-+91-9937148622 |
prerana_bgr@rediffmail.com |
Friday 6th March 2026 |
R.N.I. Regd No. ODIODI/2010/46693
Breaking News
16-Oct-2024
ନୂଆଁପଡ଼ା/ବୋଡ଼େନ(ଡୋଲେଶ୍ୱର ବାଗ )ପ୍ରକାଶ ପାଇଲା NTA ଦ୍ଵାରା ସଂଗଠିତ CSIR -UGC NET- ୨୦୨୪ ପରୀକ୍ଷାଫଳ l ଉକ୍ତ ପରୀକ୍ଷା ଗତ ଜୁଲାଇ ମାସ ୨୫,୨୬ ଓ ୨୭ ତାରିଖ ଦିନ ଅନୁଷ୍ଠିତ ହୋଇଥିଲା l ଏଥିରେ ନୂଆଁପଡ଼ା ଜିଲ୍ଲା ଡୁମେର୍ ପାଣି ସରକାରୀ ଉଚ୍ଚବିଦ୍ୟାଳୟର ବିଜ୍ଞାନ ଶିକ୍ଷୟିତ୍ରୀ ଶ୍ରୀମତୀ ନିବେଦିତା ମେହେର(ରୋଲ ନଂ- ଓ ଆର୍ ୦୪୦୩୨୮୮୦) ସର୍ଵଭାରତସ୍ତରରେ ୮୩ ରେଙ୍କ ଅଧିକାର କରି Assistant Professor ତଥା ପି ଏଚ୍ ଡି ରେ ନାମ ଲେଖାଇବାକୁ ଯୋଗ୍ୟତା ହାସଲ କରିଛନ୍ତି l