-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
11-Aug-2024
ବରଗଡ଼/ବିଜେପୁର(ନିରଞ୍ଜନ ତ୍ରିପାଠୀ)- ବରଗଡ ଜିଲ୍ଲା ବିଜେପୁର ସ୍ଥିତ ମଞ୍ଜି, କିଟନାଶକ ଓ ସାର ଦୋକାନ ସଂଘ ପକ୍ଷରୁ ବିଜେପୁର ନିର୍ବାଚନ ମଣ୍ଡଳୀର ବିଧାୟକ ଜମିଦାର ସନତ କୁମାର ଗଡତୀୟାଙ୍କୁ ସଂଘର ସଭାପତି ନଳିନୀକାନ୍ତ ଗଡତିଆ, ଉପସଭାପତି ପ୍ରଶାନ୍ତ ମେହେର(ପିଣ୍ଟୁ), ସମ୍ପାଦକ କୈଳାସ ଗଡତିଆ, କୋଷାଧ୍ୟକ୍ଷ ରବି ଶର୍ମାଙ୍କ ସମେତ ସଦସ୍ୟ କୃଷ୍ଣ ସେନାପତି,ବିରେନ ପାଣି,ବଣ୍ଟି ଅଗ୍ରୱାଲ,ଓମ୍ ମେହେର, ଲିଙ୍ଗରାଜ ପଧାନ, ରାକେଶ ଖମାରୀ,ଟୁନା ସାହୁ, ଟୁନା ଖମାରୀ, ଦୁର୍ଗାପ୍ରସାଦ ଭୋଇ, ବସନ୍ତ ସ୍ୱାଇଁ ଏବଂ ମୁନୁଲାଲ ସାହୁ ପ୍ରମୁଖ ସୈାଜନ୍ୟମୂଳକ ସାକ୍ଷାତ କରି ପୁଷ୍ପଗୁଚ୍ଛ ପ୍ରଦାନ ସହ ଶୁଭେଚ୍ଛା ଜଣାଇଛନ୍ତି।