-+91-9937148622 |
prerana_bgr@rediffmail.com |
Tuesday 15th September 2026 |
R.N.I. Regd No. ODIODI/2010/46693
Breaking News
17-Oct-2024
ବ୍ରହ୍ମପୁର(କ୍ଷୀରୋଦ କୁମାର ସାହାଣୀ): ବର୍ତମାନ କୁମାର ପୁର୍ଣିମା ଉତ୍ସବ ପରମ୍ପରା ଅନୁଯାୟୀ ବିଭିନ୍ନ ସ୍ଥାନରେ ଚାଲୁଥିବା ଜୁଆ ଖେଳକୁ ନେଇ ପୋଲିସ ବିଭାଗର ମୁଣ୍ଡ ବିନ୍ଧା ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ବୁଗୁଡ଼ା ଥାନା ପୋଲିସ୍ ନିଜ ଅଞ୍ଚଳର କୁଆଁ ନାଳ ଗ୍ରାମ ଓ ସହର ମଧ୍ୟସ୍ଥଳରେ ଥିବା ଖେଳପଡିଆ ନିକଟରେ ଜୁଆ ଆଡ୍ଡା ଉପରେ ଚଢାଉ କରି ମୋଟ ୧୨ ଜୁଆଡି କୁ କାବୁ କରିବା ସହ ନଗଦ ୪୫ ହଜାରରୁ ଉର୍ଦ୍ଧ୍ବ ଟଙ୍କା ଜବତ କରିଛନ୍ତି। ମାମଲା ନଂ ୪୬୨/୨୪ ଓ ୪୬୪/୨୪ ଅନୁଯାୟୀ ମକଦ୍ଦମା ରୁଜୁ କରି ଅଟକ ଜୁଆଡି ମାନଙ୍କୁ ଗିରଫ କରିଛନ୍ତି।