-+91-9937148622 |

prerana_bgr@rediffmail.com |

  Friday 21st August 2026 |

| | | |

R.N.I. Regd No. ODIODI/2010/46693

Breaking News

ରେଙ୍ଗାଲି ପୁଲିସର ବଡ଼ ସଫଳତା: ୧୩ ଚୋରି ବାଇକ୍ ଉଦ୍ଧାର, ୫ ଅଭିଯୁକ୍ତ ଗିରଫ   (20-Aug-2026)       ||      ପାର୍ବତୀ ଗିରି ଡିଗ୍ରୀ ମହାବିଦ୍ୟାଳୟରେ ନିଶାମୁକ୍ତ ଯୁବା ,ବିକଶିତ ଭାରତ କାର୍ଯ୍ୟକ୍ରମ    (20-Aug-2026)       ||      ସ୍ୱାସ୍ଥ୍ୟସେବାରୁ ସ୍ୱାସ୍ଥ୍ୟ ନ୍ୟାୟ : ସ୍ୱାସ୍ଥ୍ୟ ଅଧିକାରର ନୂତନ ପରିକଳ୍ପନା ଶୀର୍ଷକ ଆଲୋଚନା ସମାନ ଓ ଗୁଣାତ୍ମକ ସ୍ୱାସ୍ଥ୍ୟସେବାକୁ ମାନବାଧିକାରର ଅବିଚ୍ଛିନ୍ନ ଅଂଶ କରିବାକୁ ଆହ୍ୱାନ ସୁସ୍ଥ ପରିବେଶ ଓ ସାମାଜିକ ସୁରକ୍ଷା ଭଳି ବିଷୟ ସ୍ୱାସ୍ଥ୍ୟ ସହ ଗଭୀର ଭାବେ ଜଡ଼ିତ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ସ୍ୱାସ୍ଥ୍ୟ ଅଧିକାର ହେଲେ ଏହା ନ୍ୟାୟରେ ପରିଣତ ହେବ    (20-Aug-2026)       ||      ଅତ୍ୟାବଶ୍ଯକ ସାମଗ୍ରୀର ଦର ବୃଦ୍ଧି ର ପ୍ରତିବାଦ ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ।   (20-Aug-2026)       ||      ବିଶିପାଲି ରେ କୋଶଲି ନାଟ୍ୟ ମହର୍ଷି ଭଗବାନ ସାହୁଙ୍କ ଜୟନ୍ତୀ ପାଳିତ   (20-Aug-2026)       ||      ଆଶ୍ରା ବୃଦ୍ଧାଶ୍ରମର ପ୍ରଥମ ବାର୍ଷିକୋତ୍ସବ ପାଳିତ   (20-Aug-2026)       ||      ମୁଖ୍ୟମନ୍ତ୍ରୀ ସଡକ ଯୋଜନାର ରାସ୍ତା କାମ ନିମ୍ନମାନ, ମାସ ନପୁରୁଣୁ ପିଚୁ ଉଠିଲା   (20-Aug-2026)       ||      ରାଜ୍ୟ ସ୍ତରୀୟ ଶିକ୍ଷା ସେବା ସମ୍ମାନରେ ସମ୍ମାନିତ,ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ଡଃ କିଶୋର କୁମାର କର୍ଣ୍ଣ   (20-Aug-2026)       ||      ଗୌରଗୋଠ ପ୍ୟାକ୍ସ ପରିଦର୍ଶନ କଲେ ନରସିଂହ♦️ ଚାଷୀଙ୍କୁ ପର୍ଯ୍ୟାପ୍ତ ସାର ପ୍ରଦାନ କରୁ ବିଭାଗ - ନରସିଂହ   (20-Aug-2026)       ||      ସମଲେଶ୍ୱରୀ ମନ୍ଦିର ପାର୍ଶ୍ୱରେ ଥିବା ଦୋକାନ ଗୃହ ଉଛେଦ ପରେ ଏବେ ଦେବୋତ୍ତର ବିଭାଗର ଜମି କୁ ନେଇ ପ୍ରଶ୍ନବାଚୀ ♦️ ମନ୍ଦିରର ନିୟମିତ ଆୟ କେଉଁଠୁ ଆସିବ ଏହାକୁ ନେଇ ଚିନ୍ତାରେ ଭକ୍ତବୃନ୍ଦ    (20-Aug-2026)       ||      ଜିଲ୍ଲାସ୍ତରୀୟ ରେଡକ୍ରସ କାଉନସେଲର ତାଲିମ ଶିବିର ଉଦ୍‌ଯାପିତ   (30-Jul-2026)       ||      ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ରାଜୀବ ଗାନ୍ଧୀଙ୍କ ଜୟନ୍ତୀ ପାଳିତ   (20-Aug-2026)       ||      ପବିତ୍ର ଶ୍ରାବଣରେ ଦୁଇ ବେସାହାରା ଭିକ୍ଷୁକଙ୍କ ଶେଷ ସାହାରା ସାଜିଲା ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ   (20-Aug-2026)       ||      *ଲେହିଡି ଗାଁରେ ଗୋଶାଳା ପାଇଁ ଭୁମି ପୂଜନ ଓ ବୃକ୍ଷ ରୋପଣ କାର୍ଯ୍ୟ କ୍ରମ*-   (20-Aug-2026)       ||      ବଗଡ଼ାରେ ଗ୍ରୀନ୍ ଇଗଲ୍ ଆର୍ମି ପକ୍ଷରୁ ବନମହୋତ୍ସବ   (20-Aug-2026)       ||      ରାଷ୍ଟ୍ରୀୟ ପ୍ରବାସୀ ଓଡିଆ ପରିବାର ଦ୍ୱାରା ସ୍ୱାସ୍ଥ୍ୟ ଶିବିର ଆୟୋଜନ   (20-Aug-2026)       ||      ସୁବର୍ଣ୍ଣପୁର ଠାରେ ବିଜେଡି ପକ୍ଷରୁ ଶିକ୍ଷା ବଞ୍ଚାଅ ଆନ୍ଦୋଳନ   (20-Aug-2026)       ||      ନବରଙ୍ଗପୁର ଜିଲ୍ଲାର ନୀରିହ ଆଦିବାସୀ ଯୁବକର ୧ ଲକ୍ଷ ୨୦ହଜାର ଟଙ୍କା ଖାଇଗଲେ କେନ୍ଦୁଝର ର ଝିଅ   (20-Aug-2026)       ||      ବିଶ୍ୱ ଫୋଟୋଗ୍ରାଫି ଦିବସରେ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଫଟୋ ପ୍ରଦର୍ଶନୀ ll ପ୍ରଦର୍ଶିତ ହୋଇଛି ସଂସ୍କୃତି, ପରମ୍ପରା ଓ ଐତିହ୍ୟ ର ଅନେକ ଫଟୋ ll   (19-Aug-2026)       ||      ଆରପାରିରେ ବିଶିଷ୍ଟ କୀର୍ତ୍ତନ ଗାୟକ ମକ୍ତାରି ସାହୁ। କୀର୍ତ୍ତନ ଜଗତର ଏକ ସ୍ୱର୍ଣ୍ଣିମ ଅଧ୍ୟାୟର ଅବସାନ।   (19-Aug-2026)       ||     

