-+91-9937148622 |

prerana_bgr@rediffmail.com |

  Saturday 12th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଭଟିଗାଁ ରେ ବିଶ୍ୱ ଫାର୍ମାସିଷ୍ଟ ଦିବସ ଅବସରରେ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ   (11-Sep-2026)       ||      ମା’ ସମଲେଶ୍ୱରୀ କଲେଜରେ ଫ୍ରେସର୍ସ ସ୍ୱାଗତ ସମାରୋହ   (11-Sep-2026)       ||      ସିଦ୍ଧାର୍ଥ ସ୍ନାତକ ମହାବିଦ୍ୟାଳୟ ବିନିକାରେ ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟକ୍ରମ   (11-Sep-2026)       ||      ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଶିଖର ଛୁଇଁବ ଲୋଇସିଂହାର ବିକାଶ: ମାନ୍ୟବର ମନ୍ତ୍ରୀ    (11-Sep-2026)       ||      ବଲାଙ୍ଗିର ଜିଲ୍ଲାସ୍ତରୀୟ ପୁରାତନ ଆଚାର୍ଯ୍ୟ-ଆଚାର୍ଯ୍ୟାଙ୍କ ଏକତ୍ରୀକରଣ ସ୍ମୃତିରେ ଭିଜିଲା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସର   (11-Sep-2026)       ||      ସ୍ୱାସ୍ଥ୍ୟ ସଂପର୍କିତ ସମସ୍ୟାକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲା ବଲାଙ୍ଗୀର ଜିଲ୍ଲା ସିଭିଲ୍ ସୋସାଇଟି   (11-Sep-2026)       ||      ୮ ଜଣ ଭିକ୍ଷାବୃତ୍ତି କରୁଥିବା ଓ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କଲା ଜିଲ୍ଲା ପ୍ରଶାସନ   (11-Sep-2026)       ||      ଏକାଦଶ ଜିଲ୍ଲାପରିଷଦ ବୈଠକ   (11-Sep-2026)       ||      ମଦ ବନ୍ଦ ଦାବିରେ ମହିଳା ମାନେ ଥାନାର ଦ୍ୱାରସ୍ତ   (11-Sep-2026)       ||      Hjk   (11-Sep-2026)       ||      ଆଗଲପୁର ସମିତିସଭ୍ୟଙ୍କୁ ଗୁଳିକରି ହତ୍ୟା : କାର ଭିତରୁ ରକ୍ତାକ୍ତ ମୃତ ଦେହ ଉଦ୍ଧାର   (11-Sep-2026)       ||      ଚିନାଜୁରୀ କେବାଡ଼ କେନାଲ ରାସ୍ତାରେ ଆଗଲପୁ ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା    (11-Sep-2026)       ||      ସପ୍ତାହକୁ ୫ ଦିନିଆ କାର୍ଯ୍ୟଦିବସ ଲାଗୁ କରିବା ଦାବିରେ ଆଜି ବ୍ୟାଙ୍କ କର୍ମଚାରୀ ମାନଙ୍କ ଦିନିକିଆ ଧର୍ମଘଟ, ବାଲାଙ୍ଗୀକେନ୍ଦ୍ର ସମବାୟ ବ୍ୟାଙ୍କ ସମ୍ମୁଖରେ ଧାରଣାରେ ବସିଲେ ବ୍ୟାଙ୍କ କର୍ମଚାରୀ ସଂଘ    (11-Sep-2026)       ||      ଯାତ୍ରୀମାନଙ୍କୁ ସୁରକ୍ଷିତ, ନିର୍ଭରଯୋଗ୍ୟ ଓ ନିର୍ଭୟ ଯାତ୍ରା ସୁବିଧା ଯୋଗାଇଦେବା ପାଇଁ ଖୋର୍ଦ୍ଧା ରୋଡ୍ ମଣ୍ଡଳ ପ୍ରତିବଦ୍ଧ   (11-Sep-2026)       ||      ଭୀମଟାଙ୍ଗି ବରିଷ୍ଠ ନାଗରିକ ମଞ୍ଚର ବାର୍ଷିକୋତ୍ସବ   (10-Sep-2026)       ||      ଝାରମୁଣ୍ଡା ଓଏଭି ର ସୌମ୍ୟାଶ୍ରୀଙ୍କ ବାଜିମାତ୍‌   (10-Sep-2026)       ||      ଶିଶୁଙ୍କ ପେଟରୁ କାଟି ଲୁଣ୍ଠନ : ଧର୍ମ ସହିବନି ! କାରଣ ଅଜଣା : ଅଧିକାରୀଙ୍କ ମୁହଁ ବନ୍ଦ    (10-Sep-2026)       ||      *ବିଜ୍ଞାନ କୁ ଅସ୍ତ୍ର ରୁପେ ଗ୍ରହଣ କରି ସମାଜ ର ଅନ୍ଧ ବିଶ୍ୱାସ ଓ କୁସଂସ୍କାର ବିରୁଦ୍ଧରେ ଯୁଦ୍ଧ ଘୋଷଣା କରନ୍ତୁ*- *ଅତିଥି* -   (10-Sep-2026)       ||      ସିଦ୍ଧାର୍ଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମାଁ ପାଇଁ ଗଛଟିଏ କାର୍ଯ୍ୟକ୍ରମ   (10-Sep-2026)       ||      ବିଶ୍ୱାତ୍ମ ବିଦ୍ୟାମନ୍ଦିରରେ ପରମହଂସ ଶ୍ରୀ ସ୍ୱାମୀଜୀ ମହାରାଜଙ୍କ ୭୧ତମ ଜନ୍ମୋତ୍ସବ ଓ ୩୧ତମ ପ୍ରତିଷ୍ଠା ଦିବସ ପାଳିତ   (10-Sep-2026)       ||     

HOME   ଜିଲ୍ଲା

ଶିଳ୍ପ ତାଲିମ ପ୍ରତିଷ୍ଠାନ ର ଅତିଥି ପ୍ରଶିକ୍ଷକ ସଂଘ ର ସାମ୍ୱାଦିକ ସମ୍ମିଳନୀ

18-Sep-2024



ସୋନପୁର (ମନୋରଞ୍ଜନ ତ୍ରିପାଠୀ)
 ଓଡିଶାର ବିଭିନ୍ନ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନରେ କାର୍ଯ୍ୟରତ ଥବା ଅତିଥି ପ୍ରଶିକ୍ଷକ ମାନଙ୍କୁ ମାସିକ ଦରମା ସମେତ ଚାକିରୀ ସୁରକ୍ଷା ପ୍ରଦାନ କରିବା ଦାବି ନେଇ ଆମରଣ ଅନଶନ ପ୍ରସ୍ତୁତି ପାଇଁ ଆଜି ସୋନପୁର ଷ୍ଟାର୍ ହେଲ୍ଥ  ଇନ୍ସୁରେନ୍ସ ସଭା ଗୃହ ଠାରେ ଏକ ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି l ଓଡିଶାର ବିଭିନ୍ନ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ମାନଙ୍କରେ କାର୍ଯ୍ୟରତ ଥିବା ଅତିଥି ପ୍ରଶିକ୍ଷକ ଗଣ ପ୍ରାୟ ୬୦୦ ଜଣ ଅତିଥି ପ୍ରଶିକ୍ଷକ ଦୀର୍ଘ ବର୍ଷ ହେଇ ନିରବଚ୍ଛିନ ଭାବରେ ସ୍ୱଳ୍ପ  ଦରମାରେ କାର୍ଯ୍ୟ ସମ୍ପାଦନ କରି ଆସୁଥିବା ବିଷୟ ପ୍ରକାଶ କରିଛନ୍ତି l ଏପରି କି ଯେଉଁ ସମୟରେ ଶିଳ୍ପ ତାଲିମ ଅନୁଷ୍ଠାନ ଗୁଡିକରେ ନିୟମିତ ପ୍ରଶିକ୍ଷକ ନ ଥିଲେ ସେହି ସମୟରେ ଅତିଥି ପ୍ରଶିକ୍ଷକ ମାନଙ୍କୁ ନିୟମିତ ପ୍ରଶିକ୍ଷକ ଦର୍ଶାଇ ଶିଳ୍ପ ତାଲିମ ଅନୁଷ୍ଠାନ ଗୁଡିକ ଏନ. ସି. ଭି. ଟି (NCVT ) ର ମାନ୍ୟତା ହାସଲ କରୁଥଲା ଏବଂ କରୁଛି ମଧ୍ୟ  । କିନ୍ତୁ  ଦୀର୍ଘ ବର୍ଷ ଧରି ଏମାନେ କାମ କରି ଆସୁଥିଲେ ମଧ୍ୟ ସରକାର ଏମାନଙ୍କ ଦାବୀ ପ୍ରତି  କୌଣସି ଦୃଷ୍ଟି ଆକର୍ଷଣ କରି ନ ଥିବା ରୁ ଏ ଶିକ୍ଷକ ମାନେ କ୍ଷୋଭ ପ୍ରକାଶ କରିଛନ୍ତି l ଏପରି କି ଓଡିଶା ରାଜ୍ୟର ଆର୍ଥକ ସଙ୍କଟ ଥିବା ସମୟରେ ମଧ୍ୟ ସ୍ୱଳ୍ପ ଦରମାରେ କାମ କରି ଆସୁଥିବା କହିଛନ୍ତି l ଦୀର୍ଘ ବର୍ଷ ଧରି ଅନୁଷ୍ଠାନର ଛାତ୍ରଛାତ୍ରୀ   ଅନେକ ଥର ପୁର୍ବତନ ବିଭାଗୀୟ ମନ୍ତ୍ରୀ , ବିଭାଗୀୟ ସଚିବ, ନିର୍ଦେଶକ ମାନଙ୍କୁ ବାରମ୍ବାର ଗୁହାରୀ କରି ସୁଦ୍ଧା  କେବଳ ମୌଖିକ ଆଶ୍ବାସନା ତଥା ପ୍ରତିଶୃତି ଦେବା ବ୍ୟତିତ ଏ ବେ ଯାଏଁ  କୌଣସି ସୁଫଳ ହୋଇନି  । ବରଂ ଓଲଟା ଏମାନଙ୍କୁ ଆର୍ଥିକ ଓ ମାନସିକ ଟର୍ଚର ଦେଇ ଆସୁଥିବା କହିଛନ୍ତି l ଅତିଥୁ ପ୍ରଶିକ୍ଷକ ନାମକୁ ପରିବର୍ତନ କରି କେବଳ ପ୍ରଶିକ୍ଷକ ମାନ୍ୟତା ପ୍ରଦାନ କରାଯିବା,  ଯେଉଁ ଅତିଥି ପ୍ରଶିକ୍ଷକ ମାନଙ୍କୁ ବହିଷ୍କାର କରାଯାଇଛି ସେମାନଙ୍କୁ ତୁରନ୍ତ ପୁନଃ ନିଯୁକ୍ତି ପ୍ରଦାନ କରାଯିବାକୁ, ବାର୍ଷିକ କିଛି ଦିନ ଦେୟଯୁକ୍ତ ଛୁଟି ସମେତ ମହିଳା ଅତିଥି ପ୍ରଶିକ୍ଷକ ମାନଙ୍କୁ ମାତୃତ୍ଵ ଛୁଟି ପ୍ରଦାନ କରାଯିବାକୁ, ଅତିଥି ପ୍ରଶିକ୍ଷକ ମାନଙ୍କୁ ମିଳୁଥିବା ଦରମା ଯାହା ପ୍ରତି କ୍ଳାସ ହିସାବରେ ମିଳୁଛି ତାହାକୁ ମାସିକ ସ୍ଥିର ଦରମା କରିବା ସହ ଜଣେ ନିୟମିତ ପ୍ରଶିକ୍ଷକଙ୍କ ସର୍ବନିମ୍ନ ଦରମା ଯାହା ତାହା ପ୍ରଦାନ କରାଯିବାକୁ, ଦୀର୍ଘ ବର୍ଷ ଧରି କାମ କରି ଆସୁଥବା କୌଣସି ଅତିଥି ପ୍ରଶିକ୍ଷକଙ୍କୁ ବହିଷ୍କାର କରା ନ ଯିବାକୁ ,  ପ୍ରତିବର୍ଷ ଅଧ୍ୟକ୍ଷ ମାନେ ମନଇଚ୍ଛା ଛଟେଇ ତଥା ଦରମା ବନ୍ଦ କରୁଥିବା ପ୍ରକ୍ରିୟା ବନ୍ଦ କରିବା ସଙ୍ଗେ ସଙ୍ଗେ ପ୍ରତିବର୍ଷ ଚୟନ ପ୍ରକ୍ରିୟା ଆବଶ୍ୟକ‌ତା ନ ଥାଇ  ବାରମ୍ବାର ଚୟନ ପ୍ରକିୟା କୁ ସମ୍ପୁର୍ଣ ଭାବେ ବନ୍ଦ କରାଯିବା ପ୍ରମୁଖ ଆଠ ଦଫା ଦାବୀ ନେଇ ଏ ପ୍ରଶିକ୍ଷକ ମାନେ ଆଜି ସୋନପୁର ଠାରେ ଏକ ସାମ୍ୱାଦିକ ସମ୍ମିଳନୀ ରେ କ୍ଷୋଭ ପ୍ରକାଶ କରିଛନ୍ତି l ଏବଂ ଖୁବ୍ ଶୀଘ୍ର ସରକାର ଏ ସବୁ ଦାବୀ ଉପରେ ଗୁରୁତ୍ୱ ନ ଦେଲେ ଆସନ୍ତା 20  ତାରିଖ ରୁ ରାଜ୍ୟ ବ୍ୟାପୀ ଏ ସଂଘ ଆମରଣ କୁ ଓହ୍ଲାଇବାକୁ ସାମ୍ୱାଦିକ ସମ୍ମିଳନୀ ଜରିଆ ରେ ସରକାର ଙ୍କୁ ଚେତାବନୀ ଦେଇଛନ୍ତି l


