-+91-9937148622 |

prerana_bgr@rediffmail.com |

  Sunday 20th September 2026 |

| | | |

R.N.I. Regd No. ODIODI/2010/46693

Breaking News

୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   (20-Sep-2026)       ||      ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   (20-Sep-2026)       ||      ୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ    (20-Sep-2026)       ||      ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   (20-Sep-2026)       ||      ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   (20-Sep-2026)       ||      ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍    (20-Sep-2026)       ||      ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   (20-Sep-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   (20-Sep-2026)       ||      ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   (20-Sep-2026)       ||      ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   (20-Sep-2026)       ||      ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   (20-Sep-2026)       ||      ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   (20-Sep-2026)       ||      ଗାଇ ସହ ବାଇକ୍ ଧକ୍କା ହୋଇ ବାଇକ୍ ଦୁର୍ଘଟଣା, ଜଣେ ମୃତ   (20-Sep-2026)       ||      ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିଦର୍ଶନ    (20-Sep-2026)       ||      ଭିଜିଲାନ୍ସ ଜାଲରେ ଦୁଇ ସରକାରୀ କର୍ମଚାରୀ   (20-Sep-2026)       ||      ତଳମୁଣ୍ଡଚାଷୀ ପ୍ରତାରିତ   (20-Sep-2026)       ||      *ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (20-Sep-2026)       ||      ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   (20-Sep-2026)       ||      ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   (20-Sep-2026)       ||      ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   (20-Sep-2026)       ||     

HOME   ଜିଲ୍ଲା

ନିଲମ୍ବିତ ଶିକ୍ଷକ ବସନ୍ତ ମହାପାତ୍ର ଙ୍କ ଦରମା ନ ମିଳିବାରୁ ଚିକିତ୍ସା ଅଭାବରୁ ମୃତ୍ୟୁ ଅଭିଯୋଗ ତଦନ୍ତ ଦାବି

21-Oct-2024



(ପ୍ରେରଣା ଖବର )
ଲାଞ୍ଜିଗଡ ବ୍ଲକ ଭୂର୍ଟିଗଡ ସରକାରୀ ଉଚ୍ଚ  ପ୍ରାଥମିକ ବିଦ୍ୟାଳୟ ରେ କାର୍ଯ୍ୟରତ ପୂର୍ବତନ ପ୍ରଧାନ ଶିକ୍ଷକ ଶ୍ରୀ ବସନ୍ତ କୁମାର ମହାପାତ୍ର ଙ୍କୁ ଚଳିତ ବର୍ଷ ଏପ୍ରିଲ ମାସରେ ଲାଞ୍ଜିଗଡ ବ୍ଲକ ଶିକ୍ଷା ଅଧିକାରୀ ତାଙ୍କୁ କୌଣସି କାରଣ ବଶତଃ ନିଲମ୍ବନ କରିଥିଲେ କିନ୍ତୁ ଶିକ୍ଷକ ଜଣକ ଗତ ଏପ୍ରିଲ ମାସରେ ନିର୍ବାଚନ ଆଚରଣ ବିଧି ଲାଗିଥିବା ସମୟରେ ଶିକ୍ଷକ ଜଣକ ସମ୍ପୂର୍ଣ୍ଣ ଭାବରେ ନିର୍ବାଚନ କମିଶନର ଙ୍କ ଅଧୀନରେ ଥିବା ବେଳେ କେଉଁ କ୍ଷମତା ବଳରେ ନିର୍ବାଚନ କମିଶନର ଙ୍କ କ୍ଷମତା କୁ କ୍ଷୁର୍ଣ୍ଣ କରି ଶିକ୍ଷକ ବସନ୍ତ କୁମାର ମହାପାତ୍ର ଙ୍କୁ ଯଥେଷ୍ଟ କାରଣ ନ ଥାଇ ଜଣେ ସି ଆର ସି ସି ଓ ଜଣେ  ଏବିଓ ମୁଣ୍ଡ ବାବୁ ଙ୍କ କୁଟ ଚକ୍ରାନ୍ତ ରେ ଆକ୍ରୋଶ ମୂଳକ ଭାବରେ ଷଡଯନ୍ତ୍ର କରି ନିଲମ୍ବନ କରିଥିବା ପରିବାର ପକ୍ଷ୍ୟରୁ ଅଭିଯୋଗ ହୋଇଛି ଖାଲି ସେତିକି ରେ ଏହି ବାବୁ ଓ ବାବୁଆଣି ଙ୍କ ରୋଷ ଶାନ୍ତ ହେଲା ନାହିଁ ନିଲମ୍ବନ କଲାପରେ ତିନି ମାସ ପର୍ଯ୍ୟନ୍ତ ଉକ୍ତ ଶିକ୍ଷକ ଙ୍କୁ ଦରମା ଦିଆଗଲା ନାହିଁ ଫଳରେ  ରୋଗାକ୍ରାନ୍ତ ଶିକ୍ଷକ ଜଣକ ତାଙ୍କର କିଡନୀ ଓ ହାର୍ଟ ଏବଂ ସୁଗର ଭଳି ଅନେକ ଦୁରାରୋଗ୍ୟ ରଚିକିତ୍ସା ପାଇଁ ମାସିକ ଲକ୍ଷ୍ୟା ଧିକ ଟଙ୍କା ର ବ୍ୟୟ ବହୁଳ ଚିକିତ୍ସା ଅଭାବରୁ ଶିକ୍ଷକ ଙ୍କ ମୃତ୍ୟୁ ହୋଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି

ତାଙ୍କ ପରିବାର ପକ୍ଷରୁ ନିଲମ୍ବନ ଉଠାଇବା ଓ ଦରମା ପ୍ରଦାନ ପାଇଁ ବାରମ୍ବାର ବି.ଇ.ଓ , ଏ.ବି.ଇ.ଓ , ଏବଂ ସି.ଆର .ସି.ସି ଙ୍କୁ ନେହୁରା ହେଉଥିଲେ ମଧ୍ୟ ଏହି ବାବୁ ଓ ବାବୁଆଣୀ ମାନଙ୍କ କୁମ୍ଭ କର୍ଣ୍ଣ ନିଦ୍ରା ଭାଂଗିଲା ନାହିଁ.ଶେଷରେ ବିଚରା ନିରୀହ ଶିକ୍ଷକ ଆବଶ୍ୟକ ଚିକିତ୍ସା ନ ପାଇ ଚିର ନିଦ୍ରାରେ ସବୁଦିନ ପାଇଁ ଆରପାରିକୁ ଚାଲି ଗଲେ କିନ୍ତୁ ଶିକ୍ଷକ ବସନ୍ତ ମହାପାତ୍ର ଙ୍କୁ ନିଲମ୍ବନ କରି ୬  ମାସରୁ ଉର୍ଦ୍ଧ ସମୟ ବିତି ଯାଇ ଥିଲେ ମଧ୍ୟ ନିଷ୍ଠୁର ଅହଙ୍କାରୀ ଅର୍ଥ ଲୋଭି ଅଧିକାରୀ ଅଧିକାରୀ ମାନେ ପୁନଃ ନିଯୁକ୍ତି ନିଯୁକ୍ତି ନ କରିବା ଏହା  ଖୋଲାଖୋଲି ଭାବରେ ମାନବ ଅଧିକାର ଆଇନ ର ଉଲଂଘନ କରାଯାଇଥିବା ଅଭିଯୋଗ ହୋଇଛି ଏଣୁ ଏ ଦିଗରେ ଉଚ୍ଚ ସ୍ତରୀୟ କ୍ଷମତା ସମ୍ପନ୍ନ ଏକ କମିଟି ଦ୍ଵାରା ଏହାର ପୁଙ୍ଖା ନୁ ପୁଙ୍ଖ ତଦନ୍ତ କରାଯାଇ ଏଭଳି ଏକ ଜଘନ୍ୟ କାର୍ଯ୍ୟ ରେ ସଂପୃକ୍ତ ଥିବା ଅଧିକାରୀ  ଓ କର୍ମ ଚାରି ଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଶିକ୍ଷକ ଙ୍କ ପରିବାର ପକ୍ଷରୁ ଦାବି ହୋଇଛି


News Comment




Photo in News

Advertisment
Lastest News
  ଜିଲ୍ଲା  
୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   20-Sep-2026
  ଜିଲ୍ଲା  
ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   20-Sep-2026
  ଜିଲ୍ଲା  
୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ   20-Sep-2026
  ଜିଲ୍ଲା  
ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   20-Sep-2026
  ଜିଲ୍ଲା  
ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   20-Sep-2026
  ଜିଲ୍ଲା  
ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍   20-Sep-2026
  ଜିଲ୍ଲା  
ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   20-Sep-2026
  ଜିଲ୍ଲା  
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   20-Sep-2026
  ଜିଲ୍ଲା  
ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   20-Sep-2026
  ଜିଲ୍ଲା  
ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   20-Sep-2026
  ଜିଲ୍ଲା  
ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   20-Sep-2026
  ଜିଲ୍ଲା  
ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   20-Sep-2026

You Might Also Like