-+91-9937148622 |

prerana_bgr@rediffmail.com |

  Tuesday 15th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||      ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   (13-Sep-2026)       ||     

HOME   ଜିଲ୍ଲା

ନିଜର ଠିକଣା ଖୋଜୁଛି ଝାଡ୍ରାଜିଙ୍ଗ ଉପ-ଡାକଘର

03-Sep-2024



ହରଭଙ୍ଗା(ଦେବବ୍ରତ ଦାଶଙ୍କ ରିପୋର୍ଟ): ଭରତ ସର୍ବ ପୁରାତନ ଯୋଗାଯୋଗ ର ମାଧ୍ୟମ ଭାରତୀୟ ଡାକ ସେବା । ପୂର୍ବ ରୁ ଦୂର ବନ୍ଧୁବାନ୍ଧବ ଙ୍କ ସହ ଯୋଗାଯୋଗ ହେଉ  ଟଙ୍କା ପାଇଷା କାରବାର ହେଉ କି କୌଣସି ଜିନିଷ ପଠାଇବା ପାଇଁ ଡାକ ବିଭାଗ ଥିଲା ଗୋଟିଏ ହିଁ ମୁଖ୍ୟ ମାଧ୍ୟମ । ସେତେବେଳେ ର କାର୍ଗିଲ ଯୁଦ୍ଧ ସମୟ ହେଉ କି କୌଣସି ପର୍ବପର୍ବାଣି ହେଉ ନିଜ ସମ୍ପର୍କୀୟ ଲୋକଙ୍କ ନିକଟରେ ଖବର ପହଞ୍ଚାଇବା ପାଇଁ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା ଭାରତୀୟ ଡାକ ବିଭାଗ । କେନ୍ଦ୍ର

