-+91-9937148622 |

prerana_bgr@rediffmail.com |

  Tuesday 15th September 2026 |

| | | |

R.N.I. Regd No. ODIODI/2010/46693

Breaking News

ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||     

HOME   ଜିଲ୍ଲା

ଗାନ୍ଧୀ ପାଠାଗାର (ପୂଜା ମଣ୍ଡପ ) ଟିକ୍ରାପଡା ରେ ଚଳିତ ବର୍ଷ ସାର୍ବଜନୀନ ଦୁର୍ଗା ପୂଜା ର ପ୍ରସ୍ତୁତି ବୈଠକ

02-Sep-2024



ବଲାଙ୍ଗିର(ପ୍ରେରଣା ଖବର): ଚଳିତ ବର୍ଷ ବଲାଙ୍ଗିର ଗାନ୍ଧୀ ପାଠାଗାର (ପୂଜା ମଣ୍ଡପ ) ଟିକ୍ରାପଡାର ୫୭ତମ ସାର୍ବଜନୀନ ଦୁର୍ଗା ପୂଜା ଆୟୋଜନ ପାଇଁ ଗାନ୍ଧି ପାଠାଗାର ସଭାପତି ପ୍ରକାଶ ନେପାକ ଙ୍କ ସଭାପତିତ୍ୱ ରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ପାଠାଗାର ସମ୍ପାଦକ ପ୍ରଦୀପ ସାହୁ ଗତ ବର୍ଷ ର ଆୟ ବ୍ୟୟ ଉପସ୍ଥାପନା ପରେ ଚଳିତ ବର୍ଷ ମା ଦୁର୍ଗା ଙ୍କ ପୂଜା ଆୟୋଜନ ପାଇଁ ପ୍ରସ୍ତାବ ମାନ ଆଗତ କରିବାକୁ ବୈଠକ ରେ ଅନୁରୋଧ କରିଥିଲେ l ଉପସଭାପତି ସନ୍ତକ ବହିଦାର ଙ୍କ ଚଳିତ ବର୍ଷ ନବରାତ୍ର ଦୁର୍ଗା ପୂଜା ପାଇଁ ଆଗତ ପ୍ରସ୍ତାବ କୁ ସର୍ବ ସମ୍ମତି କ୍ରମେ ଅନୁମୋଦନ କରିବା ସହ ବରିଷ୍ଠ ସଭ୍ୟ ଭଗବାନ ବଗର୍ତି ଓ ଅନ୍ୟ ବରିଷ୍ଠ ସଭ୍ୟ ମାନଙ୍କ ଉପଦେଶ କ୍ରମେ ପାଠାଗାର କମିଟି ଚଳିତ ବର୍ଷ ପୂଜା ଆୟୋଜନ କରିବା ସହ ବିଭିନ୍ନ କମିଟି ମାନ ଗଠନ କରି ପଡ଼ାର ମହିଳା ତଥା ବରିଷ୍ଟ ନାଗରିକ ମାନଙ୍କୁ ସଂଶ୍ଲିଷ୍ଟ କରି ପୂଜା କାର୍ଯ୍ୟ କୁ ଗୁରୁତ୍ୱ ଦେଇ ଶାନ୍ତି ଶୃଙ୍ଖଳା ସହ ଆୟୋଜନ କରାଯିବାକୁ ପ୍ରସ୍ତାବ ଗ୍ରହଣ କରାଗଲା l ଚଳିତ ବର୍ଷ ପୂଜା ଆୟୋଜନ କମିଟି ର ସଭାପତି ପ୍ରକାଶ ନେପାକ, ଉପସଭାପତି ସନ୍ତକ ବହିଦାର, ସମ୍ପାଦକ ପ୍ରଦୀପ ସାହୁ,  କୋଷlଧ୍ୟକ୍ଷ୍ୟ ଜିତେନ୍ଦ୍ର ନାଗ ରହିବା ସହ ବିଭିନ୍ନ କମିଟି ମାନ ଗଠନ କରାଯାଇଥିଲା l ପୂଜା କାର୍ଯ୍ୟ ସମ୍ପାଦନା ପାଇଁ ସନ୍ତକ ବହିଦାର, ବୈଷ୍ଣବ ସାହୁ, ରାଜେନ୍ଦ୍ର ମିଶ୍ର,ଅଶୋକ ମିଶ୍ର, ବାଦଲ ସାହୁ, ବାବୁ ଶ୍ରୀଚନ୍ଦନ, ପାଣ୍ଠି ସଂଗ୍ରହ କମିଟି ରେ କମିଟି ର ସମସ୍ତ ସଭ୍ୟ ସହ ଚିତ୍ତ ସାହୁ, ମାନା ଖାନ, ରାଜେନ୍ଦ୍ର ପାଣି,ରିଆଜ଼ ଖାନ,ସଞ୍ଜୟ ଗଡତିଆ,ପ୍ରମୋଦ ସାହୁ,ପ୍ରବୀଣ ଦର୍ଜୀ,ଆକାଶ, ଆଶୁ, ବାବୁ ନନ୍ଦ, ଆକବର ଖାନ,ଦୁର୍ଗା ସାହୁ, ଅବଦୁଲ ରାଜ଼ାକ,ସୁନୀଲ ବେହେରା,ମହେନ୍ଦ୍ର ବାଗ,ଜିତୁ ମଟାରୀ, ସାଜସଜ୍ଜା କମିଟି ରେ ମାନା ଖାନ, ସୁରୁ ସାହୁ, କୁନୁ ପାତ୍ର ଏବଂ ଅଭ୍ୟର୍ଥନା କମିଟି ରେ ଭଗବାନ ବଗର୍ତି, ପୀତବାସ ପଣ୍ଡା, ନୀଳମଣି ମିଶ୍ର, ରେବତୀ ସାହୁ,ମହେନ୍ଦ୍ର ସାହୁ, ବିସର୍ଜନ ଓ ଯୋଗାଯୋଗ ତଥା ଅନ୍ୟାନ୍ୟ  କାର୍ଯ୍ୟ ପାଇଁ କମିଟି ସଭ୍ୟ ରୂପେ ସଂଗ୍ରାମ ବହିଦାର,ଅଜିତ ପଣ୍ଡା,ଟୁନୁ ସାହୁ, ପ୍ରମୋଦ ସାହୁ, ନଳିନୀ ସାହୁ,ସଦାଶିବ ଶତପଥି ପ୍ରମୁଖ କାର୍ଯ୍ୟ ନିର୍ବାହ କରିବାକୁ ପ୍ରସ୍ତାବ ଗ୍ରହଣ କରାଗଲା l ଚଳିତ ବର୍ଷ ପୂଜା କାର୍ଯ୍ୟ ପାଇଁ ଏକ ମହିଳା କମିଟି ଗଠନ, ମୁଖ୍ୟ କର୍ତ୍ତା ସହ  ସବୁଦିନ କର୍ତ୍ତା ରୂପେ ମା ଙ୍କ ପୂଜା ହୋମ ଅନ୍ୟ ମାନେ ସସ୍ତ୍ରୀକ ବସିପାରିବେ, ପାଣ୍ଠି ସଂଗ୍ରହ ପାଇଁ କ୍ୟୁ ଆର କୋଡ଼ ର ବ୍ୟବସ୍ଥା, ନବରାତ୍ର ଦୁର୍ଗା ପୂଜା ପାଇଁ ହ୍ୱାଟ୍ସଅପ ଗ୍ରୁପ, ମହିଳା ଗ୍ରୁପ ଗଠନ କରି ବିଭିନ୍ନ ଦାୟିତ୍ୱ ବଣ୍ଟନ, ପ୍ରତିଦିନ ଅନ୍ନ ପ୍ରସାଦ, ସପ୍ତମୀ ଠାରୁ ଦଶମୀ ପର୍ଯ୍ୟନ୍ତ ଘଣ୍ଟ ସହ ଆଳତି, କଳସ ଶୋଭାଯାତ୍ରା ସହ କଳସ ସ୍ଥାପନା ଏବଂ ପଡବାସୀ ତଥା ସଭ୍ୟ ମାନଙ୍କର ପରିବାର ସହ ନୂଆଖାଇ ଭେଟଘାଟ ସହ ନୂଆଖାଇ ପାଇଁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ନିମନ୍ତେ ପ୍ରସ୍ତାବ ମାନ ଗ୍ରହଣ କରାଯାଇଥିଲା lଉକ୍ତ ବୈଠକରେ ବରିଷ୍ଠ ସଭ୍ୟ ଧର୍ମବ୍ରତ ରଥ , ସତ୍ୟନାରାୟଣ ବେହେରା,ଋତୁରାଜ ସିଂ, ଅମୀୟ ମିଶ୍ର,ସୂର୍ଯ୍ୟନାରାୟଣ ପୁରୋହିତ , ହରିଶଙ୍କର ପଣ୍ଡା, ପଞ୍ଚାନନ ପୂଜାରୀ, ଇନମୁର ରେହେମନ,ଦ୍ଵିଜରାଜ ମିଶ୍ର,ପ୍ରମୋଦ ପଧାନ,ବିଶ୍ୱଜିତ ସାହୁ, ମନୋଜ ସାହୁ,ଦିଲୀପ ସାହୁ, ଆନିଶ ସାହୁ, ଦୁର୍ଯ୍ୟ ଗଡତିଆ ପ୍ରମୁଖ ଉପସ୍ଥିତ ଥିଲେ l

