   (20-Sep-2026)       ||      ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   (20-Sep-2026)       ||      ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   (20-Sep-2026)       ||     

HOME   ଜିଲ୍ଲା

ପରିବହନ ବିଭାଗ ସହ ସଂଯୁକ୍ତ କୃଷକ ସଙ୍ଗଠନର ଆଲୋଚନା

24-Oct-2024



ବରଗଡ଼:(ନିରଞ୍ଜନ ତ୍ରିପାଠୀ)-ବରଗଡ଼ ଜିଲ୍ଲା ର ଆଞ୍ଚଳିକ ପରିବହନ ବିଭାଗ କାର୍ଯ୍ୟାଳୟ ଠାରେ ସଂଯୁକ୍ତ କୃଷକ ସଂଗଠନ ଏବଂ ଆଞ୍ଚଳିକ ପରିବହନ ଅଧିକାରୀ ଙ୍କ ସହିତ ଦ୍ବିପକ୍ଷିକ କୃଷି ଯନ୍ତ୍ରପାତି ତଥା ବିଶେଷ କାରି ଟ୍ରାକ୍ଟର ସମସ୍ୟା ପ୍ରସଙ୍ଗରେ ଆଲୋଚନା ହୋଇଅଛି। ପ୍ରକାଶ ଥାଉକି ଗତ କିଛି ଦିନ ତଳେ ଆଞ୍ଚଳିକ ପରିବହନ ଅଧିକାରୀ ଧାନ ବିକ୍ରି ପାଇଁ ବ୍ୟବହୃତ ଟ୍ରାକ୍ଟର ନବୀକରଣ ଏବଂ ଫିଟନେସ କରାଇବା ବାଧ୍ୟତା ମୂଳକ ବିଜ୍ଞପ୍ତି ଦେବା ପରେ ସଂଗଠନ ର ପ୍ରତିନିଧି ମଣ୍ଡଳୀ ଯାଇ ଅଧିକାରୀଙ୍କୁ ସାକ୍ଷ୍ୟାତ କରିଥିଲେ। ଶ୍ରୀ ମାଝୀ ସେହିଦିନ କେବଳ ଚାଷ ବ୍ୟବହୃତ ପାଇଁ ନୁହେଁ ତାହା ସମସ୍ତ ମୋଟର ଯାନ ପାଇଁ ଅଟେ କହିବା ସହିତ ଟେକ୍ସ ଦେଇ ନ ପାରୁଥିବା ଗାଡି ମଳିକ ଙ୍କ ପାଇଁ ରାଜ୍ୟ ସରକାର ଗୋଟିଏ ଥରରେ ସମସ୍ତ ଟେକ୍ସ ଦେଲେ ଅନେକ ଛାଡ଼ ବ୍ୟବସ୍ଥା ଥିବା କହିଥିଲେ। ଏବଂ ଏହି ଲାଭ ଚାଷୀ ମାନେ ମଧ୍ୟ ନେବାର ସୁଯୋଗ ନିଅନ୍ତୁ ବୋଲି ଅନୁରୋଧ କରିଥିଲେ। ସେଥିପାଇଁ ସଂଗଠନ ପକ୍ଷରୁ ଗୋଟିଏ ଦିନରେ ସମସ୍ତ ପ୍ରସଙ୍ଗ ଆଲୋଚନା କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ନିଷ୍ପତ୍ତି କ୍ରମେ ଆଜି ଟ୍ରାକ୍ଟର ରେ ଥିବା ଅନେକ ସମସ୍ୟା ସଂଗଠନ ପକ୍ଷରୁ ଅବଗତ କରାଗଲା ପ୍ରଥମେ ଟ୍ରାକ୍ଟର ଏବଂ ଟାଲୀ ଗୋଟିଏ ଟେକ୍ସ  ନିଆଯାଉ ଯାହା ସର୍ବନିମ୍ନ ହେବା କଥା ଯାହାକୁ କୃଷକ ଦେଇପାରିବ। ବୀମା,ଫିଟନେସ ସବୁ ଖର୍ଚ୍ଚ ସରକାର ବହନ କରନ୍ତୁ କୃଷି କ୍ଷେତ୍ର ରେ ବ୍ୟବହାର ଟ୍ରାକ୍ଟର ଡ୍ରାଇଭର ଲାଇସେନ୍ସ ତୁରନ୍ତ ଏବଂ ମାଗଣା ଦେବା ସହିତ ବକେୟା ଥିବା ସମସ୍ତ ଟେକ୍ସ ଛାଡ଼ କରିବା ପାଇଁ ସଂଗଠନ ପକ୍ଷରୁ ନିବେଦନ କରିଥିଲେ। ଶ୍ରୀ ମାଝୀ ମହୋଦୟ ଏହି ସମସ୍ୟା ର ସମାଧାନ ତାଙ୍କ ହାତରେ ନ ଥିବାରୁ ଉପରସ୍ଥ ଅଧିକାରୀଙ୍କୁ ଜଣାଇଦେବା ପ୍ରତିଶୃତି ଦେଇଥିଲେ।

