-+91-9937148622 |
prerana_bgr@rediffmail.com |
Saturday 22nd August 2026 |
R.N.I. Regd No. ODIODI/2010/46693
Breaking News
03-Jan-2021
ରେଢ଼ାଖୋଲ ( ଅନିଲ କୁମାର ପୃଷ୍ଟି )ସମ୍ବଲପୁର ଜିଲ୍ଲା ଚାରମାଳ ପୋଲିସ ଆଜି ଚୋରି ବାଇକ୍ ସହ ଜଣେ ନାବାଳକକୁ ଗିରଫ କରିଛି । ସୂଚନା ଯୋଗ୍ୟ ଯେ ଚାରମାଳ ଗ୍ରାମର ଶିଶିର ବିଶ୍ଵାଳଙ୍କ ହୋଣ୍ଡା ସାଇନ୍ ନଂ OR 15 N 6379 ବିଶିଷ୍ଟ ବାଇକ୍ ଟି ଚୋରି ହୋଇଯାଇଥିବା ନେଇ ଗତ ୩୦ ତାରିଖରେ ଚାରମାଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ ଏ ନେଇ ପୋଲିସ ବିଭିନ୍ନ ସ୍ଥାନରେ ଚଢଉ କରି ଆଜି ସେହି ଚାରମାଳ ଗ୍ରାମରୁ ଚୋରି ବାଇକ୍ ସହ ଜଣେ ନାବାଳକକୁ ଗିରଫ କରିଥିବା ଥାନା ଅଧିକାରୀ ବସନ୍ତ ଦଳାଇ ସୂଚନା ଦେଇଛନ୍ତି ।