-+91-9937148622 |

prerana_bgr@rediffmail.com |

  Tuesday 29th September 2026 |

| | | |

R.N.I. Regd No. ODIODI/2010/46693

Breaking News

ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   (28-Sep-2026)       ||      ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   (28-Sep-2026)       ||      କଣ୍ଟାମାଳ ସରସ୍ଵତୀ ଶିଶୁ ମନ୍ଦିରରେ ଦ୍ୱିତୀୟ ମାତୃ ସମ୍ମିଳନୀ ଅନୁଷ୍ଠିତ   (28-Sep-2026)       ||      ଯୁବଗୋଷ୍ଠୀଙ୍କ ପ୍ରୟାସରେ ଲୋକସଂସ୍କୃତିର ବିକାଶ ସମ୍ଭବ ଶିକେରପାଟ୍ ୟୁଥ୍ କ୍ଳବ ପକ୍ଷରୁ ନୂଆଁଖାଇ ଭେଟଘାଟ୍–୨୦୨୬   (28-Sep-2026)       ||      ଆଜାଦ ଫୁଟବଲ ଏସୋସିଏସନ ଆନୁକୂଲ୍ୟରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ   (28-Sep-2026)       ||      ଅଳକା ଜେନାଙ୍କ ସ୍ମୃତିରେ ମେଧାବୀ ଛାତ୍ରୀଙ୍କୁ ସମ୍ମାନ "ସ୍ମୃତିରେ ଶିକ୍ଷାର ଆଲୋକ,ସଫଳତାରେ ଛାତ୍ରୀଙ୍କୁ ପ୍ରେରଣା"   (28-Sep-2026)       ||      ତୁଳସୀନଗରରେ ଯୁବକଙ୍କୁ ଆକ୍ରମଣ ମାମଲା: ୪ ଅଭିଯୁକ୍ତ ଗିରଫ    (28-Sep-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ରାଷ୍ଟ୍ରୀୟ ହିନ୍ଦୀ ଦିବସ ପାଳିତ   (28-Sep-2026)       ||      *ପୁଷ୍ପଲତା ଗ୍ୟାସ ଏଜେନ୍ସୀରେ HP Navya ଗ୍ୟାସ ସିଲିଣ୍ଡର ଶୁଭାରମ୍ଭ କଲେ ଇଂ ରଘୁନାଥ ଜଗଦଲା*   (28-Sep-2026)       ||      ଜିଲ୍ଲା ପ୍ରସାଶନ ପକ୍ଷରୁ ୧୫୫୬ ସେଣ୍ଟର ରେ ଆଙ୍ଗନ୍ କା ଉତ୍ସଵ ୨୦୨୬ ଶୁଭାରମ୍ଭ*-   (28-Sep-2026)       ||      ଜିଲ୍ଲାପାଳ ଙ୍କୁ ଭେଟି ନ ପାରିବାରୁ ତାତିଲେ ମଦବିରୋଧୀ ମହିଳା ଗୋଷ୍ଠୀ, କଲେ ରାସ୍ତାରୋକ ,   (28-Sep-2026)       ||      ବ୍ଲକସ୍ତରୀୟ ଫୁଟବଲ ଚୟନ ଶିବିର ଉଦଯାପିତ   (28-Sep-2026)       ||      ଗେଟସରୋବର ପଡ଼ା (ବି ଆର ଆମ୍ବେଦକର) ଠାରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ମାଗଣା ସ୍ଵାସ୍ଥ୍ୟ ସେବା ଶିବିର    (28-Sep-2026)       ||      ସଇଁନ୍ତଲା ରେ "ବେଟି ବଚାଓ ବେଟି ପଢ଼ାଓ" ସଚେତନତା ଶିବିର    (28-Sep-2026)       ||      ନଅଗାଁ (କ) ରେ ସଫଳତାର ସହ ଅନୁଷ୍ଠିତ ହେଲା ମେଗା ସ୍ୱାସ୍ଥ୍ୟ, ରକ୍ତଦାନ ଓ ସହାୟକ ଉପକରଣ ବଣ୍ଟନ ଶିବିର   (28-Sep-2026)       ||      ଟିଟିଲାଗଡ଼ ଲାୟନ୍ସ କ୍ଲବ ପକ୍ଷରୁ ଅସହାୟଙ୍କୁ ଚାରିଟି ସାଇକେଲ ବଣ୍ଟନ    (28-Sep-2026)       ||      ପଂଚଭୁତରେ ବିଳୀନ ହେଲେ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ କମାଣ୍ଡେଣ୍ଟ ଜଗଦିଶ ବିଶି   (28-Sep-2026)       ||      କଟକରେ ଚୋରା ପାଣି କନେକ୍ସନ ନେଇ ଅଭିଯୋଗ   (28-Sep-2026)       ||      ଅତିରିକ୍ତ ଜଜଙ୍କ ଠିକଣାରେ ଗଞ୍ଜେଇ ପାର୍ସଲ : ୩୨ ପ୍ୟାକେଟରୁ ପ୍ରାୟ ୪୦୦ କେଜି ଗଞ୍ଜେଇ ଜବତ   (27-Sep-2026)       ||      ବେଲେଶ୍ୱର ପୂଜା କମିଟିରେ ସାମିଲ ହେଲା କଣ୍ଟିଲୋ ଓ ନିୟୁ କଲୋନୀ ସାହି ଦଶହରା ପୂଜା ଓ ଭସାଣି ପାଇଁ ପ୍ରସ୍ତୁତି ବୈଠକ   (27-Sep-2026)       ||     

