ସିନ୍ଧେକେଲା (ଅନୀଲ କୁମାର ତ୍ରିପାଠୀ):
ସିନ୍ଧେକେଲା ଅଞ୍ଚଳର ମାଁ ଦ୍ୱାରସେହ୍ନୀ ଙ୍କ ପ୍ରସିଦ୍ଧ ବୁଏଲଯାତ୍ରା ରେ ହେବାକୁଥିବା ଭିଡକୁ ନଜରରେ ରଖି କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ସିନ୍ଧେକେଲା ବସଷ୍ଟାଣ୍ଡ ନିକଟରେ ଥଣ୍ଡାପାନୀୟ ବଣ୍ଟନ କରୁଥିବା ଦେଖିବାକୁ ମିଳିଥିଲା। ଏଥିରେ ବଙ୍ଗୋମୁଣ୍ଡା ବ୍ଲକ ସାଂସଦ ପ୍ରତିନିଧି ଅନିଲ ନାଏକ, ଝରିଆଲ ସରପଞ୍ଚ ଭରଦ୍ୱାଜ ଗହୀର, ଯୌବନ ବାଗ , ମୁକେଶ ବାଗ, ହେମନ୍ତ ସାହୁ, ପପୁ ସାହୁ, ମୁକେଶ ସାହୁ, ବାବୁଲାଲ ସାହୁ, ଅମିତ ଜୈନ, ବେଣୁ ମଲ୍ଲିକ ପ୍ରମୁଖଙ୍କ ସହ ଦଳିୟ କର୍ମୀ ସାମିଲ ହୋଇଥିଲେ ।
"/>-+91-9937148622 |
prerana_bgr@rediffmail.com |
Wednesday 16th September 2026 |
R.N.I. Regd No. ODIODI/2010/46693
Breaking News
15-Oct-2024