HOME   ଜିଲ୍ଲା

ଦିଗହରା ହେଉଛି ଗାଁ କଲ୍ୟାଣ ସମିତି, ଯୋଜନା ଲାଗୁନି ଲୋକଙ୍କ କାମ ରେ

05-Jan-2021



ଖପ୍ରାଖୋଲ (ଗୋରେଖନାଥ ବରିହା) ଜାତୀୟ ଗ୍ରାମ୍ୟ ସ୍ବାସ୍ଥ୍ୟ ମିଶନ  ଆନୁକୂଲ୍ୟରେ ଗ୍ରାମାଞ୍ଚଳରେ ଲୋକ ମାନଙ୍କର ସ୍ବାସ୍ଥ୍ୟ ସମ୍ପର୍କରେ ସଚେତନ ସୃଷ୍ଟି କରିବା ଲକ୍ଷ୍ୟ ରଖି ୨୦୧୦ ମସିହା ରୁ ପ୍ରତି ରାଜସ୍ୱ ଗ୍ରାମ ଗୁଡିକରେ ଗାଁ କଲ୍ୟାଣ ସମିତି ଗଠନ କରାଯାଇଥିଲେ ହେଁ ତାହା ଲୋକଙ୍କ କାମ ରେ ଲାଗୁନାହିଁ ବୋଲି ଅଭିଯୋଗ ହୋଇଛି । କେତେକ କ୍ଷେତ୍ରରେ ୱ।ଡମେମ୍ବର , ଅଙ୍ଗନୱାଡ଼ି କର୍ମୀ ,ଓ ଆଶାକର୍ମୀଙ୍କ ମଧ୍ୟରେ ତାଲ ମେଳ ରହୁଥିବାରୁ ଅର୍ଥ ର ସଠିକ ବିନିଯୋଗ ହୋଇପାରୁନାହିଁ । ଗାଁ କଲ୍ୟାଣ ସମିତି ର ଅର୍ଥ ମୂଖ୍ୟତଃ ଲୋକ ପ୍ରତିନିଧି ୱ।ଡମେମ୍ବର , ସ୍ବାସ୍ଥ୍ୟ ବିଭାଗର ଆଶାକର୍ମୀ ଓ ମହିଳା ଶିଶୁ କଲ୍ୟାଣ ବିଭାଗର ଅଙ୍ଗନୱାଡ଼ି କର୍ମୀଙ୍କୁ ନେଇ ବ୍ୟୟ ବରାଦ କରାଯାଉଥିବାରୁ ଅନେକାଂଶରେ ଅର୍ଥର ବାଟମାରଣା ହେଉଥିବା ଅଭିଯୋଗ ହେଉଛି। ଖପ୍ରାଖୋଲ ବ୍ଳକ ର ୨୦ ଟି ପଞ୍ଚାୟତର ପ୍ରତି ରାଜସ୍ୱ ଗ୍ରାମରେ ଗାଁ କଲ୍ୟାଣ ସମିତି ଗଠନ ହୋଇଛି । ଏହି ଗାଁ କଲ୍ୟାଣ ସମିତି ପାଇଁ ବାର୍ଷିକ ୧୦ ହଜାର ଟଙ୍କା ସରକାରୀ ସହାୟତା ଆସୁଥିବା ବେଳେ ଏହାର ସଠିକ ବିନିଯୋଗ ହେଉନଥିବା ଅଭିଯୋଗ ହୋଇଛି । ସମିତି ର ସୁଗମକାରୀ ଆଶାକର୍ମୀ ମାସିକ ୧୫୦ ଟଙ୍କା ହିସାବରେ ବର୍ଷ କୁ ୧୮ ଶହ ଟଙ୍କା ପାଉଥିବା ବେଳେ ଅଙ୍ଗନୱାଡ଼ି କର୍ମୀ ସମିତି ଆବାହିକା ହୋଇ ଥିବା ରୁ ମାସିକ ୧୦୦ ଟଙ୍କା ହିସାବରେ ବର୍ଷ କୁ ୧୨୦୦ ଶହ ଟଙ୍କା ପାଇବେ । ସମିତି ଦାୟିତ୍ଵ ରେ ରହିଥିବା ୱ।ଡମେମ୍ବର ସମିତି ସଭାପତି ହୋଇଥିବାରୁ ମାସିକ ୫୦ ଟଙ୍କା ହିସାବରେ ୬୦୦ ଶହ ପାଇବେ । ଏହି ହିସାବରେ ୩ ଜଣ ବାର୍ଷିକ ୩ ହଜାର ୪ ଶହ ଟଙ୍କା ଖର୍ଚ୍ଚ ହୋଇଥାଏ । ସ୍ବଳ୍ପ ଅର୍ଥ ରେ ସମିତି ପ୍ରକୃତ କାର୍ଯ୍ୟକ୍ରମ ଠାରୁ ଦୂରେଇ ରହୁଥିବା ବେଳେ ବିଭାଗୀୟଙ୍କ ପ୍ରଦତ ପାଣ୍ଠି ଖର୍ଚ୍ଚ ର ତାଲିକା ବେଶ ଲମ୍ବା ହୋଇ ଥିବା ବେଳେ ଅର୍ଥ ର ଭରଣା କୁ ନେଇ ଗାଁ ଲୋକେ ସନ୍ଦିହlନ । ଏହି ଅର୍ଥ ରୁ ଆଶା କର୍ମୀ ନିଜ ସାଇକେଲ ମରାମତି ପାଇଁ ୨୦୦ ଶହ ଟଙ୍କା ନେବା ବେଳେ ଗାଁ ସ୍ବାସ୍ଥ୍ୟ ଯୋଜନା ପ୍ରସ୍ତୁତ କରିବା ବାବଦରେ ୫୦୦ ଟଙ୍କା ସମିତିର ପ୍ରତି ମାସରେ ଗୋଟିଏ ଦିନ ବୈଠକ ଆୟୋଜନ ପାଇଁ ୩୦୦ ଟଙ୍କା ,ଦରି କିଣିବା ବାବଦରେ ୫୦୦ ଟଙ୍କା ,ଲେଟର ପ୍ୟାଡ ପାଇଁ ୩୦୦ ଟଙ୍କା, ୪ ଗୋଟି ଦିବସ ପାଳନ ପାଇଁ ପ୍ରତ୍ୟେକ ଦିବସ ପିଚ୍ଛା ୩୦୦ ଟଙ୍କା ହିସାବରେ ବର୍ଷ କୁ ୧୨୦୦ ଟଙ୍କା, ସମିତି ଟିଣ ବାକ୍ସ କିଣା ବାବଦକୁ ୩୦୦ ଟଙ୍କା ,ଆଶା କର୍ମୀ ପାଇଁ ଟିଣ ବାକ୍ସ କିଣା ବାବଦକୁ ୩୦୦ ଟଙ୍କା , ପ୍ରତି ଗାଁ ରେ ଅଲିଆ କୁଣ୍ଡ ବସାଇବା ପାଇଁ ୫୦୦ ଟଙ୍କା , ସେହିପରି ବିଭିନ୍ନ ଆଦି ରୋଗ ର ନିରାକରଣ ପାଇଁ ସଚେତନ ମୂଲକ କାର୍ଯ୍ୟ କ୍ରମ ନିମନ୍ତେ ୨୦୦୦ ଟଙ୍କା ଜଳ ବାହିତ ରୋଗ ର ନିରାକରଣ ପାଇଁ କାର୍ଯ୍ୟ କ୍ରମ ଆୟୋଜନ ବାବଦରେ ୨୦୦୦ ଟଙ୍କା , ବ୍ୟତୀତ ସ୍ବାସ୍ଥ୍ୟ କାନ୍ଥରେ ବାର୍ତ୍ତା ଲେଖା ପାଇଁ ୫୦୦ ଟଙ୍କା ଗାଁ ପ୍ରବେଶ ପଥରେ ସ୍ବାସ୍ଥ୍ୟ କଳ ବସାଇବା ପାଇଁ ୩୦୦ ଟଙ୍କା ଖର୍ଚ୍ଚ ର ତାଲିକା ଭୁକ୍ତ ହୋଇ ଥିବା ରୁ ଅର୍ଥ ବଳକା ରହିବା ର ସମ୍ଭାବନା ନାହିଁ । ଯାହାକି ନିୟମ ମୁତାବକ ଗ୍ରାମରେ ଦାରିଦ୍ର୍ୟ ସୀମାରେଖା ତଳେ ରହୁଥିବା ୪ ଜଣ ଅସହାୟ ଗରିବ ବ୍ୟକ୍ତି ଙ୍କୁ ସହାୟତା ଦେବା ମଧ୍ୟ ସମ୍ଭବ ପର ନେହେଁ ଏତେ ଲମ୍ଭା ଖର୍ଚ୍ଚ ର ତାଲିକା ଥିବା ବେଳେ ଗାଁ କଲ୍ୟାଣ ସମିତି କେବଳ ଏକ ପ୍ରହସନ ବୋଲି ଲୋକଙ୍କ ମଧ୍ୟରେ ଆଲୋଚନାର ପରିସରକୁ ଆସିଛି । ଏହି ଲୋକାଭିମୁଖୀ ଯୋଜନାକୁ ଅଯଥାରେ କେବଳ ମାତ୍ର ଖର୍ଚ୍ଚ ରେ ସମିତି ରଖିବା ଦ୍ବାରା ସାଧାରଣରେ ଏହା ଲୋକଙ୍କର କାମରେ ନଲାଗି ବଂର ସମନ୍ୱୟର ଅଭାବରୁ ଏହାର କାର୍ଯ୍ୟ କାରିତାକୁ ନେଇ ପ୍ରଶ୍ନ ଉଠିଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ରେଙ୍ଗାଲି ପୁଲିସର ବଡ଼ ସଫଳତା: ୧୩ ଚୋରି ବାଇକ୍ ଉଦ୍ଧାର, ୫ ଅଭିଯୁକ୍ତ ଗିରଫ   20-Aug-2026
  ଜିଲ୍ଲା  
ପାର୍ବତୀ ଗିରି ଡିଗ୍ରୀ ମହାବିଦ୍ୟାଳୟରେ ନିଶାମୁକ୍ତ ଯୁବା ,ବିକଶିତ ଭାରତ କାର୍ଯ୍ୟକ୍ରମ   20-Aug-2026