HOME   ଜିଲ୍ଲା

କଳା ଓ କଳାକାରଙ୍କ ସ୍ୱାର୍ଥ ପାଇଁ ନିରନ୍ତର ସଂଗ୍ରାମ ଜାରି ରହିବ : କଳାକାର ମହାସଂଘ

04-Aug-2024



ବରଗଡ଼(ନିରଞ୍ଜନ ତ୍ରିପାଠୀ)-ବରଗଡ଼ ଅଗ୍ରଗାମୀ ଯୁବକ ସଂଘ ପରିସର ରେ ରବିବାର ପଶ୍ଚିମ ଓଡ଼ିଶା କଳାକାର ମହାସଂଘ ର ସାଂଗଠନିକ ବୈଠକ  ଅନୁଷ୍ଟିତ ହୋଇଯାଇଛି ।ମହାସଂଘ ର ଅଧ୍ୟକ୍ଷ ଚୈତନ୍ୟ ପାଇକ ଙ୍କ ଅଧ୍ୟକ୍ଷତାରେ  କଣ୍ଠ ଶିଳ୍ପୀ ବାଲେଶ୍ଵର କୁଅଁର ସ୍ଵାଗତ ସଙ୍ଗୀତ ଗାନ ସମ୍ପାଦକ ଗୋପବନ୍ଧୁ ପୁରୋହିତ ସ୍ଵାଗତ ଅଭିଭାଷଣ ଓ ସଂଯୋଜକ ପ୍ରମୋଦ ଦାଶ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଏହି ବୈଠକ  ରେ ପଶ୍ଚିମାଞ୍ଚଳ ୧୧ ଜିଲ୍ଲା ର ଜିଲ୍ଲା ସଭାପତି ବୃନ୍ଦ ଯୋଗ ଦେଇ ଥିବା ବେଳେ ମୁଖ୍ୟ ଅତିଥି ଭାବେ ମହାସଂଘ ର ଉପଦେଷ୍ଟା ପଦ୍ମଶ୍ରୀ ଡ଼ ଜିତେନ୍ଦ୍ରିୟ ହରିପାଲ ଯୋଗ ଦେଇ ସଂଗଠନ ମାଧ୍ୟମ ରେ କଳା ଓ କଳାକାର ଙ୍କ ସ୍ୱାର୍ଥ  ହାସଲ ହୋଇ ପାରିବ ବୋଲି ଉଲ୍ଲେଖ କରି  ଏଥି ପାଇଁ  ନିରନ୍ତର ଲଢେଇ ଜାରି ରଖିବା ପାଇଁ ମହାସଂଘ କୁ ଆହ୍ବାନ ଦେଇଥିଲେ ।ସମ୍ମାନିତ ଅତିଥି ଭାବେ ସମାଜ ସେବୀ ନିହାଲ ସିଂ,ବିଶିଷ୍ଟ  ହାସ୍ୟ ଅଭିନେତା ବିନ୍ଦୁ ମଲ୍ଲିକ ପ୍ରମୁଖ ଯୋଗ ଦେଇ କଳା ଓ କଳାକାର ଙ୍କ ଉନ୍ନତି ରେ ମହାସଂଘ ର ଭୂମିକା ଉଲ୍ଲେଖ କରିଥିଲେ ।ଏହି ବୈଠକ ରେ କଳାହାଣ୍ଡି ଜିଲ୍ଲା ରୁ ଲୋକନାଥ ନାଗ,ନୂଆପଡ଼ା ଜିଲ୍ଲା ଲକି ତାଣ୍ଡି,ବଲାଙ୍ଗୀର ଜିଲ୍ଲା  ପଞ୍ଚାନନ ବାଗ,ସାନନ୍ଦ ଶିକା,ସୋନପୁର ଜିଲ୍ଲା ଲକ୍ଷ୍ମଣ ସାହୁ,ଦେବଗଡ଼ ରୁ ବିପ୍ର ଜୟପୂରିଆ ସମ୍ବଲପୁର ଜିଲ୍ଲା ରୁ ଶାଶ୍ଵତ ସେଟ୍,ବୌଦ୍ଧ ଜିଲ୍ଲା ରୁ ଗୁଣ ମଣି ପ୍ରଧାନ, ଝାରସୁଗୁଡ଼ା ଜିଲ୍ଲା ରୁ ଗୋବିନ୍ଦ ପଟେଲ  ଲଳିଙ୍ଗ କୁମ୍ଭାର,ସତ୍ୟାନନ୍ଦ ନାଗ ସୁବାସ ମେହେର କୌଶିକ ଲୁହା ପ୍ରମୁଖ ବିଭିନ୍ନ ଜିଲ୍ଲା ରୁ ପ୍ରତିନିଧି ଯୋଗ ଦେଇ ନିଜ ନିଜ ଜିଲ୍ଲା ରେ କଳାକାର ସଂଗଠନ ର ସ୍ଥିତି ଉପସ୍ଥାପନ କରି କଳା ଓ କଳାକାର ଙ୍କ ସ୍ୱାର୍ଥ ଓ ନାର୍ଯ୍ୟ ଅଧିକାର ପାଇଁ ସଂଗ୍ରାମ ଜାରି ରହିବ ବୋଲି ଆହ୍ବାନ ଦେଇଥିଲେ । ଆଗାମୀ ଦିନ ରେ ବରଗଡ଼ ରେ ଆୟୋଜିତ ହେବାକୁ ଥିବା ପଶ୍ଚିମାଞ୍ଚଳ କଳାକାର ମହାକୁମ୍ଭ ରେ କେଉଁ ଜିଲ୍ଲା ରୁ କେତେ କଳାକାର ଅଂଶ ଗ୍ରହଣ କରିବେ ତାହା ମଧ୍ୟ ଉଲ୍ଲେଖ କରିବା ସହ ବରଗଡ଼ ଠାରେ ନିର୍ମାଣ ହେବାକୁ ଥିବା ଲୋକକଳା ଭବନ ଜମି ଓ  ନିର୍ମାଣ ପାଇଁ ଆବଶ୍ୟକ ଆର୍ଥିକ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ପ୍ରଦାନ କରିଥିଲେ । ଦ୍ବିତୀୟ ଅଧିବେଶନ ରେ ସର୍ବ ସମ୍ମତି କ୍ରମେ ମହାସଂଘ ର 
ସହ ସଂପାଦକ ଭାବେ ଅଭିନେତା ଜଗଦାନନ୍ଦ ମିଶ୍ର ଙ୍କୁ ନିର୍ବାଚିତ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନା ରେ ରାଜେଶ୍ ବାରିକ ସୁରଥ କୁଅଁର ସନ୍ତୋଷ ସାହୁ ଖଗେଶ୍ବର ସାହୁ, ରାଧେଶ୍ୟାମ ଭେସ୍ରା, ଗଣେଶ ସାହୁ ଦେବେନ୍ଦ୍ର ମଟାରି,ଅନିରୁଦ୍ଧ ପାଇକ ଜିତେନ୍ଦ୍ରିୟ ସାହୁ, ପ୍ରମୁଖ ସକ୍ରିୟ ଅଂଶ ଗ୍ରହଣ କରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   28-Sep-2026
  ଜିଲ୍ଲା  
ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   28-Sep-2026
  ଜିଲ୍ଲା  
କଣ୍ଟାମାଳ ସରସ୍ଵତୀ ଶିଶୁ ମନ୍ଦିରରେ ଦ୍ୱିତୀୟ ମାତୃ ସମ୍ମିଳନୀ ଅନୁଷ୍ଠିତ   28-Sep-2026
  ଜିଲ୍ଲା  
ଯୁବଗୋଷ୍ଠୀଙ୍କ ପ୍ରୟାସରେ ଲୋକସଂସ୍କୃତିର ବିକାଶ ସମ୍ଭବ ଶିକେରପାଟ୍ ୟୁଥ୍ କ୍ଳବ ପକ୍ଷରୁ ନୂଆଁଖାଇ ଭେଟଘାଟ୍–୨୦୨୬   28-Sep-2026
  ଜିଲ୍ଲା  
ଆଜାଦ ଫୁଟବଲ ଏସୋସିଏସନ ଆନୁକୂଲ୍ୟରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ   28-Sep-2026
  ରାଜ୍ୟ  
ଅଳକା ଜେନାଙ୍କ ସ୍ମୃତିରେ ମେଧାବୀ ଛାତ୍ରୀଙ୍କୁ ସମ୍ମାନ "ସ୍ମୃତିରେ ଶିକ୍ଷାର ଆଲୋକ,ସଫଳତାରେ ଛାତ୍ରୀଙ୍କୁ ପ୍ରେରଣା"   28-Sep-2026
  ଅପରାଧ  
ତୁଳସୀନଗରରେ ଯୁବକଙ୍କୁ ଆକ୍ରମଣ ମାମଲା: ୪ ଅଭିଯୁକ୍ତ ଗିରଫ   28-Sep-2026
  ଜିଲ୍ଲା  
ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ରାଷ୍ଟ୍ରୀୟ ହିନ୍ଦୀ ଦିବସ ପାଳିତ   28-Sep-2026
  ଜିଲ୍ଲା  
*ପୁଷ୍ପଲତା ଗ୍ୟାସ ଏଜେନ୍ସୀରେ HP Navya ଗ୍ୟାସ ସିଲିଣ୍ଡର ଶୁଭାରମ୍ଭ କଲେ ଇଂ ରଘୁନାଥ ଜଗଦଲା*   28-Sep-2026
  ଜିଲ୍ଲା  
ଜିଲ୍ଲା ପ୍ରସାଶନ ପକ୍ଷରୁ ୧୫୫୬ ସେଣ୍ଟର ରେ ଆଙ୍ଗନ୍ କା ଉତ୍ସଵ ୨୦୨୬ ଶୁଭାରମ୍ଭ*-   28-Sep-2026
  ଜିଲ୍ଲା  
ଜିଲ୍ଲାପାଳ ଙ୍କୁ ଭେଟି ନ ପାରିବାରୁ ତାତିଲେ ମଦବିରୋଧୀ ମହିଳା ଗୋଷ୍ଠୀ, କଲେ ରାସ୍ତାରୋକ ,   28-Sep-2026
  ଜିଲ୍ଲା  
ବ୍ଲକସ୍ତରୀୟ ଫୁଟବଲ ଚୟନ ଶିବିର ଉଦଯାପିତ   28-Sep-2026

You Might Also Like