-+91-9937148622 |

prerana_bgr@rediffmail.com |

  Monday 21st September 2026 |

| | | |

R.N.I. Regd No. ODIODI/2010/46693

Breaking News

ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   (21-Sep-2026)       ||      ୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   (20-Sep-2026)       ||      ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   (20-Sep-2026)       ||      ୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ    (20-Sep-2026)       ||      ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   (20-Sep-2026)       ||      ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   (20-Sep-2026)       ||      ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍    (20-Sep-2026)       ||      ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   (20-Sep-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   (20-Sep-2026)       ||      ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   (20-Sep-2026)       ||      ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   (20-Sep-2026)       ||      ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   (20-Sep-2026)       ||      ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   (20-Sep-2026)       ||      ଗାଇ ସହ ବାଇକ୍ ଧକ୍କା ହୋଇ ବାଇକ୍ ଦୁର୍ଘଟଣା, ଜଣେ ମୃତ   (20-Sep-2026)       ||      ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିଦର୍ଶନ    (20-Sep-2026)       ||      ଭିଜିଲାନ୍ସ ଜାଲରେ ଦୁଇ ସରକାରୀ କର୍ମଚାରୀ   (20-Sep-2026)       ||      ତଳମୁଣ୍ଡଚାଷୀ ପ୍ରତାରିତ   (20-Sep-2026)       ||      *ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (20-Sep-2026)       ||      ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   (20-Sep-2026)       ||      ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   (20-Sep-2026)       ||     

HOME   ଜିଲ୍ଲା

କାହା ସ୍ୱାର୍ଥରେ ତାରା ତାରିଣୀ ମନ୍ଦିର ବସସେବା ?

05-Oct-2024



ଗଞ୍ଜାମ/ପୁରୁଷୋତ୍ତମପୁର(ଶୁଭଙ୍କର ଦାସ): ଦକ୍ଷିଣ ଓଡିଶାର ପ୍ରସିଦ୍ଧ ଶକ୍ତି ପୀଠ ମା ତାରାତାରିଣୀଙ୍କ ପୀଠରେ  ଚାଲୁଥିବା  ଏକ ଘରୋଇ  ମାଳିକାନା ସଂସ୍ଥା  ଗଞ୍ଜାମ ଅର୍ବାନ ଟ୍ରାନ୍ସପୋର୍ଟ  ସର୍ଭିସେସ ଲିମିଟେଡ଼ ( ଜି ଏ ଟି ଏସ ଏଲ ) ସଂସ୍ଥା  ଦୀର୍ଘ  ବର୍ଷ  ହେଲା  ମନ୍ଦିର ତଳୁ ପାହାଡ଼ ଉପରକୁ ଯାତ୍ରୀ ମାନଙ୍କୁଧରି  ଯିବା ଆସିବା କରୁଥିଲେ ମଧ୍ୟ ମନ୍ଦିର ଫଣ୍ଡ କୁ  ଟଙ୍କାଟିଏ ମଧ୍ୟ  ଦେଈ ନାହାନ୍ତି, ଯାହାକି ବଡ ଦୁଃଖ ଓ ପରିତାପର ବିଷୟ ଅଟେ |  

ତେବେ କଣପାଇଁ  ମନ୍ଦିର ଫଣ୍ଡକୁ ଦିଆ ଯାଉନାହିଁ, ସେହି ସଂସ୍ତାର କିଛି ମନ୍ଦ ଉଦେଶ୍ୟ ରହିଛି  କି ? ତାହାର କାରଣ ଉପରେ  ମଧ୍ୟ ମନ୍ଦିର  ପରିଚାଳନା କର୍ତ୍ତୃପକ୍ଷ, ଜିଲ୍ଲପାଳ, ଛତ୍ର ପୁର  ଉପଜିଲ୍ଲାପାଳ, ମନ୍ଦିର ସଦସ୍ୟ ପ୍ରମୋଦ କୁମାର ପଣ୍ଡା, ଓ ଅନ୍ୟମାନେ  ଦୀର୍ଘଦିନ ହେଲା ଏହାଉପରେ ଜାଣିଛନ୍ତି ନା ଜାଣିନାହାନ୍ତି  ତାହାହିଁ ସମସ୍ତଙ୍କୁ ଆଶ୍ଚଯ୍ୟ ଲାଗୁଛି, ମନ୍ଦିର ପାଇଁ ଯାତ୍ରୀଙ୍କ ଠାରୁ 