News Comment




Photo in News

Advertisment
Lastest News
  ଜିଲ୍ଲା  
ଭଟିଗାଁ ରେ ବିଶ୍ୱ ଫାର୍ମାସିଷ୍ଟ ଦିବସ ଅବସରରେ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ   11-Sep-2026
  ଜିଲ୍ଲା  
ମା’ ସମଲେଶ୍ୱରୀ କଲେଜରେ ଫ୍ରେସର୍ସ ସ୍ୱାଗତ ସମାରୋହ   11-Sep-2026
  ଜିଲ୍ଲା  
ସିଦ୍ଧାର୍ଥ ସ୍ନାତକ ମହାବିଦ୍ୟାଳୟ ବିନିକାରେ ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟକ୍ରମ   11-Sep-2026
  ଜିଲ୍ଲା  
ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଶିଖର ଛୁଇଁବ ଲୋଇସିଂହାର ବିକାଶ: ମାନ୍ୟବର ମନ୍ତ୍ରୀ   11-Sep-2026
  ଜିଲ୍ଲା  
ବଲାଙ୍ଗିର ଜିଲ୍ଲାସ୍ତରୀୟ ପୁରାତନ ଆଚାର୍ଯ୍ୟ-ଆଚାର୍ଯ୍ୟାଙ୍କ ଏକତ୍ରୀକରଣ ସ୍ମୃତିରେ ଭିଜିଲା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସର   11-Sep-2026
  ଜିଲ୍ଲା  
ସ୍ୱାସ୍ଥ୍ୟ ସଂପର୍କିତ ସମସ୍ୟାକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲା ବଲାଙ୍ଗୀର ଜିଲ୍ଲା ସିଭିଲ୍ ସୋସାଇଟି   11-Sep-2026
  ଜିଲ୍ଲା  
୮ ଜଣ ଭିକ୍ଷାବୃତ୍ତି କରୁଥିବା ଓ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କଲା ଜିଲ୍ଲା ପ୍ରଶାସନ   11-Sep-2026
  ଜିଲ୍ଲା  
ଏକାଦଶ ଜିଲ୍ଲାପରିଷଦ ବୈଠକ   11-Sep-2026
  ଜିଲ୍ଲା  
ମଦ ବନ୍ଦ ଦାବିରେ ମହିଳା ମାନେ ଥାନାର ଦ୍ୱାରସ୍ତ   11-Sep-2026
  ଜିଲ୍ଲା  
Hjk   11-Sep-2026
  ଜିଲ୍ଲା  
ଆଗଲପୁର ସମିତିସଭ୍ୟଙ୍କୁ ଗୁଳିକରି ହତ୍ୟା : କାର ଭିତରୁ ରକ୍ତାକ୍ତ ମୃତ ଦେହ ଉଦ୍ଧାର   11-Sep-2026
  ଜିଲ୍ଲା  
ଚିନାଜୁରୀ କେବାଡ଼ କେନାଲ ରାସ୍ତାରେ ଆଗଲପୁ ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା   11-Sep-2026

You Might Also Like

                                   
  ଜିଲ୍ଲା  

Hjk