ପରେ ମାଝୀ ଙ୍କ କହିବା ଅନୁସାରେ ବରଗଡ଼ ଜିଲ୍ଲାରେ ଓଡ଼ିଶାର ସର୍ବାଧିକ 30% ଟ୍ରାକ୍ଟର ବ୍ୟବହାର ହେଉଥିବା ପ୍ରକାଶ କରି କହିଲେ ଯେ ଜିଲ୍ଲାରେ 21.533 ଗୋଟି ଟ୍ରାକ୍ଟର ମଧ୍ୟରୁ କେବଳ 8482 ଟି ଟ୍ରାକ୍ଟର ଠିକ ଠାକ ଚାଲୁଛି ଅନ୍ୟ 13,101ଗୋଟି ଟ୍ରାକ୍ଟର ର ଫିଟନେସ ନାହିଁ ଏବଂ 4,959 ଟି ଟ୍ରାକ୍ଟର ଟେକ୍ସ ଦେଇ ନାହାଁନ୍ତି। ରାଜ୍ୟ ସରକାର ଙ୍କ ନୂତନ ନିୟମ ଅନୁସାରେ 1992 ରୁ 2010 ଟ୍ରାକ୍ଟର ର ମାତ୍ର 16 ହଜାର ଟଙ୍କା, 2010ରୁ 17 ମଧ୍ୟରେ ଟେକ୍ସ ଦେଇ ନ ଥିଲେ 8 ହଜାର ଏବଂ 17 ଆଜି ପର୍ଯ୍ୟନ୍ତ ଟେକ୍ସ ଦେଇ ନ ଥିଲେ ମାତ୍ର 5 ହଜାର ଟଙ୍କା  ଡିସେମ୍ବର 31 ସୁଦ୍ଧା ଦେଇ ଟେକ୍ସ ମୁକ୍ତ ଭାବରେ ଆପଣ ମାନେ ଟ୍ରାକ୍ଟର ଚଳାଇ ପାରିବେ ବୋଲି କହିଛନ୍ତି। ଯେଉଁ ଚାଷୀମାନେ ଏହି ଯୋଜନା ର ଲାଭ ନେବେ ସେମାନେ କାର୍ଯ୍ୟାଳୟ କର୍ମଚାରୀ ମାନଙ୍କ ସହିତ କଥା ଲାଗି ତାଙ୍କର ସମସ୍ୟା ସମାଧାନ କରିପାରିବେ ବୋଲି ଜଣାଇଛନ୍ତି। ଆଲୋଚନା ସମୟରେ ଆଞ୍ଚଳିକ ପରିବହନ ବିଭାଗର MVI ସୁଷମା ସାହୁ, ମାନଭଂଜନ ପାଳ, ରୋଜାଲି ଲେକ୍ରା, ପ୍ରିୟଲକ୍ଷ୍ମୀ ସାହୁ ଏବଂ ସଂଯୁକ୍ତ କୃଷକ ସଂଗଠନ ର ରମେଶ ମହାପାତ୍ର, ବୀରେନ୍ଦ୍ର କର, ଟିକେଲାଲ ମିଶ୍ର, ବୁଦ୍ଧଦେବ ନନ୍ଦ, ସୁବାସ ବିଶ୍ୱାଳ, ନିରଞ୍ଜନ ପଧାନ, ସୁରେଶ ନିକେଣ୍ଟି, ବାବରୁବାହନ ସାହୁ, ପ୍ରଶାନ୍ତ ସାହୁ, ତପନ ମିଶ୍ର, କାରଣ ସାହୁ, ସୁଶାନ୍ତ ଗଡତିଆ, ପ୍ରଭାତ ସାହୁ, ରବିଶଙ୍କର ପଧାନ, ଦିଲୀପ ପଧାନ, ଶାନ୍ତନୁ ମାଝୀ, ଜୟ ପ୍ରକାଶ ବେହେରା ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   20-Sep-2026
  ଜିଲ୍ଲା  
ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   20-Sep-2026
  ଜିଲ୍ଲା  
୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ   20-Sep-2026
  ଜିଲ୍ଲା  
ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   20-Sep-2026
  ଜିଲ୍ଲା  
ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   20-Sep-2026
  ଜିଲ୍ଲା  
ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍   20-Sep-2026
  ଜିଲ୍ଲା  
ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   20-Sep-2026
  ଜିଲ୍ଲା  
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   20-Sep-2026
  ଜିଲ୍ଲା  
ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   20-Sep-2026
  ଜିଲ୍ଲା  
ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   20-Sep-2026
  ଜିଲ୍ଲା  
ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   20-Sep-2026
  ଜିଲ୍ଲା  
ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   20-Sep-2026

You Might Also Like