ଅର୍ଥ ନେଇ  ବସ ସେବା ଦେଉଥିବା ସଂସ୍ଥା ଯଦି ମନ୍ଦିରକୁ କିଛି ଅର୍ଥ ଦେବ ନାହିଁ ତେବେ ଏହି ସଂସ୍ଥାକୁ କାହିଁକି ଏତେ ଅନୁକମ୍ପା  ଦିଅ ଯାଉଛି ଏବଂ କଣ ପାଇଁ, କାହା ଚାପରେ ଦିଆ ଯାଉଛି ବୋଲି ଜନସାଧାରଣଙ୍କ ମନରେ  ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି l ଏହି ସଂସ୍ଥା ମନ୍ଦିରକୁ ଟଙ୍କା ଦେବ ଦେବ କହି ସମସ୍ତଙ୍କୁ ଠକି ଆସୁଛି |  ତେବେ ଏହାଉପରେ ମନ୍ଦିର ପରିଚାଳନା ସଭାପତି ଥିବା ଜିଲ୍ଲପାଳ ମହୋଦୟ ମଧ୍ୟ କାହିଁକି ସଂସ୍ଥାକୁ ତାଗିଦ କରୁ ନାହାନ୍ତି କିମ୍ବା ଏହା ଉପରେ ସେହି ସଂସ୍ଥାର ଅଧିକାରୀଙ୍କୁ ମନ୍ଦିର ଉନ୍ନତି ପାଇଁ ଅର୍ଥ ଦେବାକୁ  କାହିଁକି କହୁ ନାହାନ୍ତି ବୋଲି  ସବୁସ୍ଥାନରେ  ଲୋକମାନେ ଚର୍ଚ୍ଚା କରୁଛନ୍ତି | ମାନ୍ୟବର ଗଞ୍ଜାମ ଜିଲ୍ଲାର  ପାରିବହନ ମନ୍ତ୍ରୀ ହୋଈଥିବା ବିଭୁତି ଭୂଷଣ ଜେନା ମହୋଦୟ ଏହି ଘଟଣାରେ  ଗୁରୁତ୍ୱ ଦେଇ ଏହି ବସ ସେବା ସଂସ୍ଥାକୁ ବନ୍ଦ କରି ବର୍ତମାନ  ରାଜ୍ୟ ସରକାରଙ୍କ ଚାଲୁଥିବା ମୁଖ୍ୟମନ୍ତ୍ରୀ ବସ ସେବାରୁ ଯଦି କିଛି ବସ ଆଣି ମନ୍ଦିର ତଳୁ  ପାହାଡ଼ ଉପରକୁ ଯିବା ସେବାରେ ନିୟୋଜିତ କରିପାରିଥାନ୍ତେ

ତେବେ କ୍ଷତିରେ ଚାଲୁଥିବା ବସ  ଉପକୃତ ହୋଈ ପାରିବା ସହ  ସେହି ବସ ର କର୍ମଚାରୀ ମାନେ ଉପକୃତ ହେବା ସହ  ମନ୍ଦିର ଫଣ୍ଡ କୁ ମଧ୍ୟ  କିଛି ଅର୍ଥ ଆସିପାରିବ | ତେଣୁ ମାନ୍ୟବର ପରିବହନ ମନ୍ତ୍ରୀ ଏହା ଉପରେ ଟିକେ ଦୃଷ୍ଟି ଦେଇ  ଏହି ପୀଠର  ବସ ସେବାକୁ ସଫଳ କରିପାରିଲେ ମନ୍ତ୍ରୀ ମହୋଦୟ ମାଙ୍କ  ଆଶିଷ ଲାଭ କରିପାରିବା ସହିତ ମାଆ ତାରାତାରିଣୀ ଙ୍କ ବହୁବିଧ  ଉର୍ନ୍ନତି  ହୋଈ ପାରିବ  |


News Comment




Photo in News

Advertisment
Lastest News
  ଜିଲ୍ଲା  
ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   21-Sep-2026
  ଜିଲ୍ଲା  
୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   20-Sep-2026
  ଜିଲ୍ଲା  
ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   20-Sep-2026
  ଜିଲ୍ଲା  
୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ   20-Sep-2026
  ଜିଲ୍ଲା  
ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   20-Sep-2026
  ଜିଲ୍ଲା  
ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   20-Sep-2026
  ଜିଲ୍ଲା  
ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍   20-Sep-2026
  ଜିଲ୍ଲା  
ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   20-Sep-2026
  ଜିଲ୍ଲା  
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   20-Sep-2026
  ଜିଲ୍ଲା  
ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   20-Sep-2026
  ଜିଲ୍ଲା  
ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   20-Sep-2026
  ଜିଲ୍ଲା  
ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   20-Sep-2026

You Might Also Like