ବିଶିଷ୍ଟ ରଙ୍ଗ ମଞ୍ଚ କଳାକାର ତଥା ଗାନ୍ଧି ପାଠାଗାର ର ବରିଷ୍ଠ ସଭ୍ୟ ପ୍ରଦୀପ ଚାନ୍ଦ ଙ୍କ ବିୟୋଗରେ ଶୋକ ସଭା  
------------------------------------
ଗାନ୍ଧି ପାଠାଗାର ର ବରିଷ୍ଠ ସଭ୍ୟ ତଥା ରଙ୍ଗ ମଞ୍ଚ କଳାକାର ଓ ନିର୍ଦେଶକ, ଟିକ୍ରାପଡା ରାମଲୀଳା କମିଟି ତଥା ରାମଜୀ ମନ୍ଦିର କମିଟି ସଭ୍ୟ, ଚାନ୍ଦ ମନ୍ଦିର ପ୍ରତିଷ୍ଠାତା ସ୍ବର୍ଗତ ପ୍ରଦୀପ ଚାନ୍ଦ ଙ୍କ ବିୟୋଗରେ ଗାନ୍ଧି ପାଠାଗାର ସଭାପତି ପ୍ରକାଶ ନେପାକ ଙ୍କ ସଭାପତିତ୍ୱ ରେ  ସ୍ଥାନୀୟ ଗାନ୍ଧି ପାଠାଗାର ରେ ଏଜ ଶୋକସଭା ଅନୁଷ୍ଠିତ ହୋଇଥିଲା l ତାଙ୍କର ଅମର ଆତ୍ମା ର ସଦଗତି ପାଇଁ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା lବରିଷ୍ଠ ସଭ୍ୟ ଭଗବାନ ବଗର୍ତି, ପୀତବାସ ପଣ୍ଡା, ନୀଳମଣି ମିଶ୍ର, ପାଠାଗାର ସମ୍ପାଦକ ପ୍ରଦୀପ ସାହୁ, ଉପ ସଭାପତି ସନ୍ତକ ବହିଦାର ପ୍ରମୁଖ ଗଭୀର ଶ୍ରଦ୍ଧାଞ୍ଜଳି ଦେବ ସହ ତାଙ୍କର  ସ୍ମୃତିଚାରଣ କରିଥିଲେ l ସେ ଜଣେ ଦକ୍ଷ ସଂଗଠକ ତଥା ପ୍ରଭୁ ଜଗନ୍ନାଥ ଙ୍କ ରଥ ଯାତ୍ରା ସହ ସମସ୍ତ ନୀତି କାନ୍ତି ନିଷ୍ଠା ର ସହ କରି ଆସୁଥିଲେ ଏବଂ ତାଙ୍କର ବିୟୋଗରେ ଅପୂରଣୀୟ କ୍ଷତି ହୋଇଛି ବୋଲି ବୈଠକ ରେ ସମସ୍ତ ମତ ପ୍ରକାଶ କରିବା ସହ ତାଙ୍କ ପରିବାର ବର୍ଗ ଙ୍କୁ ପ୍ରଭୁ ସାହସ ଦେବା ସହ ସମବେଦନା ଜ୍ଞାପନ କରାଯାଇଥିଲା l


News Comment




Photo in News

Advertisment
Lastest News
  ଜିଲ୍ଲା  
ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   15-Sep-2026
  ଜିଲ୍ଲା  
କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   15-Sep-2026
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026

You Might Also Like