-+91-9937148622 |
prerana_bgr@rediffmail.com |
Saturday 7th March 2026 |
R.N.I. Regd No. ODIODI/2010/46693
Breaking News
15-Oct-2024
(ଚିନ୍ତାମଣି ନାଏକ )
ଲାଞ୍ଜିଗଡ଼ ବ୍ଲକ ଭୁର୍ଟିଗଡ଼ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପୂର୍ଵତନ ପ୍ରଧାନ ଶିକ୍ଷକ ଶ୍ରୀ ବସନ୍ତ ମହାପାତ୍ର ଙ୍କ ଆଜି ଦିନ ପାଖା ପାଖି ୧୨ଘଣ୍ଟା ସମୟ ରେ ତାଙ୍କ ପୈତୃକ ଗ୍ରାମ ସଦର ବ୍ଲକ ବସୁମତୀ ପୁରଠାରେ ଦେହାନ୍ତ ଘଟିଛି ସେ ପାଖା ପାଖି ଛ ମାସ ହେବ କୀଡୀନି ସୁଗାର ହାର୍ଟ ଭଳି ରୋଗରେ ପୀଡିତ ହୋଇ ବ୍ୟାୟବହୁଲ ଚିକିତ୍ସିତ ହୋଇ ଆସୁଥିଲେ ଶ୍ରୀ ମହାପାତ୍ର ଜଣେ କର୍ତ୍ତବ୍ୟନିଷ୍ଠ ଶିକ୍ଷକତା ସହ ମେଲାପୀ ଓ ମିଷ୍ଟଭାଶି ବ୍ୟକ୍ତି ଥିଲେ ତାଙ୍କ ବିୟୋଗ ରେ ନର୍ଲା ଚାରିଛକ ସର୍ଗିଗୁଡା ତଥା ତାଙ୍କ ପୈତୃକ ଗ୍ରାମ ବସୁମତୀ ପୁର ରେ ଶୋକର ଛାୟା ଖେଳି ଯାଇଛି ମୃତ୍ୟୁ ସମୟରେ ତାଙ୍କ ନିକଟରେ ତାଙ୍କ ସହ ଧର୍ମିଣୀ ଏକମାତ୍ର ପୁତ୍ର ଓ ଦୁଇ ଝିଅ ଏବଂ ସମସ୍ତ ଭାଇ ଆତ୍ମସୌଜନ ଉପସ୍ଥିତ ଥିଲେ ତାଙ୍କର ଶେଷକୃତ୍ୟ ଗାଁ ମସାଣି ରେ ସମାପନ ହୋଇଛି ମୁଖାଗ୍ନି ପୁଅ ବିଠୁ ଦେଇଛନ୍ତି