-+91-9937148622 |
prerana_bgr@rediffmail.com |
Saturday 7th March 2026 |
R.N.I. Regd No. ODIODI/2010/46693
Breaking News
15-Oct-2024
ଯୁବକ କୁ ଛୁରାମାଡ, ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।
ଗଞ୍ଜାମ ଜିଲ୍ଲା ପୋଲସରା ଡ଼ାକ୍ତରଖାନା ସମ୍ମୁଖରେ ରବିନ୍ଦ୍ର କୁମାର ନାମକ ଜଣେ ଯୁବକକୁ ଛୁରାମାଡ ହୋଇଛି ଓ ସେ ଗୁରୁତର ଅବସ୍ଥାରେ ପୋଲସରା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।ଧାର ଟଙ୍କା କୁ ନେଇ ଏହି ଭଳି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ଜଣାପଡିଛି। ଖବର ପାଇ ପୋଲିସ ଡାକ୍ତରଖାନାରେ ପହଞ୍ଚି ଆହତ ଯୁବକ ଠାରୁ ଅଭିଯୋଗ ପାଇ ଘଟଣା ର ତଦନ୍ତ ଆରମ୍ଭ କରିଛି l
(କୈଳାଶ ଚନ୍ଦ୍ର ଚୌଧୁରୀ)