-+91-9937148622 |
prerana_bgr@rediffmail.com |
Friday 19th June 2026 |
R.N.I. Regd No. ODIODI/2010/46693
Breaking News
10-Oct-2024
ଡେଲାଙ୍ଗ(ଦିଲୀପ କୁମାର ଧାଉଡିଆ): ଅନ୍ତର୍ଜାତୀୟ ବାଳିକା ଦିବସ ଅବସରରେ ପୁରୀ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ବେଟି ବଚାଓ, ବେଟି ପଢ଼ାଓ କାର୍ଯ୍ୟକ୍ରମ ମହାଆଡମ୍ବର ସହକାରେ ଜିଲ୍ଲା ସଂସ୍କୃତି ଭବନରେ ଆୟୋଜିତ ହୋଇସାରିଛି | ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ମୁନିନ୍ଦା ଗ୍ରାମର ଭୀମସେନ ପ୍ରଧାନଙ୍କ କନିଷ୍ଠ ସୁକନ୍ୟା ଅର୍ଚନା ପ୍ରଧାନ ଯିଏ କି ଖୋ ଖୋ କ୍ରୀଡାରେ ଓଡିଶା ପାଇଁ ଅନେକ ଥର ସ୍ୱର୍ଣ ଓ ରୌପ୍ୟ ପଦକ ଆଣିବା ସହ ସର୍ବ ଭାରତୀୟ ଖୋ ଖୋ ପ୍ରତିଯୋଗିତାରେ ଶ୍ରେଷ୍ଠ କ୍ରୀଡ଼ାବିତ ପୁରସ୍କାର ପାଇ କବି ପ୍ରସନ୍ନ ପଟ୍ଟସାଣି ଉଚ୍ଚ ବିଦ୍ୟାଳୟ ଓ ଡେଲାଙ୍ଗ ପାଉଁ ଗୌରବ ଅଣିଥିବାରୁ ତାଙ୍କୁ ଏହି କାର୍ଯ୍ୟକ୍ରମରେ ସମ୍ମାନିତ କରାଇଛି |