ସରକାର ମଧ୍ୟ ବିଭାଗ ର ଉର୍ଣ୍ଣତି ଦିଗରେ କୋଟି କୋଟି ଟଙ୍କାର ଅର୍ଥ ବ୍ୟୟବରାଦ କରୁଛନ୍ତି । କିନ୍ତୁ ଏବେ ଏହି ବିଭାଗ ବୌଦ୍ଧ ଜିଲ୍ଲାର କିଛି ସ୍ଥାନରେ ନିଜର ଅସ୍ତିତ୍ବ ହରାଇବା କୁ ବାଇଲାଣି । କେଉଁଠି ନିଜର କାର୍ଯ୍ୟାଳୟ ନଥିବାରୁ ବର୍ଷ ବର୍ଷ ଧରି ଭଡା ଘରେ କାର୍ଯ୍ୟାଳୟ ଚାଲିଥିବା ବେଳେ ଆଉ କେଉଁଠି କାର୍ଯ୍ୟାଳୟ ରେ ନାହାଁନ୍ତି ସ୍ଥାୟୀ କର୍ମଚାରୀ । ଯାହାକୁ ନେଇ ଏବେ ଜନସାଧାରଣ ଡାକ ବିଭାଗ ର ସେବା ଉପରୁ ଆସ୍ଥା ହରାଉଛନ୍ତି । ଏଭଳି ଅଭିଯୋଗ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ସଦର ମହକୁମା ଝାଡ୍ରାଜିଙ୍ଗ ଉପଡାକଘର କୁ ନେଇ ଆସିଛି । ସୂଚନା ମତବକ ଝାଡ୍ରାଜିଙ୍ଗ ଉପ ଡାକଘର ଆଜି କୁ ଦୀର୍ଘ ୨୫ବର୍ଷ ରୁ ଉର୍ଦ୍ଧ ସମୟ ହେଲା ଡାକ ବିଭାଗ ର ନିଜସ୍ୱ କାର୍ଯ୍ୟାଳୟ ନଥିବାରୁ ଭଡା ଘରେ ଚାଲି ଆସୁଛି । ଅନ୍ୟପଟେ ଗୋଟିଏ ବର୍ଷ ହେଲା ନାହାନ୍ତି ଏଠି ସ୍ଥାୟୀ ପୋଷ୍ଟମାଷ୍ଟର ।  ଦୀର୍ଘ ଏକ ବର୍ଷ ହେଲା ଡେପୁଟେସନ ରେ ଆସି ପୋଷ୍ଟମାଷ୍ଟର କାର୍ଯ୍ୟ ତୁଲାଉଛନ୍ତି ବର୍ତ୍ତମାନ ର ପୋଷ୍ଟମାଷ୍ଟର । ତେଣୁ ନୂତନ କାର୍ଯ୍ୟାଳୟ ନିର୍ମାଣ ପାଇଁ ଜାଗା ଓ ବର୍ତ୍ତମାନ ର ପୋଷ୍ଟମାଷ୍ଟର ଙ୍କୁ ଏହି ଡାକ ଘରେ ସ୍ଥାୟୀ ଭାବେ ଅବସ୍ଥାପିତ କରିବା ଦାବି ନେଇ ଫୁଲବାଣୀ ଡିଭିଜନ ଅଧ୍ୟକ୍ଷ ଙ୍କୁ ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ ।  ଏହି ଡାକଘର ଉପରେ ଉପାନ୍ତ ଅଞ୍ଚଳ ର ୧୦ଟି ପଞ୍ଚାୟତ ର ଗ୍ରାମବାସୀ ଡାକ ସେବା ପାଇଁ ନିର୍ଭର କରନ୍ତି । ଆଡେଣିଗଡ଼, ଗୁଣ୍ଡୁରୀବିଡା, କରଞ୍ଜକଟା, ଲକ୍ଷଣପୁର, ରାଣୀପଥର, ଗୋରାସାହି ଭଳି ୬ଟି ଶାଖା ଡାକଘର ଏହି ଉପଡାକଘର ଉପରେ ନିର୍ଭର କରିଥାନ୍ତି । ବହୁ ବର୍ଷ ପୂର୍ବେ ସରକାରୀ ନିର୍ଦ୍ଦେଶକ୍ରମେ ନୂତନ ଡାକଘର କୋଠା ନିର୍ମାଣ ପାଇଁ ସରକାରୀ ଜାଗା ଚିହ୍ନଟ ହୋଇଥିଲା । କିନ୍ତୁ ରାଜସ୍ବ ବିଭାଗ ଜାଗା ପଟା ପ୍ରଦାନ ରେ ବିଫଳ ହୋଇଥିଲା ଫଳରେ ନୂତନ କାର୍ଯ୍ୟାଳୟ ନିର୍ମାଣ ହୋଇ ପାରିନଥିଲା । କିନ୍ତୁ ଏବେ

ଅଞ୍ଚଳର ଜନ ସଂଖ୍ୟା ବୃଦ୍ଧି ହେବା ସହ ଡାକଘର ର କାର୍ଯ୍ୟ ମଧ୍ୟ ବୃଦ୍ଧି ଘଟିଛି । ତେଣୁ  ପୁନଃ ହରଭଙ୍ଗା ରାଜସ୍ବ ବିଭାଗ  ନୂତନ ଜାଗା କିମ୍ବା ପୁରୁଣା ଭୂମି ର ପଟା ପ୍ରଦାନ କଲେ ନୂତନ କାର୍ଯ୍ୟାଳୟ ନିର୍ମାଣ ହୋଇ ପାରିବ ବୋଲି ଡେପୁଟେସନ ଥିବା ପୋଷ୍ଟମାଷ୍ଟର ଲଳିତ ଭୋଇ କହିଛନ୍ତି ।ସେପଟେ ଉପଡାକଘର ନିଜର ଅସ୍ତିତ୍ବ ହରାଇବା ପୂର୍ବ ରୁ ଏହାର ନୂତନ କାର୍ଯ୍ୟାଳୟ ଓ ସ୍ଥାୟୀ କର୍ମଚାରୀ ଯୋଗାଇ ଦେବା ପାଇଁ ବୁଦ୍ଧିଜୀବୀ ମହଲ ରେ ଦାବି ହୋଇଛି ।


News Comment




Photo in News

Advertisment
Lastest News
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026
  ରାଜ୍ୟ  
ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   13-Sep-2026
  ଜିଲ୍ଲା  
ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026

You Might Also Like