-+91-9937148622 |
prerana_bgr@rediffmail.com |
Saturday 7th March 2026 |
R.N.I. Regd No. ODIODI/2010/46693
Breaking News
15-Oct-2024
ବଲାଙ୍ଗୀର(ପ୍ରେରଣା ଖବର): ଆସନ୍ତା କାର୍ତ୍ତିକ ମାସରେ ୫୧ତମ ନାମଯଜ୍ଞ ସ୍ଥାନୀୟ ଟିକ୍ରାପଡା ପ୍ରହରୀ ଛକ ପାଖରେ ଆୟୋଜନ କରାଯିବ l ଏହି ସଂକ୍ରାନ୍ତରେ କମିଟିର ସମସ୍ତ ସଭ୍ୟ ସଭ୍ୟା ତଥା ପଡ଼ାବାସୀଙ୍କର ଏକ ସାଧାରଣ ସଭା ଚଳିତ ବର୍ଷ ନମଯଜ୍ଞ ଆୟୋଜନ, ଟିକ୍ରାପଡା ରାମଜୀ ମନ୍ଦିର ମରାମତି, ଗତ ବର୍ଷ ନାମଯଂଜ୍ଞ ଆୟୋଜନ ସମୀକ୍ଷା ଇତ୍ୟାଦି ର ଆସନ୍ତା କାଲି ୧୬/୧୦/୨୪ ସଂନ୍ଧ୍ୟା ୬.୩୦ ମି. ସମୟରେ ଟିକ୍ରାପଡା ରାମଜୀ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହେବ l ଏଣୁ ସମସ୍ତଙ୍କୁ ଅନୁରୋଧ ଉକ୍ତ ସଭାରେ ଯୋଗଦାନ କରି ନାମଯଜ୍ଞ ଆୟୋଜନ ତଥା ଅନ୍ୟାନ୍ୟ ବିଷୟରେ ଆଲୋଚନା ରେ ଭାଗ ନେଇ ସୁଚିନ୍ତିତ ମତାମତ ପ୍ରଦାନ କରିବେ ବୋଲି ଶ୍ରୀ କୃଷ୍ଣ ଚୈତନ୍ୟ ସେବା ସଂସ୍ଥାନ ପକ୍ଷରୁ ଅନୁରୋଧ କରାଯାଇଛି l