  ଜିଲ୍ଲା  
ସ୍ୱାସ୍ଥ୍ୟସେବାରୁ ସ୍ୱାସ୍ଥ୍ୟ ନ୍ୟାୟ : ସ୍ୱାସ୍ଥ୍ୟ ଅଧିକାରର ନୂତନ ପରିକଳ୍ପନା ଶୀର୍ଷକ ଆଲୋଚନା ସମାନ ଓ ଗୁଣାତ୍ମକ ସ୍ୱାସ୍ଥ୍ୟସେବାକୁ ମାନବାଧିକାରର ଅବିଚ୍ଛିନ୍ନ ଅଂଶ କରିବାକୁ ଆହ୍ୱାନ ସୁସ୍ଥ ପରିବେଶ ଓ ସାମାଜିକ ସୁରକ୍ଷା ଭଳି ବିଷୟ ସ୍ୱାସ୍ଥ୍ୟ ସହ ଗଭୀର ଭାବେ ଜଡ଼ିତ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ସ୍ୱାସ୍ଥ୍ୟ ଅଧିକାର ହେଲେ ଏହା ନ୍ୟାୟରେ ପରିଣତ ହେବ   20-Aug-2026
  ଜିଲ୍ଲା  
ଅତ୍ୟାବଶ୍ଯକ ସାମଗ୍ରୀର ଦର ବୃଦ୍ଧି ର ପ୍ରତିବାଦ ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ।   20-Aug-2026
  ଜିଲ୍ଲା  
ବିଶିପାଲି ରେ କୋଶଲି ନାଟ୍ୟ ମହର୍ଷି ଭଗବାନ ସାହୁଙ୍କ ଜୟନ୍ତୀ ପାଳିତ   20-Aug-2026
  ଜିଲ୍ଲା  
ଆଶ୍ରା ବୃଦ୍ଧାଶ୍ରମର ପ୍ରଥମ ବାର୍ଷିକୋତ୍ସବ ପାଳିତ   20-Aug-2026
  ଜିଲ୍ଲା  
ମୁଖ୍ୟମନ୍ତ୍ରୀ ସଡକ ଯୋଜନାର ରାସ୍ତା କାମ ନିମ୍ନମାନ, ମାସ ନପୁରୁଣୁ ପିଚୁ ଉଠିଲା   20-Aug-2026
  ଜିଲ୍ଲା  
ରାଜ୍ୟ ସ୍ତରୀୟ ଶିକ୍ଷା ସେବା ସମ୍ମାନରେ ସମ୍ମାନିତ,ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ଡଃ କିଶୋର କୁମାର କର୍ଣ୍ଣ   20-Aug-2026
  ଜିଲ୍ଲା  
ଗୌରଗୋଠ ପ୍ୟାକ୍ସ ପରିଦର୍ଶନ କଲେ ନରସିଂହ♦️ ଚାଷୀଙ୍କୁ ପର୍ଯ୍ୟାପ୍ତ ସାର ପ୍ରଦାନ କରୁ ବିଭାଗ - ନରସିଂହ   20-Aug-2026
  ରାଜ୍ୟ  
ସମଲେଶ୍ୱରୀ ମନ୍ଦିର ପାର୍ଶ୍ୱରେ ଥିବା ଦୋକାନ ଗୃହ ଉଛେଦ ପରେ ଏବେ ଦେବୋତ୍ତର ବିଭାଗର ଜମି କୁ ନେଇ ପ୍ରଶ୍ନବାଚୀ ♦️ ମନ୍ଦିରର ନିୟମିତ ଆୟ କେଉଁଠୁ ଆସିବ ଏହାକୁ ନେଇ ଚିନ୍ତାରେ ଭକ୍ତବୃନ୍ଦ   20-Aug-2026
  ରାଜ୍ୟ  
ଜିଲ୍ଲାସ୍ତରୀୟ ରେଡକ୍ରସ କାଉନସେଲର ତାଲିମ ଶିବିର ଉଦ୍‌ଯାପିତ   30-Jul-2026
  ଜିଲ୍ଲା  
ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ରାଜୀବ ଗାନ୍ଧୀଙ୍କ ଜୟନ୍ତୀ ପାଳିତ   20-Aug-2026

You Might Also Like