-+91-9937148622 |
prerana_bgr@rediffmail.com |
Friday 21st August 2026 |
R.N.I. Regd No. ODIODI/2010/46693
Breaking News
05-Jan-2021
ସମ୍ବଲପୁର(ସଞ୍ଜିବ ପାଣିଗ୍ରାହୀଙ୍କ ରିପୋର୍ଟ): ପିତୃ ମାତୃ ହରା ବରେଇପାଲି ଅଂଚଳର କଲେଜ ଛାତ୍ରୀ ମନୀଷା ଥାପlଙ୍କ ଅଧ୍ୟୟନ ପାଇଁ ବ୍ୟବସ୍ଥା କରିବା ସହିତ ସହଯୋଗର ହାତ ବଢ଼ାଇଛନ୍ତି ପୂର୍ବତନ ବିଧାୟିକା ଡା ରାସେଶ୍ୱରୀ ପାଣିଗ୍ରାହୀ I ମନୀଷା ଥାପl ର ପିତାଙ୍କ ନିକଟ ଅତୀତରେ ଦେହାନ୍ତ ହୋଇ ଯାଇଛି I ସ୍ବର୍ଗତ ସନ୍ତୋଷ ଥାପl ଙ୍କ ଝିଅ ମନୀଷା ଥାପl ଙ୍କୁ ଥଇଥାନ ଯୋଜନାରେ ଚାକିରୀ ପ୍ରଦାନ ପାଇଁ ସରକାରୀ ସ୍ତରରେ ଉଦ୍ୟମ କରିବେ ବୋଲି ଡ.ପାଣିଗ୍ରାହୀ ପ୍ରତିଶୃତି ଦେଇଛନ୍ତି I