-+91-9937148622 |
prerana_bgr@rediffmail.com |
Sunday 8th March 2026 |
R.N.I. Regd No. ODIODI/2010/46693
Breaking News
15-Oct-2024
ନର୍ଲା,( ଚିନ୍ତାମଣି ନାଏକ )
ନର୍ଲା ବ୍ଳକ୍ ଦହଲ ଗ୍ରାମର ଆମ୍ବ ବଗିଚା ଠାରେ ନର୍ଲା ଓକେୟୁ ଶାଖା ସାମ୍ବାଦିକ ସଙ୍ଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା, ଏହି ବୈଠକ ସଂଘ ର ସଭାପତି ଶ୍ରୀ ଦୀପକ କୁମାର ସାହୁ ଙ୍କ ଅଧ୍ୟକ୍ଷତାରେ ସମସ୍ତ ସଦସ୍ୟ ମାନେ ଉପସ୍ଥିତ ରହିଥିଲେ ଏହି ବୈଠକରେ ସଂଘ ର ସାଂଗଠାନିକ ଦକ୍ଷତା ବୃଦ୍ଧି ଓ ପରିଚାଳନା ବିଷୟରେ ବିସ୍ତୃତ ଭାବରେ ଆଲୋଚନା ହୋଇଥଲା,ଏବଂ ଏହି ସଂଘ ବିଗତ ବର୍ଷ ନର୍ଲା ଅଂଚଳର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ କିଛି ଅଧିକାରୀ ଙ୍କ ଆନ୍ତରିକତା ଅଭାବ ହେତୁ ଅଧ ପନ୍ତରିଆ ହୋଇ ପଡ଼ି ରହି ଥିବା ହେତୁ ସଂଘ ରେ ଉଦବେଗ ପ୍ରକାଶ ପାଇଥିଲା ଏଣୁ ପଡ଼ି ରହିଥିବା କାର୍ଯ୍ୟ କୁ ପ୍ରଶାସନିକ ସ୍ତରରେ ତ୍ୱରାନ୍ୱିତ କରିବା ପାଇଁ ସଂଘ ପକ୍ଷରୁ ପ୍ରୟାସ ଜାରି ରହିବ ବୋଲି ସଂଘ ର ସଭପତି ପ୍ରକାଶ କରିଛନ୍ତି।